ଆମ ଜିଲା ଖବର

ଅତି ଜରୁରୀ ନ ଥିଲେ ଏସ୍‌ସିବି ନ ଆସିବାକୁ ପରାମର୍ଶ ଦେଲେ ଅଧୀକ୍ଷକ

କଟକ,୧୬ା୮: ଅତିଜରୁରୀ ନ ଥିଲେ କେହି ଏସ୍‌ସିବି ମେଡିକାଲ ଆସନ୍ତୁ ନାହିଁ ବୋଲି ଅଧୀକ୍ଷକ ପରାମର୍ଶ ଦେଇଛନ୍ତି। ଡାକ୍ତରମାନଙ୍କ ଆନ୍ଦୋଳନକୁ ନେଇ ଅଧୀକ୍ଷକ ଏପରି କହିଛନ୍ତି। ସେ…

2 years ago

ମାଲକାନଗିରିରେ ୧୨ ଘଣ୍ଟିଆ ବନ୍ଦ ପାଳନ

ମାଲକାନଗିରି,୧୬ା୮: ଶୁକ୍ରବାର ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ପାଳନ କରାଯାଇଛି। ମାଲକାନଗିରି ଜିଲା ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ…

2 years ago

ବୋଲେରୋ-ଟ୍ରକ୍‌ ମୁହାଁମୁହିଁ, ୬ ଗୁରୁତର

ଭବାନୀପାଟଣା,୧୬ା୮: କଳାହାଣ୍ଡି ଜିଲା ଭବାନୀପାଟଣା ଜାତୀୟ ରାଜପଥରେ ଶୁକ୍ରବାର ଏକ ବୋଲେରୋ ଏବଂ ଟ୍ରକ ସହ ମୁହାଁମୁହିଁ ଧକ୍କା ହେବାରୁ ୬ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ…

2 years ago

ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ପାରାଦୀପ,୧୬ା୮: ପାରାଦୀପରେ ଆଉ ଏକ ଜାହାଜକୁ ଗିରଫ କରିବା ପାଇଁ ହାଇକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କୁଜଙ୍ଗ ସବ୍‌ଜଜ୍‌ଙ୍କୁ ମାର୍ଶାଲ ରୂପେ ନିଯୁକ୍ତ କରାଯାଇଛି। ହାଇକୋର୍ଟଙ୍କ ପରବର୍ତ୍ତୀ…

2 years ago

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

ପାପଡାହାଣ୍ଡି,୧୫।୮(ସ୍ବପ୍ନଜିତ ପଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ କଣ୍ଟାମାଳ ପଞ୍ଚାୟତ ଅଧୀନ ଟିଲିଗୁଡା ଗ୍ରାମରେ ଏକ ଅଭାବନୀଘଟଣା ଘଟିଛି। ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର ହୋଇଛନ୍ତି।…

2 years ago

ଗଛ କାଟିବା ହେଲା କାଳ: ୧୧କେଭି ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ

କୁଆଁରମୁଣ୍ଡା,୧୫।୮(ମହେନ୍ଦ୍ର କୁମାର ସାହୁ): ବାରମ୍ବାର ଅଭିଯୋଗ ସତ୍ତ୍ୱେ ଟାଟା ପାୱାର ପକ୍ଷରୁ ଗଛ କଟାଯାଇ ନ ଥିଲା। ବର୍ଷା ଦିନେ ଘର ପାଖ ଗଛ ବିଦ୍ୟୁତ୍‌ ସଂସ୍ପର୍ଶରେ…

2 years ago

କଲିଙ୍ଗ୍ ବେଲ୍ ବଜାଇ ଡାକିଲେ; ହାତଗୋଡ଼ ବାନ୍ଧି ଲୁଟି ନେଲେ ସୁନା ଗହଣା

ବରଗଡ, ୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ନିଗମାନନ୍ଦ ବିହାର ଗଳି ନମ୍ବର-୭ ନିବାସୀ ସ୍ଵର୍ଗତ ଦିଲ୍ଲିପ ସାହୁଙ୍କ ଘରେ ଗୁରୁବାର ସଂଧ୍ୟା ପ୍ରାୟ ୭ଟାରେ ଜଣେ ଯୁବତୀଙ୍କ…

2 years ago

ଆଉ ନାହାନ୍ତି ପ୍ରତିଷ୍ଠିତ ନୃତ୍ୟଗୁରୁ ସାନ୍ତା ରାଓ

ଜଟଣୀ,୧୫।୮(ରବିନ୍ଦ୍ରନାଥ ମହାକୁଡ଼): ଆଜି ସମଗ୍ର ଅଞ୍ଚଳରେ ସ୍ବାଧୀନତା ଦିବସକୁ ବେଶ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଉଥିଲା ବେଳେ ଜଟଣୀ ସହରରେ ଏକ ଅଭାବନୀୟ ଘଟଣା ଘଟିଛି।…

2 years ago

ବସ୍‌-ବାଇକ୍‌ ଧକ୍କା: ଚାଲିଗଲା ଦୁଇ ଜୀବନ

ପଡିଆବାହାଲ,୧୫।୮(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ଯୁଜୁମୁରା ବ୍ଲକ କୁକୁଡ଼ାପାଲି ପଞ୍ଚାୟତ କୁକୁଡ଼ାପାଲି ଆର୍‌ଏମ୍‌ସି ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ…

2 years ago

ଗୋ ଚାଲାଣ ରୋକିଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା

ଗଜପତି,୧୫।୮: ଗୋ ଚାଲାଣ ରୋକିଲେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ଗୁରୁବାର ଗଜପତି ଜିଲା ସ୍ଥରୀୟ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ରେ ଯୋଗଦେଇ ମୋହନା…

2 years ago