ଆମ ଜିଲା ଖବର

ବିନା ଭକ୍ତରେ ମେରୁ ଯାତ୍ରା

ସୋରଡ଼ା,୧୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ବିନା ଭକ୍ତରେ ବୁଧବାର ମେରୁ ଯାତ୍ରା ଅନୁଷ୍ଠିତ ହୋଇଛି। ସମସ୍ତ ମନ୍ଦିରରେ କଟକଣା ସହିତ ପୋଲିସ ମୁତୟନ କରାଯାଇଛି। ବିଧିମୁତାବକ ଦଣ୍ଡୁଆମାନଙ୍କୁ ନେଇ…

3 years ago

କରୋନା ସ୍ଥିତି ସମୀକ୍ଷା: ଭୀମସାରରେ ଖୋଲିବ ଦ୍ୱିତୀୟ କୋଭିଡ୍‌ ହସ୍ପିଟାଲ

ସମ୍ବଲପୁର, ୧୪।୪(ବ୍ୟୁରୋ): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭୀମସାର)ରେ ହେବ ଦ୍ୱିତୀୟ କୋଭିଡ ହସ୍ପିଟାଲ। ଭୀମସାରର ନବନିର୍ମିିତ ମେଡିସିନ ୱାର୍ଡରେ ଏହି…

3 years ago

ଗୋପାଳବନ୍ଧ, ମେରୁ ପଡ଼ିଆ ଖାଁ ଖାଁ : କଟକଣାରେ ଶେଷ ହେଲା ଦଣ୍ଡ ଯାତ୍ରା

ପୁରୁଷୋତ୍ତମପୁର,୧୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଦଣ୍ଡ ଯାତ୍ରା ବୁଧବାର ଉଦ୍‌ଯାପିତ ହୋଇଛି। ଏହା ମହା ବିଷୁବ ସଂକ୍ରାନ୍ତି ଓ…

3 years ago

ଆଇଜିଆଇଟି କଲେଜରେ ଛାତ୍ର ଅଶାନ୍ତ: ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ

ପରଜଙ୍ଗ,୧୪।୪(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ପ୍ରତିଷ୍ଠାନ(ଆଇଜିଆଇଟି) କ୍ୟାମ୍ପସରେ ମଙ୍ଗଳବାର ରାତିରେ ପୁଣି ଛାତ୍ର ଅଶାନ୍ତ ଦେଖାଦେଇଛି । ବିଟେକ ତୃତୀୟ…

3 years ago

ମହୁଲ ଗୋଟାଇବା ହେଲା କାଳ: ସ୍ତ୍ରୀ ସାମ୍ନାରେ ସ୍ବାମୀଙ୍କ ଜୀବନ ନେଲା ହାତୀ

ବରଗଡ଼ ଅଫିସ,୧୪।୪: ବରଗଡ଼ ଜିଲା ଘେଁସ ଫରେଷ୍ଟ ରେଞ୍ଜ ଅର୍ନ୍ତଗତ ଖଲିଆମୁଣ୍ଡା ଗ୍ରାମରେ ବୁଧବାର ସକାଳେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଜଣଙ୍କ ହେଲେ…

3 years ago

ମା’ ହେଲା ମେଘା, ୩ ଶାବକକୁ ଦେଲା ଜନ୍ମ

ବାରଙ୍ଗ, ୧୪।୪(ଡି.ଏନ୍‌.ଏ.): ନନ୍ଦନକାନନରେ ଥିବା ବାଘୁଣୀ ମେଘା ୩ଟି ଛୁଆକୁ ଜନ୍ମ ଦେଇଛି । ମଙ୍ଗଳବାର ରାତିରେ ଏହି ଶାବକମାନେ ଜନ୍ମ ନେଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ପକ୍ଷରୁ…

3 years ago

‘ଶାନ୍ତି ଆସିଲେ ଅଞ୍ଚଳର ବିକାଶ ହେବ’

ପିପିଲି/ଡେଲାଙ୍ଗ,୧୪।୪(ଡି.ଏନ୍‌.ଏ./ସ୍ବ.ପ୍ର.): ପିପିଲି ନିର୍ବାଚନମଣ୍ଡଳୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଧର୍ମେନ୍ଦ୍ର ମେଗା ରୋଡ୍‌ ଶୋ କରି ପ୍ରଚାର ଆରମ୍ଭ…

3 years ago

ମାସ୍କ ପିନ୍ଧି ନ ଥିଲେ ମନ୍ଦିର ମନା

ଅନୁଗୋଳ ଅଫିସ, ୧୪।୪ - ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ପାଇଁ ଅନୁଗୋଳ ଜିଲାବାସୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ରହିଛି। ଏହି ଓଡ଼ିଆ ନବବର୍ଷରେ…

3 years ago

ପାନୀୟ ଜଳ ଚିନ୍ତାରେ ଭୁବନ ଏନ୍‌ଏସି ବାସିନ୍ଦା

ଭୁବନ,୧୪ା୪(ଡି.ଏନ.ଏ.) - ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ୧୫ଟି ଓ୍ବାର୍ଡରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଏଠାରେ ଥିବା କୂଅ, ପୋଖରୀଗୁଡ଼ିକ ଶୁଖି ଚାଲିଥିବାବେଳେ ୫ଟି ଓ୍ବାର୍ଡବାସୀ…

3 years ago

ଓଏସ୍‌ଏଲ୍‌ଏସ୍‌ଏ ସଦସ୍ୟ ସଚିବ ଭାବେ ଦାୟିତ୍ୱ ନେଲେ ବିଦ୍ୟୁତ୍‌ ମିଶ୍ର

କଟକ ଅଫିସ,୧୪ା୪: ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ (ଓଏସ୍‌ଏଲ୍‌ଏସ୍‌ଏ)ର ସଦସ୍ୟ ସଚିବ ଭାବେ ବିଦ୍ୟୁତ୍‌ କୁମାର ମିଶ୍ର ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ କଟକସ୍ଥିତ…

3 years ago