ଆମ ଜିଲା ଖବର

ଅଣନିଯୁକ୍ତିପ୍ରାପ୍ତ ପୁରୁଣା ସିଟି,ବିଏଡ୍‌ ମହାସଂଘ ପକ୍ଷରୁ ଜିଲାସ୍ତରୀୟ ବୈଠକ

ରସୁଲପୁର,୮।୮(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ବଜାରର ହରପାର୍ବତୀ ମନ୍ଦିର ପ୍ରାଙ୍ଗଣରେ ଅଣନିଯୁକ୍ତିପ୍ରାପ୍ତ ପୁରୁଣା ସିଟି,ବିଇଡି ସଂଘ ପକ୍ଷରୁ ଏକ ବୈଠକ ଜିଲା ସଂଘର ସଭାପତି…

3 years ago

ସ୍ବାମୀଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ସ୍ତ୍ରୀକୁ ବାରଣ, ହତ୍ୟା ଧମକ

ଗୋପ, ୭।୮(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ ଥାନା ଅଧୀନ ସୋରଭା ପଞ୍ଚାୟତ ଦୁର୍ଗାପୁର ଗ୍ରାମରେ ଜଣେ ମହିଳାଙ୍କ ବିବାହର ଚାରି ମାସ ପରେ ଯୌତୁକ ନିର୍ଯାତନା ଏବଂ…

3 years ago

ବନ୍ୟା ଆସିଲେ ମନେପଡ଼େ ଦୁର୍ଗତଙ୍କ ଦୁଃଖ

ଯାଜପୁର,୮।୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ବନ୍ୟା ଆସିଲେ ଦୁର୍ଗତଙ୍କ ଦୁଃଖ ମନେପଡ଼େ ବୋଲି ଏବେ ସବୁଠି ଚର୍ଚ୍ଚା। ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ନିୟମିତ ବ୍ୟବଧାନରେ ବଡ଼ବଡ଼…

3 years ago

କମୁଛି ବନ୍ୟାଜଳ, ବଢ଼ୁଛି ଚାଷୀଙ୍କ ଦୁର୍ଦ୍ଦଶା

ଅସ୍ତରଙ୍ଗ,୮।୮(ମମତା ଜେନା): ମହାନଦୀ ଶାଖା ଦେବୀ ନଦୀରେ ବନ୍ୟାଜଳ ହ୍ରାସ ପାଇବାରେ ଲାଗିଛି। ଦେବୀ ନଦୀର ବାଉରିଆକଣ ବିପଦ ସଙ୍କେତ ୪.୯୩ ମିଟର ଥିବବେଳେ ଏବେ ବିପଦ…

3 years ago

ଶିକ୍ଷା କ୍ଷେତ୍ରରେ ନାମାଚାର୍ଯ୍ୟ ବାୟାବାବାଙ୍କ ଅବଦାନ ଅତୁଳନୀୟ

ମହାକାଳପଡ଼ା, ୮।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ମହାକାଳପଡ଼ାସ୍ଥିତ ଶ୍ରୀବାୟାବାବା କଲେଜ ସଭାଗୃହଠାରେ ୪୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି…

3 years ago

ବ୍ରାହ୍ମଣୀ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକରେ ବ୍ୟାପକ କ୍ଷତି

ପଟ୍ଟାମୁଣ୍ଡାଇ, ୮।୮(ଅକ୍ଷୟ ବିଶ୍ୱାଳ): ଚଳିତ ବ୍ରାହ୍ମଣୀ ଓ କାଣୀ ନଦୀର ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅର୍ଥକରୀ ପନିପରିବା ଫସଲ ସମେତ ଧାନ ଫସଲ…

3 years ago

ଭାର୍ଗବୀ ନଦୀବନ୍ଧରେ ଫାଟ

ପିପିଲି,୮।୮(ଦୁର୍ଗାମାଧବ ମିଶ୍ର): ପୁଣି ଦବିଲା ଭାର୍ଗବୀ ନଦୀବନ୍ଧ। ପୁରୀ ଜିଲା ବଳଙ୍ଗା ବଜାର ନିକଟ ଭାର୍ଗବୀ ନଦୀବନ୍ଧରେ ପୁଣି ଥରେ ଫାଟ ସୃଷ୍ଟି ହୋଇଛି। ୧ କିଲୋମିଟର…

3 years ago

ଅବହେଳିତ ପ୍ରାଚୀନ ବରାହୀ, ନୃସିଂହ ମନ୍ଦିର

ପୁରୀ,୮ା୮(ଅଜିତ ମହାନ୍ତି): ଓଡ଼ିଶା ଐତିହ୍ୟ ସଂରକ୍ଷଣ ପରିଷଦ ପୁରୀ ପକ୍ଷରୁ ପ୍ରାଚୀ ଉପତ୍ୟକାର ଶ୍ରୀଅମରେଶ୍ୱର ମନ୍ଦିର, ଦେବୀ ବରାହୀ ମନ୍ଦିର ଏବଂ ଶ୍ରୀମାଧବ ମନ୍ଦିର ଐତିହ୍ୟ ଅନୁଶୀଳନ…

3 years ago

ଅବଧି ଶେଷ ସତ୍ତ୍ୱେ କାମ ସରୁନାହିଁ

ପାରାଦୀପ,୮।୮(ଶରତ ରାଉତ): ଜଗତ୍‌ସିଂହପୁର ଜିଲା ପାରାଦୀପର ବେଳାଭୂମି ରାସ୍ତା ପାଖରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ଚାଲିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଷ୍ଟାଡିୟମ…

3 years ago

‘ମା’ କ୍ଷୀର ଅମୃତ ତୁଲ୍ୟ, ଏହାର ବିକଳ୍ପ ନାହିଁ’

କଟକ,୮ା୮(ସୁପ୍ରିୟା ପ୍ରିୟଦର୍ଶିନୀ): ଡ୍ରିମ୍‌ସ ସ୍କୁଲ ଆଣ୍ଡ୍‌ କଲେଜ ଅଫ୍‌ ନର୍ସିଂରେ ସୋମବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ଉଦ୍‌ଯାପିତ ହୋଇଯାଇଛି। ଏହି ଉପଲକ୍ଷେ ପଦ୍ମିନୀ ଅଡିଟୋରିୟମ୍‌ରେ ‘କର୍ମଜୀବୀ ମା’ମାନଙ୍କ…

3 years ago