ଆମ ଜିଲା ଖବର

ବିଛାଖଣ୍ଡିରୁ କଳାପଥର ଲୁଟ୍‌ ପୁଣି ଆରମ୍ଭ

ଯାଜପୁର ଅଫିସ/ଜେନାପୁର (ଡି.ଏନ.ଏ.),୭ା୩:ନିୟନ୍ତ୍ରଣ ହେବ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌। ବେଆଇନ ଉତ୍ତୋଳନକାରୀଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ସହ ବଡ଼ଧରଣର ଅର୍ଥ ଜରିମାନା ଆଦାୟ କରାଯିବ।…

3 years ago

ଠିକାରେ ହେଉଛି ଡିଜାଇନ, ନକ୍ସା

ଯାଜପୁର ଅଫିସ,୭ା୩:ରାଜ୍ୟରେ ଦ୍ରୁତ ଶିଳ୍ପାୟନକୁ ସରକାର ପ୍ରୋତ୍ସାହନ ଯୋଗାଇ ଚାଲିଛନ୍ତି। ହେଲେ ବାହାର ରାଜ୍ୟର ଠିକାସଂସ୍ଥା ଜରିଆରେ କର୍ମଚାରୀ ଓ ଶ୍ରମିକ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଉଛି। କେବଳ…

3 years ago

ପାଣି ପାଇଁ ହରିଣ ଗାଁମୁହାଁ

ମହାକାଳପଡ଼ା,୭ା୩ (ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲା ଉପକୂଳ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଯୋଗୁ ଜନଜୀବନ ଓ ଜଙ୍ଗଲୀ ପ୍ରାଣୀ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୁନ୍ଦେ ପାଣି ପାଇଁ ସୋମବାର…

3 years ago

ପ୍ରସିଦ୍ଧ ପିଞ୍ଛାବଣିଆ ଦୋଳମେଳା

ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ସୀମାନ୍ତରେ ଶହେରୁ ଊର୍ଦ୍ଧ୍ୱ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି ଓଡ଼ିଶା ପ୍ରସିଦ୍ଧ ପିଞ୍ଛାବଣିଆ ଦୋଳ ମେଳା। ସମଗ୍ର ଓଡ଼ିଶା, ପଶ୍ଚିମବଙ୍ଗ, ବିହାର,…

3 years ago

ସ୍ତ୍ରୀଙ୍କୁ ହତ୍ୟା ପରେ ସ୍ବାମୀଙ୍କ ଆତ୍ମହତ୍ୟା ଉଦ୍ୟମ

ଦିଗପହଣ୍ଡି,୭ା୩(ଡି.ଏନ.ଏ.):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଡେଙ୍ଗାଡି ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଅନ୍‌ଲାଇନ୍‌ ଗେମ୍‌ ଖେଳରୁ ଜୟସେନ ମହାନ୍ତି ନାମକ ଜଣେ…

3 years ago

ବାପାଙ୍କୁ ହତ୍ୟାକରି ସାବତ ମା’ଙ୍କୁ ବଳାତ୍କାର

କଳିଙ୍ଗନଗର,୭ା୩ (ଡି.ଏନ୍‌.ଏ.):ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ଯୁବକ ତାଙ୍କ ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସାବତ ମା’ଙ୍କୁ ବଳାତ୍କାର କରିଛନ୍ତି। ଯାଜପୁର ଜିଲା ଦାନଗଦି…

3 years ago

୯୮ ପ୍ରାର୍ଥୀଙ୍କ ନାମାଙ୍କନ

କଟକ ଅଫିସ,୭ା୩: ଆସନ୍ତା ଏପ୍ରିଲ ୧୫ରେ ହେବାକୁ ଥିବା ଓଡ଼ିଶା ରାଜ୍ୟ ବାର୍‌ କାଉନ୍‌ସିଲ୍‌ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସୋମବାର ଶେଷ ହୋଇଛି।…

3 years ago

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ ଅଫିସ, ୭ା୩: ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଘଟଣାର ରାୟ ସୋମବାର ପ୍ରକାଶ ପାଇଛି। ଫୁଲବାଣୀ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ…

3 years ago

ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ

ରାଜଗାଙ୍ଗପୁର, ୬।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ପୌରାଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ନେଇ ସୋମବାର ସନ୍ଧ୍ୟାରେ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ପୌରାଞ୍ଚଳରେ ପରିବାର…

3 years ago

ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ହିଞ୍ଜିଳିକାଟୁ ୬।୩(ଡି.ଏନ.ଏ.): ହିଞ୍ଜିଳିକାଟୁ ମୁଖ୍ୟ ଡାକଘର ନିକଟ କେନାଲ ରାସ୍ତାରେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶିକିରି ଗ୍ରାମର…

3 years ago