ଆମ ଜିଲା ଖବର

ଶିଶୁଶ୍ରମ ଉଦ୍ଧାରକାରୀ ଡିଟିଏଫ୍‌ ନିଷ୍କ୍ରିୟ

ଯାଜପୁର,୧୮ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ଶିଶୁ ଶ୍ରମିକ ସଂଖ୍ୟା ମାତ୍ରାଧିକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଅଧାରୁ ପାଠ ଛାଡ଼ି ପିଲାମାନେ ଶ୍ରମିକ ସାଜୁଛନ୍ତି। ଅନ୍ୟପକ୍ଷେ ଜିଲା…

3 years ago

୨ ବିରଳ ପ୍ରଜାତିର ସାପ

ଯୋଡ଼ା,୧୮ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସହରରେ ଯୋଡ଼ା-ଭୂୟାଁ ବସ୍ତି ନିକଟରୁ ଏକ ବିଲୁପ୍ତ ପ୍ରଜାତିର ବିରଳ ସାପ ଶନିବାର ଉଦ୍ଧାର ହୋଇଛି। ସାପଟିର ନାମ ଅରନେଟ୍‌…

3 years ago

ସ୍ବାମୀଙ୍କ ଅନ୍ତିମ ସଂସ୍କାର ବେଳେ ସ୍ତ୍ରୀଙ୍କ ମୃତ୍ୟୁ

ବେଲଗୁଣ୍ଠା,୧୮ା୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ବରପଲ୍ଲୀ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ସ୍ବାମୀଙ୍କ ଜୁଇ ନ ଲିଭୁଣୁ ଦୁଃଖରେ ମ୍ରିୟମାଣ ସ୍ତ୍ରୀଙ୍କ…

3 years ago

କାଗଜରେ ୫ ଫୁଟ୍‌ର ଗଣେଶ ମୂର୍ତ୍ତି

ରାଇରଙ୍ଗପୁର,୧୮ା୯ (ମନୋରଞ୍ଜନ ତିରିଆ): ମଙ୍ଗଳବାର ଶ୍ରୀଗଣେଶ ଚତୁର୍ଥୀ। ବିଭିନ୍ନ କ୍ଲବ୍‌, ସାହି ପକ୍ଷରୁ ଗଣେଶଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଚାଲିଛି। ସାଧାରଣତଃ ବିଭିନ୍ନ ଶିକ୍ଷାନୁଷ୍ଠାନ ବିଦ୍ୟାଳୟ, ମହାବିଦ୍ୟାଳୟରେ ପୂଜା…

3 years ago

ଗୋଡ଼ାଇ ଗୋଡ଼ାଇ ଗଞ୍ଜେଇ ଧରିଲା ପୋଲିସ

ଚିତ୍ରକୋଣ୍ଡା,୧୭।୯: ଫିଲ୍ମ ଷ୍ଟାଇଲରେ ଗାଡ଼ିକୁ ଗୋଡ଼ାଇ ଗୋଡ଼ାଇ ଗଞ୍ଜେଇ ଜବତ କରିଛି ଚିତ୍ରକୋଣ୍ଡା ପୋଲିସ। ଚିତ୍ରକୋଣ୍ଡା ଥାନା ଅଧିକାରୀ ମୁକୁନ୍ଦ ମେଲେକାଙ୍କ ସୂଚନା ମୁତାବକ, ଶନିବାର ବିଳମ୍ବିତ…

3 years ago

ମଣ୍ଡପ ବୁଲି ବିଶ୍ୱକର୍ମାଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

କେନ୍ଦୁଝର,୧୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ରବିବାର ବିଶ୍ୱକର୍ମା ପୂଜା ଆରମ୍ଭ ହୋଇଛି। ବିଶେଷକରି ବିଦ୍ୟୁତ୍‌ ବିଭାଗ, ସରକାରୀ ଏବଂ ଘରୋଇ ବସ ସଂଘ, ଟ୍ୟାକ୍ସି, ଅଟୋ…

3 years ago

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଜଗନ୍ନାଥ ମନ୍ଦିରରେ ପ୍ରଦୀପ ପ୍ରଜ୍ବଳନ

ରାଇକିଆ,୧୭।୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଭାରତୀୟ ଜନତା ପାର୍ଟି କନ୍ଧମାଳ ଓବିସି ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।…

3 years ago

ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା: ଜମିଲା ସାଂସ୍କୃତିକ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା,୧୭।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକ ସଦରସ୍ଥିତ ମାର୍କେଟ କମ୍ପ୍ଲେକ୍ସଠାରେ…

3 years ago

ଦେବ ଶିଳ୍ପୀଙ୍କୁ ଆବାହନ

ପୁରୁଷୋତ୍ତମପୁର,୧୭।୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବିଶ୍ବକର୍ମାଙ୍କ ପୂଜା ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ରଥସାହିରେ ଥିବା ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟରେ ମହାସମାରୋହରେ ଦେବ ଶିଳ୍ପୀଙ୍କୁ…

3 years ago

ପରିସ୍ରାଗାର ପାଲଟିଛି ମୃଣ୍ମୟ ମୂର୍ତ୍ତିଙ୍କ ଗୋଦାମ ଘର, କାର୍ଯ୍ୟାନୁଷ୍ଠାନ ଦାବି

କେନ୍ଦୁଝର,୧୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲାପାଳଙ୍କ କାଯର୍‌ୟାଳୟ ପରିସରରେ ଥିବା ଶୌଚାଳୟରେ ବିଶ୍ୱକର୍ମା ଓ ଗଣେଶ ପୂଜା ପାଇଁ ବାହାରୁ ମୃଣ୍ମୟ ମୂର୍ତ୍ତି ଆଣି ବିକ୍ରି କରୁଥିବା ଜଣେ…

3 years ago