ଆମ ଜିଲା ଖବର

ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

କୋଦଳା,୮ା୧(ଅମିତ କୁମାର ପଟ୍ଟନାୟକ)-କୋଦଳା ସ୍ବର୍ଣ୍ଣମୟୀ ହାଇସ୍କୁଲକୁ ଗତ ୫ ତାରିଖରେ ଜିଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକ ଅଚାନକ ଆସି ବିଭିନ୍ନ ଅବ୍ୟବସ୍ଥା ଦେଖିବା ପରେ ବିରକ୍ତି ପ୍ରକାଶ…

2 years ago

ଗୀତ ଗାଇଲେ ଡେପୁଟି କଲେକ୍ଟର

ଭଦ୍ରକ,୮।୧(ରବିନାରୟଣ ଖିଲାର): ଭଦ୍ରକ ଗାନ୍ଧୀପଡ଼ିଆରେ ଚାଲିଥିବା ଭଦ୍ରକ ସାସ୍କୃତିକ ମହୋତ୍ସବର ୫ମ ସନ୍ଧ୍ୟାରେ ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ ମୁଖ୍ୟଅତିଥି, ସ୍ବଳ୍ପ ସଞ୍ଚୟ ଅଧିକାରୀ ପଦ୍ମନ…

2 years ago

ବିଜଡିରୁ ନିଲମ୍ବିତ ପରେ ମୁହଁ ଖେଲିଲେ ଦୁଇ ନେତା

ମୋରଡ଼ା,୮ା୧(ସ୍ମାରକ ମାଜୀ): ଦଳ ବିରୋଧୀ କାର୍ଯ୍ୟ ପାଇଁ ମୟୂରଭଞ୍ଜ-୧ ସାଙ୍ଗଠନିକ ଜିଲା ବିଜେଡି ସାଧାରଣ ସମ୍ପାଦକ ଅମୀର ଖାନ ଏବଂ ବିଜୁ ଛାତ୍ର ଜନତା ଜିଲା ଉପ…

2 years ago

ମଣ୍ଡିରୁ ଉଠୁନି ଧାନ: ରାସ୍ତାରେ ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତାରୋକୋ  

ନନ୍ଦାହାଣ୍ଡି,୮।୧ (ପ୍ରତୀପ କୁମାର ଦାଶ): ନବରଙ୍ଗପୁର ଜିଲାରେ ମଣ୍ଡି ଅବ୍ୟବସ୍ଥା। ମିଲରଙ୍କ ମନମାନୀ, ପ୍ରଶାସନ ନୀରବ ଦ୍ରଷ୍ଟା ପାଲଟିଥିବା ଖବର ବାରମ୍ବାର ପ୍ରକାଶ ପାଇବା ସତ୍ତ୍ୱେ ଏ…

2 years ago

ସଜେଇ ହେଲାଣି ଦାରିଙ୍ଗବାଡି: ଆଜିଠୁ ୬ ଦିନ ଧରି ଚାଲିବ ଜନଜାତି, ଶୀତ ମହୋତ୍ସବ

ଦାରିଙ୍ଗବାଡି,୮।୧(ଅରୁଣ ସାହୁ ): ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମଙ୍ଗଳବାରଠାରୁ ଆରମ୍ଭ ହେଉଛି ଜନଜାତି ଓ ଶୀତ ମହୋତ୍ସବ। ଆସନ୍ତା ରବିବାର ଏହାର ଉଦ୍‌ଯାପନୀ ହେବ। ଏନେଇ…

2 years ago

ଦାରିଙ୍ଗବାଡିରେ ଖାଦ୍ୟ ସୁରକ୍ଷା ନେଇ ବଢୁଛି ଚିନ୍ତା: ହୋଟେଲରେ ଦେଉଛନ୍ତି ବାସି ଖାଦ୍ୟ

ଦାରିଙ୍ଗବାଡି,୮।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ସମେତ ବିଭିନ୍ନ ବ୍ଲକ ଅଞ୍ଚଳରେ ଛତୁ ଫୁଟିଲା ଭଳି ହୋଟେଲ, ରେଷ୍ଟୁରାଣ୍ଟ, ଫାଷ୍ଟଫୁଡ, ମିଠା ଦୋକାନ ଆଦି ଖୋଲୁଛି। ଫଳରେ…

2 years ago

ମୁଣ୍ଡରେ ବନ୍ଧୁକ ଲଗାଇ ଗ୍ରାହକ ସେବାକେନ୍ଦ୍ରରୁ ଲୁଟିନେଲେ ଦୁର୍ବୃତ୍ତ

ସୁନ୍ଦରଗଡ଼,୮।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଧାରୁଆଡିହି ଥାନା ସାଲେପାଲି ଗାଁ ଅନିଲ କୁମାର ବାଗଙ୍କ ଏସ୍‌ବିଆଇ ଗ୍ରାହକ ସେବା କେନ୍ଦ୍ରରୁ ସୋମବାର ମଧ୍ୟାହ୍ନରେ ଲୁଟ ହୋଇଛି। ଦୁର୍ବୃତ୍ତମାନେ…

2 years ago

ବହିଷ୍କୃତ ବିଜେଡି ନେତାଙ୍କ ଘରେ ପହଞ୍ଚିଲେ ଭାଜପା ନେତା

ସମ୍ବଲପୁର,୮।୧(ଭବାନୀ ଶଙ୍କର ଭୋଇ): ବିଜେଡିରୁ ବହିସ୍କୃତ ହୋଇଥିବା ଡ.ପ୍ରମୋଦ ରଥଙ୍କ ଘରେ କେତେଜଣ ଭାଜପା ନେତା ପହଞ୍ଚି ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ବିଶ୍ୱହିନ୍ଦୁ ପରିଷଦର ଓଡ଼ିଶା…

2 years ago

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ

ଭୁବନେଶ୍ୱର, ୮ା୧: ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ବଳଭଦ୍ର ମାଝୀ। ଦଳରେ ଅବହେଳା ଅଭିଯୋଗ କରି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ସେ…

2 years ago

ଟ୍ରଲିରେ ସନ୍ତାନ ପ୍ରସବ କଲେ ମହିଳା

ପାରାଦୀପ,୮ା୧(ଶରତ ରାଉତ): ବନ୍ଦର ନଗରୀ ପାରାଦୀପରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଷଣ୍ଢକୁଦ ଅଞ୍ଚଳରୁ ଏକ ଟ୍ରଲିରେ ଆସୁଥିବା ଜଣେ ଗର୍ଭବତୀ ପ୍ରସବ ବେଦନା…

2 years ago