ଫୁଲବାଣୀ ଅଫିସ,୧୯।୪: କନ୍ଧମାଳ ଜିଲାରେ ଦଣ୍ଡ ପରମ୍ପରାର ଏକ ସ୍ବତନ୍ତ୍ର ପରିଚୟ ରହିଛି ା ଚଳିତ ବର୍ଷ ଦଣ୍ଡ ପାଳନ ବେଳେ ଅନେକ ସ୍ଥାନରେ ଅଶ୍ଳୀଳ ଗୀତ,…
ଛତ୍ରପୁର,୧୯।୪(ଡି.ଏନ.ଏ) ଗଞ୍ଜାମ ଜିଲାର ଭାତ ହାଣ୍ଡି ରୂପେ ଋଷିକୁଲ୍ୟା ନଦୀ ପରିଚିତ। ଏଣୁ ଋଷିକୁଲ୍ୟା ବଞ୍ଚତ୍ଲେ ହିଁ ଜିଲାର ସମସ୍ତ କେନାଲ ଓ ନାଳ ବଞ୍ଚତ୍ପାରିବ। ଋଷିକୁଲ୍ୟା…
ବ୍ରହ୍ମପୁର ଅଫିସ,୧୯।୪: ବ୍ରହ୍ମପୁର ସ୍ବତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ଅଭିଯୁକ୍ତ ବୁଲୁ ବେହେରା…
କାଶୀନଗର,୧୯।୪: ଗଜପତି ଜିଲାର ଏକମାତ୍ର ଏନ୍ଏସି କାଶୀନଗର। ଏହାକୁ ସବୁଜ ସୁନ୍ଦର କରି ଗଢି ତୋଳିବାର ଆବଶ୍ୟକତା ଥିବା ବେଳେ ସେଥିପ୍ରତି ଏନ୍ଏସି ପକ୍ଷରୁ ଗୁରୁତ୍ୱ ଦିଆଯାଉନଥିବା…
ପୁରୀ ଅଫିସ,୧୯।୪: ଚଳିତ ମାସ ୨୩ ତାରିଖରେ ଅକ୍ଷୟ ତୃତୀୟା। ଏହିଦିନଠାରୁ ବାହାର ଚନ୍ଦନଯାତ୍ରା ଆରମ୍ଭ ସହ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଅକ୍ଷୟତୃତୀୟା…
ନୀଳଗିରି,୧୯।୪ (ସ୍ବ.ପ୍ର) ପ୍ରକୃତି, ପ୍ରାଣୀପକ୍ଷୀ ଆଉ ମଣିଷ ମଧ୍ୟରେ ରହିଛି ନିବିଡ଼ ସମ୍ପର୍କ। ପରିବେଶର ଜାଗ୍ରତ ପ୍ରହରୀ ସାଜି ନୀଳଗିରିର କେତେଜଣ ପ୍ରକୃତିପ୍ରେମୀ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଆଖିଆଗରେ…
ମୋରଡ଼ା,୧୯।୪(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡିଗଁ। ପଞ୍ଚାୟତର ଫୁଲବାଡ଼ିଆ ଗ୍ରାମରେ ନିର୍ମାଣ ହୋଇଥିବା ବସୁଧା ଯୋଜନା ପାନୀୟଜଳ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଉ ନ ଥିବା…
କଟକ ଅଫିସ,୧୯।୪: ଆମେ ଓଡ଼ିଆ ଅନୁଷ୍ଠାନ ପକ୍ଷରୁ କଟକ ବାଲିଯାତ୍ରା ଉପର ପଡ଼ିଆରେ ୫ ଦିନ ବ୍ୟାପୀ ଚାଲିଥିବା ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହାସମ୍ମିଳନୀ ମଙ୍ଗଳବାର ଉଦ୍ଯାପିତ ହୋଇଛି।…
ବାରିପଦା ଅଫିସ,୧୯।୪: ମୟୂରଭଞ୍ଜ ଜିଲା ବାରିପଦାର ତକତପୁରସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ (ଏମ୍ଏସ୍ସିବି) ବିଶ୍ୱବିଦ୍ୟାଳୟର ସମ୍ମିଳିତ ବିଇଡି ଏବଂ ଏମ୍ଇଡି ପାଠ୍ୟକ୍ରମ ମାର୍କଶିଟକୁ ନେଇ ଛାତ୍ର…
କେନ୍ଦୁଝର,୧୯।୪ (ସ୍ବ.ପ୍ର.): କେନ୍ଦୁଝର ସଦର ମହଦେଈଯୋଡ଼ାର ଦୁଇ ସାଙ୍ଗ ଚୋରି କରିବାକୁ ଆସି ଧରାପଡ଼ିଛନ୍ତି। ସେମାନେ ଛାଡ଼ି ଯାଇଥିବା ଗାଡ଼ି ନେବାକୁ ଆସିଥିବା ବେଳେ ସ୍ଥାନୀୟ ଲୋକେ…