ଆମ ଜିଲା ଖବର

ପିଲାଙ୍କ ପଢ଼ା ବହି ବିକ୍ରିକୁ ଅଟକାଇଲେ ଲୋକେ

ନୂଆଗଁା, ୮ା୭ (ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗଁା ବ୍ଲକ ସରକାରୀ କାଚପଲ୍ଲୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରୁ ଶୁକ୍ରବାର ଶିକ୍ଷୟିତ୍ରୀ ପିଲାଙ୍କ ପଢ଼ା ବହି ବିକ୍ରି କରୁଥିଲେ।…

3 years ago

ନୀଳମାଧବ ପୀଠ ବିକାଶ ପ୍ରକଳ୍ପର ସମୀକ୍ଷା କଲେ ସଚିବ

ଖଣ୍ଡପଡ଼ା,୮ା୭(ଅଜୟ କୁମାର ମହାରଣା): ରାଜ୍ୟ ସରକାରଙ୍କ ପକ୍ଷରୁ ନୀଳମାଧବ ପୀଠ ବିକାଶ ପ୍ରକଳ୍ପ ପାଇଁ ୧୦୦ କୋଟି ଟଙ୍କାର ଅନୁଦାନ ମଞ୍ଜର କରାଯାଇ କାର୍ଯ୍ୟ ଚାଲୁ ରହିଛି।…

3 years ago

ନୃସିଂହଙ୍କ ଉପରେ ରାଜ୍ୟ ନେତୃତ୍ୱଙ୍କ ଆସ୍ଥା

ଢେଙ୍କାନାଳ/ପରଜଙ୍ଗ, ୮।୭(ରତନ ନାୟାର/ନିଗମାନନ୍ଦ ଦଳବେହେରା): ସବୁ କଳ୍ପନା ଜଳ୍ପନାର ଅନ୍ତଘଟିଛି। ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଢେଙ୍କାନାଳ ଜିଲା ବିଜେଡି ସଭାପତି ଭାବେ…

3 years ago

ଥଇଥାନ ହେବେ ଅସହାୟ ଭଉଣୀ-ଭାଇ

ଅନୁଗୋଳ,୮ା୭(ଅମିତ କୁମାର ସାମଲ): କିଶୋରନଗର ବ୍ଲକ ଧଉରାପାଲି ପଞ୍ଚାୟତସ୍ଥିତ ବଏଜା ଗ୍ରାମର ମାତାପିତାହୀନ ଭଉଣୀ-ଭାଇଙ୍କ ଥଇଥାନ ବ୍ୟବସ୍ଥା କରାଯିବ। ଶୁକ୍ରବାର ଅନୁଗୋଳ ଜିଲା ଶିଶୁ ସୁରକ୍ଷା ଅଧିକାରୀ…

3 years ago

ସହର ରାସ୍ତାରେ ନର୍ଦ୍ଦମା ପାଣି

ବ୍ରହ୍ମପୁର,୮ା୭ (ସ୍ମୃତି ରଞ୍ଜନ ମହାଲିକ): ପ୍ରାୟ ୩ ଘଣ୍ଟାର ବର୍ଷା ପରେ ବ୍ରହ୍ମପୁର ସହରବାସୀ ଗରମ ଓ ଗୁଳୁଗୁଳିରୁ କେତେକାଂଶରେ ଆଶ୍ୱସ୍ତି ଲାଭ କରିଛନ୍ତି। ଅନ୍ୟପଟେ ଏହି…

3 years ago

ବିଦ୍ୟୁତ୍‌ ଆଘାତରେ କର୍ମଚାରୀ ମୃତ, ରାସ୍ତାରୋକୋ

ଫୁଲବାଣୀ,୮ା୭(ରାକେଶ କୁମାର ରାଉତ): ଫୁଲବାଣୀ ସହରରେ ବିଦ୍ୟୁତ୍‌ ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ବିଦ୍ୟୁତ୍‌ ଆଘାତରେ ଗୁରୁବାର ରାତିରେ ମୃତ୍ୟୁ ଘଟିଛି ା ସେ ହେଲେ ସ୍ଥାନୀୟ…

3 years ago

ଏମ୍‌ଜିଏନ୍‌ଆର୍‌ଇଜିଏ କାର୍ଯ୍ୟରେ ଅନିୟମିତତା

ବାରିପଦା,୮ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଳକ ଚାଞ୍ଛିପଦା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ପଞ୍ଚାୟତର ନାଏବ ସରପଞ୍ଚ ଜନନୀ ମଣି…

3 years ago

ଥାଲାସେମିଆ ରୋଗୀ ଏଚ୍‌ଆଇଭିରେ ଆକ୍ରାନ୍ତ

ବାଲେଶ୍ୱର, ୮।୭ (ମାନସ ବିଶ୍ୱାଳ): ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତଭଣ୍ଡାରରୁ ରକ୍ତ ନେଉଥିବା ଥାଲାସେମିଆରେ ପୀଡ଼ିତ ଜଣେ ୧୩…

3 years ago

୭ ଦଫା ଦାବିରେ ଟିପିସିଓଡିଏଲ୍‌ କାର୍ଯ୍ୟାଳୟ ଘେରାଉ

ରଘୁନାଥପୁର, ୮।୭(ରାଜେନ୍ଦ୍ର ନାରାୟଣ ସିଂହ): ବିଦ୍ୟୁତ୍‌ ସମସ୍ୟା ପ୍ରତିବାଦରେ ୭ ଦଫା ଦାବି ନେଇ ରଘୁନାଥପୁରର ଟିପିସିଓଡିଏଲ କାର୍ଯ୍ୟାଳୟକୁ ଶୁକ୍ରବାର ସ୍ଥାନୀୟ ବିଦ୍ୟୁତ୍‌ ଉପଭୋକ୍ତା ସଂଘ ପକ୍ଷରୁ…

3 years ago

ବଲାଙ୍ଗୀରରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର, ୮ା୭(ବୀରେନ୍ଦ୍ର କୁମାର ଝାଙ୍କର): ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଶୁକ୍ରବାର ବଲାଙ୍ଗୀର ଆସି ଏକ ଦ୍ୱାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌…

3 years ago