ଆମ ଜିଲା ଖବର

ଜଳସେଚନ ପାଇଁ ୩ ବର୍ଷ ଲଢ଼େଇ

ନୟାଗଡ଼,୮।୩(ଲୋକନାଥ ମିଶ୍ର): ଉଠାଜଳସେଚନ ବିଭାଜନର ନିର୍ବାହୀଯନ୍ତ୍ରୀଙ୍କ ମନମାନି ଓ ଅସହଯୋଗ କାରଣରୁ ଜିଲାରେ ୧୨୦ ଗଭୀର ନଳକୂପ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ନ ପାରି ଅନିଶ୍ଚିତତା ଘେରରେ…

3 years ago

ମଦ ବିରୋଧୀ ମହିଳାଙ୍କୁ ଗୁଳିମାଡ଼କୁ ୯ ବର୍ଷ

କେନ୍ଦ୍ରାପଡ଼ା,୮ା୩ (ଜଗନ୍ନାଥ ଧଳ): ୨୦୧୫ ବିଶ୍ୱ ମହିଳା ଦିବସକୁ ଇତିମଧ୍ୟରେ ୯ ବର୍ଷ ପୁରିଛି। ସେହିଦିନ ମଦ ବିରୋଧରେ ଆନ୍ଦୋଳନରତ ମହିଳାଙ୍କୁ ପୋଲିସର ଗୁଳିମାଡ ଘଟଣା କେନ୍ଦ୍ରାପଡ଼ା…

3 years ago

ସମ୍ବଲପୁର ଭାଜପାରେ ବଢ଼ୁଛି କନ୍ଦଳ

ସମ୍ବଲପୁର,୮ା୩(ପ୍ରମୋଦ ବହିଦାର):ଭାଜପା ଗଡ଼ ଭାବେ ପରିଚିତ ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏବେ ଅନ୍ତଃକନ୍ଦଳ ପଦାକୁ ଆସିଛି। ଦୁଇ ପ୍ରଭାରୀଙ୍କ ଉପସ୍ଥିତିରେ ବୁଧବାର ରାତିରେ ଜିଲା ଭାଜପା କାର୍ଯ୍ୟାଳୟରେ…

3 years ago

ରାତି ଉଜାଗର ରହିବେ ପଞ୍ଚ ଦେବତା

ଚଣ୍ଡିଖୋଲ,୮ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହା ଶିବରାତ୍ରି ଜାଗର ଅବସରରେ ଯାଜପୁର ଜିଲାର ପ୍ରସିଦ୍ଧ ଶୈବ ପୀଠ ମହାବିନାୟକ ମନ୍ଦିରରେ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ। ପ୍ରସିଦ୍ଧ ଶୈବ…

3 years ago

ଝିଅକୁ ହତ୍ୟା ପରେ ଗର୍ଭବତୀ ମା’ଙ୍କ ଆତ୍ମହତ୍ୟା

ପୋଲସରା,୮ା୩ (ସୁବ୍ରତ ବେହେରା):ଗଞ୍ଜାମ ଜିଲା ପୋଲସରା ଥାନା ନିମିନା ପଞ୍ଚାୟତ ସାନବରଗାଁ ଗ୍ରାମ ବାଲିହତାରେ ଗୁରୁବାର ସାରେ ଗୋଟିଏ କୋଠରୀରୁ ମା’ ଝିଅଙ୍କ ମୃତଦେହ ଜବତ କରାଯାଇଛି।…

3 years ago

ଆଜି ମହାଶିବରାତ୍ରି: ଝଲସୁଛି ଶୈବପୀଠ

କଟକ,୮ା୩(ଶିଳ୍ପା ପ୍ରିୟଦର୍ଶିନୀ): ଶୁକ୍ରବାର ମହାଶିବରାତ୍ରି। ବିଭିନ୍ନ ଶୈବପୀଠରେ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ। ଏଥିପାଇଁ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇପଡିଥିବାବେଳେ ଗୁରୁବାର ସୁଦ୍ଧା…

3 years ago

ଓଡ଼ିଶା-ଝାଡଖଣ୍ଡ ସୀମାନ୍ତରୁ ମାଓବାଦୀ କ୍ୟାମ୍ପ ଠାବ

ରାଉରକେଲା, ୭ା୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡଖଣ୍ଡ ସୀମାନ୍ତ ଅଞ୍ଚଳରେ ମାଓବାଦୀ ଉପଦ୍ରବ ଜାରି ରହିଛି। ସୁରକ୍ଷାବଳଙ୍କୁ ଆକ୍ରମଣ କରିବା ଓ ବିସ୍ଫୋରକ ବିଛାଇବା ଆଦି ମାଓବାଦୀମାନେ କରୁଥିବା ବେଳେ…

3 years ago

ପାହାନ୍ତିଆରେ ଉଠିବ ବିଶ୍ୱେଶ୍ୱର ବାବାଙ୍କ ମହାଜାଗର ଦୀପ

ସରଣ୍ଡା, ୭।୩(ଯୁଧିଷ୍ଠିର ମହାପାତ୍ର): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଅଷ୍ଟଶମ୍ଭୁ ମଧ୍ୟରେ ଅନ୍ୟତମ ଶୈବପୀଠ ସରଣ୍ଡାରେ ବିରାଜିତ ମହାପ୍ରଭୁ ଶ୍ରୀଶ୍ରୀ ବିଶ୍ୱେଶ୍ୱରଙ୍କ ମହାଶିବରାତ୍ରି ଓ ଜାଗର ମହୋତ୍ସବ ପାଳନ…

3 years ago

ବିଧାୟକ ଶ୍ରୀକାନ୍ତଙ୍କ ବିରୋଧରେ ଯୌନ ଶୋଷଣ ମାମଲା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସଂଯୁକ୍ତା

କଟକ,୭ା୩(କାର୍ତ୍ତିକ ସାହୁ): ପୂର୍ବତନ ଶ୍ରମ ମନ୍ତ୍ରୀ ତଥା ପୋଲସରା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ମାମଲାର କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ନେତ୍ରୀ…

3 years ago

ବୁଲେଟ ଚକାରେ ଓଢ଼ଣି ଲାଗି ୮ ବର୍ଷର ଝିଅର କଟିଗଲା ହାତ

କେସିଙ୍ଗା,୭।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲାସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଏକ ଅଘଟଣ ଘଟିଛି। ଏକ ବୁଲେଟ ଚକାରେ ଓଢ଼ଣି ଲାଗି ୮…

3 years ago