ଆମ ଜିଲା ଖବର

ରାସ୍ତା ବନ୍ଦ କରିଦେଲା ପୋଲିସ: ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ

ଛତ୍ରପୁର,୮।୨(ଦିଲ୍ଲୀପ ସାମଲ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଅଧୀନ ବିଞ୍ଚଣାପଲ୍ଲୀ, ପାଳିବନ୍ଧ, ପୁରୁଣାବନ୍ଧ ଏବଂ କୁଣ୍ଡାପୁଟୁ ଆଦି ୪ ଗ୍ରାମର ଶତାଧିକ ଲୋକେ ଛତ୍ରପୁର ଆସି…

3 years ago

ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ଟିଟିଲାଗଡ ଡାକ୍ତରଖାନାରେ ଉତ୍ତେଜନା

ଟିଟିଲାଗଡ,୮ା୨: ଗୁରୁବାର ଦିନ ଚିକିତ୍ସା ଅବହେଳା ହେତୁ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ଅଭିଯୋଗରେ ଟିଟିଲାଗଡ ସବ୍-ଡିଭିଜନାଲ ହସ୍ପିଟାଲରେ ପରିସରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ମୃତକଙ୍କ…

3 years ago

ମାଲ୍‌ବାହୀ ଟ୍ରେନ୍‌ର ୩ ବଗି ଲାଇନ୍‌ଚ୍ୟୁତ

କୋରାପୁଟ,୮ା୨(ଅମିତାଭ ବେହେରା): ଆନ୍ଧ୍ରର କୋତାବାଲସା-କିରୁଣ୍ଡଲ ରେଳପଥର ବୋରାଗୁହାଲୁ ଷ୍ଟେଶନଠାରେ ଏକ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ମିଳିଥିବା ସୂଚନାନୁଯାୟୀ, ଗୁରବାର ଆନ୍ଧ୍ରପ୍ରଦେଶ ବୋରାଗୁହାଲୁ ଷ୍ଟେଶନ ନିକଟରେ ଟ୍ରେନ୍‌ଟି…

3 years ago

ଶିମିଳିପାଳରେ ମହାବଳ ବାଘର ମୃତ୍ୟୁ

ବାରିପଦା,୮ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶାର ଏକମାତ୍ର ମହାବଳ ବାଘ ରହୁଥିବା ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘର ମୃତ୍ୟୁ ହୋଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ…

3 years ago

ଗଞ୍ଜେଇ ଗଛ କାଟିବାକୁ ଯାଇଥିଲା ପୋଲିସ, ଅସ୍ତ୍ରଶସ୍ତ୍ର ଧରି ଘେରିଲେ ଆଦିବାସୀ

କୋରୁକୋଣ୍ଡା,୮ା୨(ବେହେରା): ମାଲକାନଗିରି ଜିଲାରେ ବର୍ତ୍ତମାନ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଗଛକଟା ଅଭିଯାନ ଆରମ୍ଭ କରାଯାଇଛି। ଗଛ କାଟିବା ପାଇଁ ଅଭିଯାନରେ ବାହାରିଥିଲେ ଓର୍କେଲ…

3 years ago

ଜମି କାରବାର ଲିଙ୍କ୍‌: ଜିଲାର ବିଭିନ୍ନ ସ୍ଥାନରେ ଇଡି ଚଢ଼ାଉ

ବ୍ରହ୍ମପୁର,୮ା୨(ସୁବାସ ପାଢ଼ୀ): ଜିଲାରେ ଜମି କାରବାର ଠକେଇର ଲିଙ୍କ୍‌ ମିଳିବା ପରେ ଗୁରୁବାର ଅର୍ଥନୈତିକ ଅପରାଧ ଶାଖା(ଇଡି)ର ୧୦ ଜଣିଆ ଟିମ୍‌ ଜିଲାର ବିଭିନ୍ନ ବିଲଡର ସଂସ୍ଥାରେ…

3 years ago

ଲାଞ୍ଚ ନେଇ ଧରାପଡ଼ିଲେ ଅମିନ

ବଲାଙ୍ଗୀର,୮ା୨(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା ସଇଁତଳା ତହସିଲର ଅମିନ ନିର୍ମଳେନ୍ଦୁ କବି ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ସଇଁତଳାର ନିରଞ୍ଜନ ସାହୁ ନିଜ ଜମି ମାପ ପାଇଁ ତହସିଲ…

3 years ago

କଳାହାଣ୍ଡି: ଗୁରୁତର ରୋଗୀଙ୍କୁ ବାରଣ୍ଡାରେ ଚିକିତ୍ସା

ଭବାନୀପାଟଣା,୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମେଡିକାଲ କଲେଜ ସ୍ଥାପନା କରିବା ସହ ୫-ଟିରେ…

3 years ago

ମାଲକାନଗିରିରେ ଗଡ଼ ସଜାଡ଼ିବାକୁ ପ୍ରୟାସ, ମାଓବାଦୀ କାର୍ଯ୍ୟକଳାପ ବଢ଼ୁଛି…

ମାଲକାନଗିରି,୮ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଭୁଶୁଡି ପଡିଥିବା ମାଓବାଦୀ ସଂଗଠନ ପୁନଃ ଗଡ ସଜାଡିବାକୁ ପ୍ରୟାସ କରିଛିନ୍ତି ମାଓବାଦୀ। ନିଜ ପୂର୍ବ ସ୍ଥିତି ଫେରିବା ପାଇଁ ସଙ୍ଗଠନର…

3 years ago

କାମରେ ଲାଗୁନି ୨ ଥାନାର ନୂତନ କୋଠା

ଖୋର୍ଦ୍ଧା,୮ା୨ (ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ଚାଲିଛି ଆଦର୍ଶ (ଟାଉନ) ଥାନା। ଅନ୍ୟପଟେ ଟ୍ରାଫିକ ଛକ ନିକଟରେ ଆଦର୍ଶ ଥାନାର ନୂତନ…

3 years ago