ଆମ ଜିଲା ଖବର

ଭୋଜି କରିବାକୁ ଯାଇଥିବା ୨ ଭଉଣୀଙ୍କୁ ବଳାତ୍କାର ଉଦ୍ୟମ: ଧରାପଡ଼ିଲେ ୨ ଅଭିଯୁକ୍ତ

କୋକସରା,୪।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ଏକ ଗ୍ରାମର ୨ ଭଉଣୀ ନିଜ ଚାକର ସହ ନୂଆବର୍ଷରେ ଗାଁନିକଟରେ ଥିବା ଡଙ୍ଗରିକୁ ବଣଭୋଜି…

2 years ago

ଡ୍ରେନ ସଫା କରିବାକୁ କହିବାରୁ ସରପଞ୍ଚଙ୍କୁ ମାଡ଼ ମାରିଲେ ବ୍ୟବସାୟୀ

କେସିଙ୍ଗା,୪।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ଉତ୍କେଲା ଗ୍ରାମପଞ୍ଚାୟତ ପକ୍ଷରୁ ଆସନ୍ତା ଶୁକ୍ରବାର କଳାହାଣ୍ଡି ଉତ୍ସବ ପାଳନ ନିମନ୍ତେ ପଞ୍ଚାୟତରେ ଗୁରୁବାର ସଫେଇ କାର୍ଯ୍ୟ…

2 years ago

ମହାସଂଘର ନିଷ୍ପତ୍ତି: ଷ୍ଟିଅରିଂ ଛାଡ଼ି ଘରେ ବସିବେ ଡ୍ରାଇଭର

ସମ୍ବଲପୁର,୪ା୧(ଭବାନୀ ଶଙ୍କର ଭୋଇ): ହିଟ ଆଣ୍ଡ ରନ ମାମଲାରେ କେନ୍ଦ୍ର ସରକାର କଠୋର ନିୟମ ଆଣି ୧୦ବର୍ଷ ଜେଲ ଓ ୭ ଲକ୍ଷ ଅର୍ଥଦଣ୍ଡ ପାଇଁ ଆଇନରେ…

2 years ago

ମା’ଙ୍କୁ ହରାଇଥିଲେ, ଏବେ ବାପା ଚାଲିଗଲେ: ଶୁଦ୍ଧିକ୍ରିୟା ପାଇଁ ଟଙ୍କା ଟିଏ ନାହିଁ

କେନ୍ଦୁଝର,୪।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୌରପାଳିକା ଅନ୍ତର୍ଗତ ୨୧ ନମ୍ବର ୱାର୍ଡ ବ୍ରାହ୍ମଣୀ ଗାଁର ମା’ବାପା ଛେଉଣ୍ଡ ମହେଶ ନାଏକ (୮) ଙ୍କୁ ସହାୟତା ଯୋଗାଇ ଦେବାକୁ…

2 years ago

୩ ଦିନ ହେଲା ବିଦ୍ୟାଳୟରେ ପଡ଼ିଛି ତାଲା: ପାଠପଢ଼ା ଠପ୍‌

ମୋରଡ଼ା,୪ା୧(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଅଧୀନ କମାରଡ଼ିହା ପଞ୍ଚାୟତର ନା.ଖୁଣ୍ଟା ସରକାରୀ ୟୁଜିଏମ୍‌ଏଇ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ୩ ଦିନ ହେଲା ବିଦ୍ୟାଳୟ…

2 years ago

ବୋର୍‌ୱେଲରୁ ଉଦ୍ଧାର ଶିଶୁକନ୍ୟାଙ୍କ ଆଜୀବନ ପାଠପଢ଼ା ଖର୍ଚ୍ଚ ବହନ କରିବେ ଭିମ୍‌ସାର ଭେଷଜ ବିଶେଷଜ୍ଞ ଡା. ରାମଚନ୍ଦାନୀ

ସମ୍ବଲପୁର,୩ା୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଲାରିପାଲି ଗ୍ରାମର ଶ୍ରୀରାମବୁଢ଼ା ଜଙ୍ଗଲ ମଧ୍ୟରେ ଥିବା ପରିତ୍ୟକ୍ତ ବୋର୍‌ୱେଲରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟାଙ୍କ ମା’ କଟକ ଏସ୍‌ସିବିରୁ…

2 years ago

ପିଲା ଚୋର ସନ୍ଦେହରେ ଯୁବକଙ୍କୁ ଖୁଣ୍ଟିରେ ବାନ୍ଧି ପୋଲିସ ଜିମା ଦେଲେ

ଖଜୁରିପଡ଼ା,୪।୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଆଡ଼ାସିପଡ଼ା ପଞ୍ଚାୟତର କୁରୁପାଡି ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ପିଲାଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା…

2 years ago

ଡିଜିଟାଲ ଆର୍ଟ କରି ଅଞ୍ଚଳରେ ପ୍ରଶଂସା ସାଉଁଟୁଛନ୍ତି ନିହାର

ଦାରିଙ୍ଗବାଡ଼ି,୪ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବଜାରର ନିହାର ରଞ୍ଜନ ସାହୁ ନିଜ ମୋବାଇଲରେ ଡିଜିଟାଲ ଆର୍ଟ କରି ଏବେ ଦାରିଙ୍ଗବାଡ଼ି ସମେତ ବିଭିନ୍ନ ସ୍ଥାନରେ ପରିଚୟ…

2 years ago

କଟ୍‌ନି ଛଟ୍‌ନିକୁ ନେଇ ଜାତୀୟ ରାଜପଥ ଅବରୋଧ

କେସିଙ୍ଗା,୪ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଭାଜପା ପକ୍ଷରୁ ଧାନର କଟ୍‌ନି ଛଟ୍‌ନି, କପାର ଅଭାବୀ ବିକ୍ରି ,ମଦ ଦୋକାନ ଉଚ୍ଛେଦ,ବିଦ୍ୟୁତ୍‌ ଦରଦାମ ବୃଦ୍ଧି ଆଦି…

2 years ago

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

ଖୋର୍ଦ୍ଧା,୪ା୧(ପ୍ରଭାତ ପାଣିଗ୍ରାହୀ): ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଗଣନା ପାଇଁ ପାଞ୍ଚଟି ରେଞ୍ଜରେ ୨୧ ଟିମ୍‌ ନିୟୋଜିତ ହୋଇଛନ୍ତି। ୧୯ଟି ଟିମ୍‌ ଜଳ ଭାଗରେ, ୨ଟି…

2 years ago