ଆମ ଜିଲା ଖବର

ଏମ୍‌କେସିଜିରେ ଅବ୍ୟବସ୍ଥା: ଚିକିତ୍ସା ଅବହେଳାରୁ ଗର୍ଭବତୀ ମା’, ଶିଶୁଙ୍କ ମୃତ୍ୟୁ

ବ୍ରହ୍ମପୁର,(ସୁବାସ ଚନ୍ଦ୍ର ପାଢ଼ୀ)୨୭।୭: ଉତ୍ତମ ଚିକିତ୍ସା କ୍ଷେତ୍ରରେ ଦକ୍ଷିଣ ଓଡ଼ିଶାର ଲାଇଫ ଲାଇନ କୁହାଯାଉଥିବା ଏମ୍‌କେସିଜି ମେଡିକାଲରେ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଲେବର ରୁମରେ ଜଣେ…

3 years ago

ପାଉଁଶ ସମସ୍ୟାର ହୋଇପାରୁନି ସମାଧାନ

ବଅଁରପାଳ,୨୬।୭(ଉପେନ୍ଦ୍ର ରାଉତ): ଅନୁଗୋଳ ଜିଲାରେ ଥିବା ନାଲ୍‌କୋର ତାପଜ ବିଦ୍ୟୁତ୍‌ କେନ୍ଦ୍ର (ସିପିପି)କୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି। ପାଉଁଶ ନିଷ୍କାସନ ସମସ୍ୟାର ସମାଧାନ ହୋଇପାରୁ ନ…

3 years ago

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଲକ୍ଷାଧିକ ଟଙ୍କା ସହ ସୁନାରୁପା, ବ୍ୟାଙ୍କ ପାସବୁକ ଜବତ

ଭବାନୀପାଟଣା,୨୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସରକାରୀ ଜଳ ଯୋଗାଣ ବିଭାଗର ଜିପିଏସ ସେକ୍ସନର ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁ ଙ୍କ ଘରେ ବୁଧବାର…

3 years ago

ପରିବହନକୁ ନେଇ ଯୋଡ଼ା ଟ୍ରକ୍‌ ମାଲିକ ସଂଘକୁ କେନ୍ଦ୍ରର ଚିଠି

ଯୋଡ଼ା,୨୬।୭(ମାନସ ମହାନ୍ତି) କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅଧୀନରେ ଥିବା ଏକାଧିକ ଖଣିରୁ ଖଣିଜ ପରିବହନ ଟ୍ରକ୍‌ ଜରିଆରେ ହୋଇଥାଏ। ଅଞ୍ଚଳରେ ବଡ଼ବିଲ, ଯୋଡା, କାଳିମାଟି,…

3 years ago

ଶ୍ରେଣୀଗୃହରେ ପାଟି କରିବାରୁ ପିଲାଙ୍କୁ ମାଡ଼

ବେତନଟୀ,୨୬।୭(ଧରଣୀଧର ମହାନ୍ତି): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ଆମ୍ବଯୋଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ପାଟି କରିବାରୁ ସୋମବାର ଜଣେ ଶିକ୍ଷୟିତ୍ରୀ ୫ଛାତ୍ରୀଛାତ୍ରଙ୍କୁ ଏକ ବାଉଁଶ…

3 years ago

ଖାଦ୍ୟ ସୁରକ୍ଷା ଯୋଜନାରୁ ମୃତକଙ୍କ ନାଁ କାଟିବାକୁ ନିର୍ଦ୍ଦେଶ

କେନ୍ଦୁଝର,୨୬।୭(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନିକାନ୍ତ ସାହୁ ମଙ୍ଗଳବାର କେନ୍ଦୁଝର ଜିଲା ଦିନିକିଆ ଗସ୍ତ କରିଛନ୍ତି। ଅତିରିକ୍ତ ଜିଲାପାଳ ଯଦୁମଣି ମହଲା,…

3 years ago

ମାସେ ପରେ ଅବସର ନେଇଥାନ୍ତେ, ନିଲମ୍ବନ ହେଲେ

ବାସୁଦେବପୁର, ୨୬।୭ (ନାରାୟଣ ପ୍ରସାଦ ବାରିକ): ମାସେ ପରେ ଅବସର ନେଇଥାନ୍ତେ ଶିକ୍ଷକ। କିନ୍ତୁ ଏହା ପୂର୍ବରୁ ଚାକିରି ପାଇଁ ଦେଇଥିବା ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିବାରୁ…

3 years ago

ଉପ ବାଚସ୍ପତିଙ୍କ ଘର ଆଗରେ ଖଣ୍ଡା ବୁଲାଇ ଆତଙ୍କ

ଅନୁଗୋଳ,୨୬।୭(ଅମିତ କୁମାର ସାମଲ): ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହଙ୍କ ଗୋତମରା ବାସଭବନ ଆଗରେ ମଙ୍ଗଳବାର ୨ ଜଣ ଯୁବକ ଆତଙ୍କ…

3 years ago

ନାବାଳିକା ଝିଅଙ୍କୁ ତଣ୍ଟି ଚିପି ହତ୍ୟା କଲା ବାପା

ନୂଆପଡ଼ା,୨୫।୭(ମକାରୁ ବେମାଲ): ନୂଆପଡା ସଦର ବ୍ଲକ ଧରମବନ୍ଧା ଥାନା କେନ୍ଦୁବାହାରା ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ବଳିପଡିଲେ ନାବାଳିକା ଝିଅ। ନିଜ…

3 years ago

ପୂର୍ବତନ ବିଧାୟକ ରମେଶ ସୋରେନଙ୍କ ପରଲୋକ

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/: ଖୁଣ୍ଟା(ଦେବରଞ୍ଜନ ବେହେରା), ୨୬।୭: ମୟୂରଭଞ୍ଜ ଜିଲା ଖୁଣ୍ଟା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରମେଶ ସୋରେନ(୮୨)ଙ୍କ ସୋମବାର ଭୁବନେଶରସ୍ଥିତ ଏକ ଘରୋଇ ହସ୍ପିଟାଲରେ…

3 years ago