ଆମ ଜିଲା ଖବର

ଯୁବକଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିଲେ ଅଭିଯୁକ୍ତ

ଲହୁଣୀପଡ଼ା,୧୯।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ମହୁଲପଦା ଥାନା ଅଧୀନ ମରଚିଢିହି ଗ୍ରାମରେ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି। ଏହାକୁ ଆତ୍ମହତ୍ୟାର ରୂପ…

3 years ago

୩୩ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୬ା୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍‌ମା ପୋଲିସ ନିକଟରେ ଗୁରୁବାର ୩୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୩ଜଣ ହାର୍ଡକୋର ମାଓବାଦୀ ଅଛନ୍ତି। ସେମାନଙ୍କ…

3 years ago

ଗଛମୂଳେ ଥିବା ସ୍ତ୍ରୀଙ୍କୁ ଘରକୁ ନେଲେ ସ୍ବାମୀ

କେନ୍ଦୁଝର,୧୯।୨(ସ୍ବ.ପ୍ର.): ତେଲକୋଇ ବ୍ଲକ ସଲେଇକେନା ପଞ୍ଚାୟତର ଡିମିରିଆ ଗ୍ରାମରେ ପରିବାର କଲ୍ୟାଣ ଅସ୍ତ୍ରୋପଚାର କରିଥିବାରୁ ଭୂୟାଁ ସମ୍ପ୍ରଦାୟର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଘରୁ ବାହାର କରିଦେବା…

3 years ago

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ପଦ୍ମପୁର ଗସ୍ତ: ଉଦ୍‌ଘାଟନ କଲେ ୧୨୭ ପ୍ରକଳ୍ପ

ପଦ୍ମପୁର,୧୯।୨(ଡି.ଏନ୍‌.ଏ.): ପଦ୍ମପୁର ଉପନିର୍ବାଚନ ସମୟରେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରାଯିବ। ବର୍ଷକ ଭିତରେ ପଦ୍ମପୁରକୁ ଜିଲା ମାନ୍ୟତା ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ବରଗଡ଼…

3 years ago

ଉଦ୍ଧାର ହେଲା ଅଢେଇ ଟନ୍‌ର ବାଘୁଆ ମଗର ମାଛ

ବସ୍ତା,୧୯।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସଦର ବ୍ଲକ ଅଧୀନ ବାହାବଳପୁର ମୁହାଣରେ ରବିବାର ଏକ ବିଶାଳକାୟ ମଗର ମାଛକୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହାର ଓଜନ ଅଢେଇ…

3 years ago

ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ନିରପେକ୍ଷ ତଦନ୍ତ ଦାବିକଲେ ବାପା

ଆନନ୍ଦପୁର,୧୯ା୨(ସ୍ବ.ପ୍ର.): ଘସିପୁରା ଥାନା ଅଧୀନ କେଶଦୁରାପାଳରେ ଏକ ବଧୂହତ୍ୟା ଘଟଣାକୁ ନେଇ ମାମଲା ରୁଜୁ ହୋଇଛି। କେସ୍‌ ନଂ ୪୧/୨୩ରେ ମାମଲା ରୁଜୁ ହୋଇଛି। ଢେଙ୍କାନାଳ ମୀନାବଜାର…

3 years ago

ସ୍ତ୍ରୀଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲେ ସ୍ବାମୀ

କେନ୍ଦୁଝର,୧୯ା୨(ସ୍ବ.ପ୍ର.): ତେଲକୋଇ ଥାନା ରଗଡ଼ା ଗାଁରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଶନିବାର ଏକ ଧାରୁଆ ଅସ୍ତ୍ରରେ ବୀଭତ୍ସ ଭାବେ ହାଣି ହତ୍ୟା କଲାପରେ ରବିବାର ତେଲକୋଇ ଥାନାରେ…

3 years ago

ଦୁଇ ପରିବାରକୁ ସାମାଜିକ ବାସନ୍ଦ: ଗାଁରେ ଉତ୍ତେଜନା

ପୁରୁଷୋତ୍ତମପୁର,୧୯ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଗ୍ରାମରେ ଗୁଣିଗାରେଡ଼ି ଅନ୍ଧବିଶ୍ବାସ ଓ ସାମାଜିକ ବାସନ୍ଦ ଭଳି ଘଟଣା ଘଟି ଗ୍ରାମଗୁଡ଼ିକରେ ଅଶାନ୍ତି ଲାଗି ରହିବା ସହ ହତ୍ୟାକାଣ୍ଡ ଭଳି…

3 years ago

ପାଚେରି ତଳେ ଚାପିହୋଇ ୩ ଭଉଣୀ-ଭାଇଙ୍କ ସମେତ ୪ ଆହତ

ଭଞ୍ଜନଗର,୧୯ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଧୀନ କୃଷ୍ଣନଗର ଗ୍ରାମରେ ରବିବାର ଏକ ପାଚେରି ଭୁଶୁଡ଼ି ୩ ଭଉଣୀ-ଭାଇଙ୍କ ସମେତ ୪ଶିଶୁ ଆହତ ହୋଇଛନ୍ତି। ସେମାନେ ହେଲେ…

3 years ago

ଲୁହାଖୁଣ୍ଟରେ ପିଟିହେଲା କେନ୍ଦୁପତ୍ର ବୋଝେଇ ଟ୍ରକ୍‌, ଦୀର୍ଘ ସମୟ ଧରି ରାସ୍ତା ଅବରୋଧ

କୋରାପୁଟ,୧୯ା୨(ସ୍ବ.ପ୍ର.): ମାଲକାନାଗିରି ଅଞ୍ଚଳରୁ କେନ୍ଦୁପତ୍ର ନେଇ କୋଲକାତା ଯାଉଥିବା ସିଜି-୦୪-ଏଚ୍‌ୟୁ-୬୧୫୯  ନମ୍ବର ବିଶିଷ୍ଟ ଏକ ଟ୍ରକ୍‌ ସ୍ଥାନୀୟ ରେଲଓ୍ବେ ଓଭର ବ୍ରିଜ୍‌ ନିକଟରେ ଥିବା ବିପଦ ସଙ୍କେତ…

3 years ago