ଆମ ଜିଲା ଖବର

କ୍ରିପ୍ଟୋ ନାଁରେ ୧୫ କୋଟିର ଠକେଇ

ବଲାଙ୍ଗୀର, ୨୧ା୧ (ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀରରୁ ପରିଚାଳିତ ଏକ ନକଲି କ୍ରିପ୍ଟୋକରେନ୍ସି ର଼୍ୟାକେଟର ପର୍ଦ୍ଦାଫାଶ କରିଛି ସ୍ଥାନୀୟ ପୋଲିସ। ଏହି କ୍ରିପ୍ଟୋକରେନ୍ସି ଜରିଆରେ ପ୍ରାୟ ୧୫ କୋଟି…

3 years ago

୧୯ରୁ ଊର୍ଦ୍ଧ୍ୱ ଗାଁକୁ ରାସ୍ତା ନାହିଁ

କେନ୍ଦୁଝର,୨୧ା୧( ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ଜିଲାରେ ୧୯ ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ। ଉକ୍ତ ଗ୍ରାମକୁ ଯାତାୟାତ ସଂଯୋଗ ପାଇଁ ୬୧ କି.ମି ରାସ୍ତାର ଆବଶ୍ୟକତା ଥିବା…

3 years ago

ମଙ୍ଗୁଳି ଛକରେ ଟ୍ରକ୍‌କୁ ପିଟିଲା କାର୍‌, ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର

ଚୌଦ୍ୱାର,୨୧।୧(ମାନସ କୁମାର ସାମଲ): ଓଡିଆ ସିନେଜଗତର ଲୋକପ୍ରିୟ ସିନେ ନିର୍ଦ୍ଦେଶକ ସୁଧାକର ବସନ୍ତ ଦୁର୍ଘଟଣାର ଶିକାର ହୋଇଛନ୍ତି। କଟକ ମଙ୍ଗୁଳିସ୍ଥିତ ବଜରଙ୍ଗୀ ଓ୍ବେ ବ୍ରିଜ୍‌ ନିକଟରେ ତାଙ୍କ…

3 years ago

୧୩ ନଥିପତ୍ର ଉଭାନ, ୮୬.୫ କୋଟିର ହିସାବ ମିଳୁନି

ଯାଜପୁର,୨୧ା୧(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର ଖଣି ଓ ଶିଳ୍ପ ସମୃଦ୍ଧ ତଥା ସର୍ବାଧିକ ରାଜସ୍ବ ଆଦାୟ ହେଉଥିବା ସୁକିନ୍ଦା ବ୍ଲକରେ ବ୍ୟାପକ ଦୁର୍ନୀତିର ଗନ୍ଧ ବାରି ହୋଇପଡ଼ିଛି। ୨୦୨୧-୨୨…

3 years ago

୩୮ ଡାକ୍ତର ବଦଳରେ ୮

ପଟ୍ଟାମୁଣ୍ଡାଇ,୨୧ା୧(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀକୁ ସୀମା ପୁନଃ ନିର୍ଦ୍ଧାରଣ ବେଳେ ଭାଗ ଭାଗ କରି ରାଜନଗର, କେନ୍ଦ୍ରାପଡ଼ା ଓ ଆଳି ବିଧାନସଭା ଆସନରେ ମିଶାଇ ଦିଆଯାଇଛି।…

3 years ago

ମଣ୍ଡିରେ ପଡ଼ିଛି ଚାଷୀଙ୍କ ଧାନ

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ)କଟ୍‌ନୀ ଛଟ୍‌ନୀ ଓ ଅନ୍ୟ ସମସ୍ୟାକୁ ନେଇ କେନ୍ଦ୍ରାପଡ଼ା ଜିଲା କୃଷକ ସଙ୍ଗଠନ ଗତ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଗଣଧାରଣା ଦେଇଥିଲେ। ଖରିଫ ଧାନର ଅଭାବ…

3 years ago

ସଜେଇ ହେଉଛି ଫତେଗଡ଼ ଶ୍ରୀରାମ ମନ୍ଦିର

ନୟାଗଡ଼/ଭାପୁର,୨୧।୧(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ଅଯୋଧ୍ୟାରେ ରାମଲାଲା ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିବସ ଜାନୁଆରୀ ୨୨ରେ ନୟାଗଡ଼ ଜିଲା ଭାପୁର ବ୍ଲକ ଅଧୀନ ଫତେଗଡ ଗିରି ଗୋବର୍ଦ୍ଧନ ପାହାଡ଼ର…

3 years ago

ନିଜକୁ ଡାକ୍ତର ପରିଚୟ ଦେଇ ବ୍ୟାଙ୍କରୁ ଉଠାଉଥିଲେ ଋଣ, ବନ୍ଧାହେଲେ ଯୁବକ

କଟକ,୨୦ା୧(କାର୍ତ୍ତିକ ସାହୁ): ନକଲି କାଗଜପତ୍ର ଦ୍ୱାରା ବ୍ୟାଙ୍କରୁ ଋଣ ଉଠାଇ ଅର୍ଥ ଆତ୍ମସାତ୍‌ କରୁଥିବା ଜଣେ ଯୁବକଙ୍କୁ ସଦର ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ…

3 years ago

ଟ୍ରକ୍‌କୁ ଧକ୍କା ଦେଇ ପୁଣି ପିକ୍‌ଅପ୍‌ରେ ପିଟିହେଲେ ବାଇକ୍‌ ଚାଳକ, ଚାଲିଗଲା ଜୀବନ

ବାଲିଗୁଡ଼ା,୨୦ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗଦ୍ରଙ୍ଗିଆ ନିକଟ ୫୯ ନଂ ଜାତୀୟ ରାଜପଥରେ ଶନିବାର ଟ୍ରକ୍‌ ସହ ଏକ ମୋଟରସାଇକେଲ ପିଟି ହେବାରୁ…

3 years ago

ପିକ୍‌ନିକ୍‌ ଯାଉଛି କହି ଫେରି ନ ଥିଲେ ଘରକୁ, ଆଜି ପୋଲରେ ଝୁଲିଥିଲା ମୃତଦେହ

ବଡ଼ବିଲ,୨୦ା୧(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଲାଣୀ ଥାନା ଅନ୍ତର୍ଗତ କାରୋନଦୀ ପୋଲରୁ ଶନିବାର ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ମୃତକ ଜଣକ ହେଲେ ଯୋଡ଼ା…

3 years ago