ଆମ ଜିଲା ଖବର

ଅବାଧରେ ଚାଲିଛି ବେଆଇନ ଇଟାଭାଟି

ନିମାପଡ଼ା,୨୨।୨(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକର ଡେଣୁଅଁ, ମିଟେଇପୁର, ଭୋଗ୍ରଶାଳଦା, ଭିଲିଗ୍ରାମ, ସଲଙ୍ଗ, ବାମନାଳ, ହରିପୁର, ତମାଳୋ, ତୁଳସୀପୁର, ବାହାରେଣା, ଭୋଦର, କଳାପାଞ୍ଚଣ, ଛଣିଜଙ୍ଗ, ଅରିଷଣ୍ଢ ସମେତ ୩୨ ପଞ୍ଚାୟତ…

3 years ago

କର୍ଲାପାଟ ହାତୀ ମୃତ୍ୟୁ ଘଟଣା: ନିଲମ୍ବିତ ହେଲେ ପ୍ରାଣୀଧନ ନିରୀକ୍ଷକ

ଭବାନୀପାଟଣା,୨୨।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାପାଟ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରାଣୀ ସମ୍ପଦ ବିଭାଗ। କାର୍ଯ୍ୟରେ ଅବହେଳା ନେଇ କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ଗଣେଶ…

3 years ago

ବିବାହ ଭୋଜି ଖାଇ ୫୪ ଅସୁସ୍ଥ, ୩ ଗୁରୁତର

ପଟ୍ଟାମୁଣ୍ଡାଇ,୨୨।୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଗାଁର ଏକ ବରଯାତ୍ରୀ ଦଳ ଶନିବାର ରାତିରେ ରାଜନଗର କେରାଡାଗଡ ଗାଁକୁ ଯାଇଥିଲେ। ସେଠାରେ ଭୋଜିଖାଇ ରାତିରେ ଘରକୁ…

3 years ago

ହୋଟେଲରୁ ୧୭୪ ଗ୍ରାମ୍‌ ବ୍ରାଉନସୁଗାର ଜବତ: ୨ ଗିରଫ

ଆଠଗଡ଼,୨୨।୨(ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ଥାନା ଅଧୀନ ରାଧାପତିପୁରସ୍ଥିତ ପାରିଜାତ ହୋଟେଲରୁ ରବିବାର ୧୭୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଛି। ଏସ୍‌ଟିଏଫ୍‌ (ସ୍ବତନ୍ତ୍ର ଟାସ୍କ ଫୋର୍ସ)ଟିମ୍‌ ପକ୍ଷରୁ…

3 years ago

ଟାର୍ଗେଟକୁ ନେଇ ଟୋକନଧାରୀ ଅସନ୍ତୁଷ୍ଟ

ଅନୁଗୋଳ ଅଫିସ, ୨୨।୨: ଚାଷୀଙ୍କଠାରୁ ଧାନ କିଣିବାକୁ ସରକାରଙ୍କ ପକ୍ଷରୁ ମଣ୍ଡି ବ୍ୟବସ୍ଥା ହୋଇଛି। କେତେ ଅନ୍ନଦାତା କେତେ ଜମିରେ କରିଥିବା ଫସଲ ବିକ୍ରି କରିବେ ସେ ନେଇ…

3 years ago

ଲୋକଲୋଚନକୁ ଆସିବ ଲୁପ୍ତପ୍ରାୟ ସଂସ୍କୃତି

ଢେଙ୍କାନାଳ ଅଫିସ, ୨୨।୨: ଢେଙ୍କାନାଳ ଜିଲାର ଲୁପ୍ତପ୍ରାୟ ଆଦିବାସୀ ସଂସ୍କୃତି, ପରମ୍ପରାକୁ ପୁନର୍ଜୀବିତ କରାଇବାକୁ ଆରମ୍ଭ ହୋଇଛି ପ୍ରୟାସ। ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ରବିବାର ସ୍ଥାନୀୟ ବଳରାମ…

3 years ago

ଜୈବବିବିଧତା ସନ୍ତୁଳନରେ ଲାଲ କଙ୍କଡ଼ା

ମହାକାଳପଡ଼ା,୨୨।୨(ଡି.ଏନ୍‌.ଏ.): ସାମୁଦ୍ରିକ ବିରଳ ଜୀବ ମଧ୍ୟରେ ଲାଲ କଙ୍କଡା ଜୈବବିବିଧତା ଓ ପ୍ରାକୃତିକ ପରିବେଶ ସନ୍ତୁଳନ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ସମୁଦ୍ରରୁ ଭାସି ଆସୁଥିବା…

3 years ago

ଯାଜପୁର ଜିଲାପାଳଙ୍କ ଉପରେ ଲୋକାୟୁକ୍ତ କ୍ଷୁବ୍ଧ

ଯାଜପୁର ଅଫିସ,୨୨।୨: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବିଭିନ୍ନ କଳାପଥର ଖାଦାନଗୁଡିକର ଏରିଆ ଚିହ୍ନଟ କରି ପିଲର ପୋତାରେ ଆର୍ଥିକ ଅନିୟମିତତା ଅଭିଯୋଗ ଉପରେ ଲୋକାୟୁକ୍ତ…

3 years ago

ହାତୀ ମଡ଼କ ଉପରୁ ହଟିଲା ରହସ୍ୟ

କେସିଙ୍ଗା/ଭବାନୀପାଟଣା, ୨୨।୨ କଳାହାଣ୍ଡି ଜିଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ଆସିଥିବା ୩ ଜଣିଆ କେନ୍ଦ୍ରୀୟ ଟିମ୍‌ ରବିବାର ଦିଲ୍ଲୀ ଫେରି ଯାଇଛନ୍ତି।…

3 years ago

ପଥରରେ ଛେଚି ସାଙ୍ଗକୁ ହତ୍ୟା କଲା ସାଙ୍ଗ

ଜୟପୁର, ୨୧ା୨: ଜୟପୁର ସହରରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ମୃତକ ହେଲେ ଜୟପୁର ଗୌଡସାହି ନିକଟସ୍ଥ ମାଳିସାହିର ଚନ୍ଦ୍ର ପରଜା। ମିଳିଥିବା ସୂଚନା…

3 years ago