ବାରଙ୍ଗ,୧୭।୧୧(ଲିଙ୍ଗରାଜ ରାଉତ): ପୁଣି ନନ୍ଦନକାନରେ ପର୍ଯ୍ୟଟକମାନେ ରୋପ୍ଓ୍ବେର ମଜା ନେବେ। ଏହି ବହୁପ୍ରତୀକ୍ଷିତ ରୋପ୍ୱେ ଶୁକ୍ରବାର ଉଦ୍ଘାଟନ ହେବାକୁ ଯାଉଛି। ଅପରାହ୍ନ ୪ଟାରେ ଜଙ୍ଗଲ, ପରିବେଶ ଓ…
ପଟ୍ଟାମୁଣ୍ଡାଇ,୧୭ା୧୧(କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌର ପରିଷଦର ସୌନ୍ଦର୍ଯ୍ୟକରଣ ନାମରେ ପ୍ରହସନ ଚାଲୁଥିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଅର୍ଥ ଘୋଟାଲା…
କୁଜଙ୍ଗ,୧୭।୧୧(ମନୋଜ ପ୍ରଧାନ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଜଗତ୍ସିଂହପୁର ଜିଲାର ଉପକୂଳବର୍ତ୍ତୀ ବ୍ଲକ କୁଜଙ୍ଗ ଓ ଏରସମା ଅଞ୍ଚଳରେ ଗୁରୁବାର ସକାଳୁ ଝିପି ଝିପି ବର୍ଷା ସାଙ୍ଗକୁ…
ନାଉଗାଁ,୧୭ା୧୧(ସୁଧା ବେହୁରା): ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଥିବା ବେଳେ ଠିକାଦାରଙ୍କ ମନମୁଖି କାମ ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…
କେନ୍ଦ୍ରାପଡ଼ା, ୧୭ା୧୧ (ଜଗନ୍ନାଥ ଧଳ): ନଭେମ୍ବର ପ୍ରଥମ ସପ୍ତାହରୁ ମହାନଦୀ ପରେ ଏବେ ବ୍ରାହ୍ମଣୀରେ ଜଳସଙ୍କଟ ଦେଖାଦେଇଛି। ବୈତରଣୀ ନଦୀରେ ବ୍ୟାରେଜ ନିର୍ମାଣ ପରେ ଏହି ଜଳସଙ୍କଟ…
ପୁରୀ,୧୭ା୧୧(ଅଜିତ୍ ମହାନ୍ତି): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ନାଟମଣ୍ଡପର ମରାମତିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍ଆଇ) ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।…
ଜୟପୁର,୧୫ା୧୧ (ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁର ସହର ପାରବେଡାର ଏକ ଭଡ଼ା ଘରୁ ବୁଧବାର ବେଙ୍ଗାଲୁରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଟିମ୍ ୫ ଜଣ ଛାତ୍ରଙ୍କୁ…
ଭବାନୀପାଟଣା,୧୬।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଭଙ୍ଗାବାରୀ ନିକଟରେ ଧାର ଟଙ୍କା ଫେରସ୍ତ ମାଗିବାକୁ ଯାଇ ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଦୁର୍ବୃତ୍ତ ଜଣକ…
କୋରାପୁଟ,୧୬।୧୧(ଅମିତାଭ ବେହେରା): କୋରାପୁଟ-କିରାଣ୍ଢୁଲ ରେଳଲାଇନର ଜରଟି ଷ୍ଟେଶନ ନିକଟ ରେଳଧାରଣା ପାଖରୁ ଗୁରୁବାର ସକାଳେ ୨ ଜଣ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିଛି। ଗୋଟିଏ ମୃତଦେହର ଅଣ୍ଟାରୁ…
ହିଞ୍ଜିଳିକାଟୁ,୧୬ା୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଭାବନ୍ଧ- ନନ୍ଦିକ ୩୬ ନମ୍ବର ରାଜପଥର ଧୋବାବି-ପାଟପୁର ନିକଟରେ ଏକ ଗାଡ଼ି ଧକ୍କାରେ ଜଣେ ଇଞ୍ଜିନିୟର ଛାତ୍ରଙ୍କ ମୃତ୍ୟୁ…