ନିରାକାରପୁର, ୨୩।୫: କଳିଙ୍ଗ ଭାରତୀ ମର୍ଯ୍ୟାଦା ଜନକ ବିଛନ୍ଦ ଚରଣ ସମ୍ମାନ ରାଜ୍ୟ, ଜାତୀୟ ଓ ଅର୍ନ୍ତଜାତୀୟ ସାହିତି୍ୟକ ଏବଂ ଭଞ୍ଜ ସାହିତ୍ୟ ଗବେଷକ ଆଲୋଚକ ଖୋର୍ଦ୍ଧା…
କୋକସରା,୨୩।୦୫ (ଡି.ଏନ.ଏ): ଆଜି ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଛି। ସିଭିଲ ସର୍ଭିସ ପରୀକ୍ଷାରେ କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳା ଗ୍ରାମର…
କୋକସରା,୨୨/୦୫(ଡି.ଏନ.ଏ): ଗରିବ ସୀମାରେଖା ତଳେ ରହୁଥିବା ହିତାଧିକାରୀଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ପିଡିଏସ ଚାଉଳ ଯୋଗାଣ କରୁଥିବା ବେଳେ ଗରିବଙ୍କ ପେଟକୁ…
ଆନନ୍ଦପୁର,୨୩।୫(ସ୍ବ.ପ୍ର.): ଆନନ୍ଦପୁର ଫକୀରମୋହନ ବସଷ୍ଟାଣ୍ଡ ରିଙ୍ଗରୋଡ ପାର୍ଶ୍ୱ ହାଣ୍ଡିଆ ହାଟରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମଙ୍ଗଳବାର ସକାଳେ ଯୁବକଙ୍କ ଝୁଲନ୍ତା ମୃତଦେହ ଗଛରେ…
କେନ୍ଦୁଝର,୨୩।୫ (ସ୍ବ.ପ୍ର): କାଞ୍ଜିିପାଣି ଥାନା ନିକଟରେ ଏନ୍ଏଚ୍ ୪୯ରେ ହଠାତ୍ ଏକ କାର୍ରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଥିଲେ ମଧ୍ୟ କାର୍ରେ ଥିବା ୨ ଜଣ ଅଳ୍ପକେ…
ଦେବଗଡ଼,୨୩ା୫(ଡି.ଏନ୍.ଏ.): ବଳାତ୍କାର ଅଭିଯୋଗରେ ୪ ବର୍ଷ ଧରି ବିଚାରଧୀନ ବନ୍ଦୀ ଥିବା ଯୁବକଙ୍କ ସହ ପୀଡ଼ିତା ଯୁବତୀଙ୍କ ମଙ୍ଗଳବାର ବିବାହ ହୋଇଛି। ଜେଲ କର୍ତ୍ତୃପକ୍ଷ ଓ ପୋଲିସ…
ଆର.ଉଦୟଗିରି,୨୩ା୫(ଡି.ଏନ.ଏ.): ମୋହନା ଥାନା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଏବଂ ବଳାକତ୍ାର ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସେ…
ଆର.ଉଦୟଗିରି,୨୩ା୫(ଡି.ଏନ.ଏ.)- ମୋହନା ଥାନା ଅନ୍ତର୍ଗତ ମୋହନାଠାରୁ ବଡଗଡ଼ ଯିବା ରାସ୍ତା କେନ୍ଦୁପଦା ଛକରେ ମୋହନା ପୋଲିସ ପାଟ୍ରୋଲିଂ କରିବା ସମୟରେ ଏକ ଟାଟା ଏସିଇ (ନଂ ଓଡ଼ି୦୨ବିକେ-୫୦୪୨)ରେ…
ପାରଳାଖେମୁଣ୍ଡି, ୨୩ା୫ (ଡି.ଏନ୍.ଏ): ଗଜପତି ଜିଲା ମୋହନା ବ୍ଲକ ଅଡ଼ବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ବୁଲାଣି ରାସ୍ତା୍ରେ ମଙ୍ଗଳବାର ସକାଳେ ଭାରସାମ୍ୟ ହରାଇ ଏକ କାର୍ ୧୫…
କେନ୍ଦୁଝର,୨୩।୫(ସ୍ବ.ପ୍ର.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ନବମ ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ଆଜି ଜିଲା ଭାଜପା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନେତୃତ୍ୱରେ ଜିଲା…