ଆମ ଜିଲା ଖବର

ଦାଦନ ଖଟିବାକୁ ଯାଇ ସ୍ବାମୀ ନିଖୋଜ, ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

କୋକସରା,୪।୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମାଝିଗୁଡା ପଞ୍ଚାୟତ ମହୁଲମୁଣ୍ଡା ଗ୍ରାମର ଦାଦନ ଦଲାଲ ଲକ୍ଷ୍ମୀଧର ଦୁର୍ଗାଙ୍କ କଥାରେ ପଡି ଆଜକୁ ଦେଢ଼ମାସ ହେବ ମାଝିଗୁଡା…

1 year ago

ସମ୍ବଲପୁର ମଣ୍ଡଳ: ୧୬ ଷ୍ଟେଶନର ହେବ ଆଧୁନିକୀକରଣ

ସମ୍ବଲପୁର,୪ା୨(ବ୍ୟୁରୋ): କେନ୍ଦ୍ର ରେଳ ବଜେଟରେ ଓଡ଼ିଶାକୁ ପ୍ରାୟ ୧୦ ହଜାର କୋଟି ବ୍ୟୟ ବରାଦ ହୋଇଛି। ସମ୍ବଲପୁର ରେଳମଣ୍ଡଳର ଅନେକ ଷ୍ଟେଶନ, ରେଳ ଲାଇନ ତଥା ଆନୁଷଙ୍ଗିକ…

1 year ago

କାମରେ ଲାଗୁନି ଶୌଚାଳୟ

ରାଉରକେଲା ଅଫିସ,୪।୨: ରାଉରକେଲା ମହାନଗର ନିଗମ ଅଧୀନ ପାନପୋଷ ବଜାରରେ ଥିବା ସାର୍ବଜନୀନ ଶୌଚାଳୟ ଏବେ ବ୍ୟବହାର ଅନୁପଯୋଗୀ ହୋଇପଡିଛି। ଫଳରେ ବଜାରକୁ ଆସୁଥିବା ଗ୍ରାହକ ଏବଂ…

1 year ago

ଆଜି ଏନ୍‌ଆଇଟିର ୨୦ତମ ସମାବର୍ତ୍ତନ ଉତ୍ସବ

ରାଉରକେଲା ଅଫିସ,୪ା୨: ରାଉରକେଲା ସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଏନ୍‌ଆଇଟି) ପରିସରରେ ୨୦ତମ ସମାବର୍ତ୍ତନ ଉତ୍ସବ ଶନିବାର ଅନୁଷ୍ଠିତ ହେବ। ଏ ସମ୍ପର୍କରେ ଏନ୍‌ଆଇଟି ସ୍ଥିତ…

1 year ago

ପୋଖରୀ ଏରିଆ ଚିହ୍ନଟ କଲା ଜିଲା ପ୍ରଶାସନ

ଦେବଗଡ଼, ୪।୨(ଡି.ଏନ.ଏ.): ଦେବଗଡ଼ ସହର କଲେଜ ରୋଡ ଶନିମନ୍ଦିର ନିକଟ ଷୋହଳ ବଖରି କଟା (ପୋଖରୀ) ଉନ୍ନତିକରଣ କରାଯାଉଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ପୋଖରୀ…

1 year ago

ସମିତି ବୈଠକରେ ହଟ୍ଟଗୋଳ

ହିନ୍ଦୋଳ,୪।୨(ଡି.ଏନ.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ସଭାଗୃହ ପରିସରରେ ଶୁକ୍ରବାର ସମିତିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତର ସମସ୍ୟା ସମାଧାନ ହେଉ ନ ଥିବା ଏବଂ…

1 year ago

‘ସେବାକୁ ବ୍ରତ ଭାବେ ଗ୍ରହଣ କର’

କାମାକ୍ଷାନଗର, ୪।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାନପୁରା ପଞ୍ଚାୟତିରାଜ ହାଇସ୍କୁଲରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୩୫ତମ ଜିଲାସ୍ତରୀୟ ସ୍କାଉଟ୍ସ, ଗାଇଡ୍ସ କ୍ୟାମ୍ପୋରୀ। ଏହା ୩ଦିନ ଧରି…

1 year ago

‘ଶିକ୍ଷକଙ୍କୁ ଗୁରୁତ୍ୱ ଦେଲେ ଶିକ୍ଷାର ମାନ ବଢ଼ିବ’

ଭୁବନ, ୪।୨(ଡି.ଏନ.ଏ.): କାରିଗର ମାଟି ପିଣ୍ଡୁଳାକୁ ଜୀବନ୍ତ ରୂପ ଦେଇଥାଏ। ଠିକ୍‌ ସେହିପରି ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢ଼ିଥାଆନ୍ତି। ତେଣୁ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଅଭିଭାବକ, ଶିକ୍ଷାର୍ଥୀ ଉପଯୁକ୍ତ ସମ୍ମାନ…

1 year ago

କୃଷକ ବୈଜ୍ଞାନିକ ସମନ୍ବୟ ରହିଲେ କୃଷି ଉତ୍ପାଦନ ବଢ଼ିବ

ଭଞ୍ଜନଗର,୪।୨(ଡି.ଏନ.ଏ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ୩୧ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଜ୍ଞାନିକମାନଙ୍କ ବିନା ପରାମର୍ଶରେ ଜମିରେ ଆବଶ୍ୟକଠାରୁ ଅଧିକ ରାସାୟନିକ…

1 year ago

ଦୁର୍ଘଟଣାରେ ଚାଲିଗଲା ସିପାହୀଙ୍କ ଜୀବନ

ଗଞ୍ଜାମ,୪।୨(ଡି.ଏନ.ଏ.): ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଁ ଗାଁ ଛକ ନିକଟସ୍ଥ ୧୬ନମ୍ବର ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଛତ୍ରପୁର ଓଏସ୍‌ଏପି ଅଷ୍ଟମ…

1 year ago