ଆମ ଜିଲା ଖବର

ଚିଲିକା ନୀତି ପ୍ରସ୍ତୁତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୧୭ା୧:ଡ୍ରୋନ କ୍ୟାମେରା ସାହାଯ୍ୟରେ ଚିଲିକାରେ ଚିଙ୍ଗୁଡ଼ି ଘେରି ସର୍ଭେ କରାଯିବ। ଏହି ଡ୍ରୋନ କ୍ୟାମେରା କିଣିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ…

1 year ago

ଫେବୃୟାରୀ ୧୯ରୁ ଓସିଏସ୍‌ ମେନ୍‌

କଟକ ଅଫିସ, ୧୭ା୧:ଓଡ଼ିିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିିଶା ସିଭିଲ ସର୍ଭିସ (ଓସିଏସ୍‌)-୨୦୨୧ ମୁଖ୍ୟ (ମେନ୍‌) ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି। ଆସନ୍ତା ଫେବୃୟାରୀ…

1 year ago

ସାବତ ପୁଅକୁ ମାରି ମହିଳାଙ୍କ ଆତ୍ମହତ୍ୟା

କଟକ ଅଫିସ,୧୭ା୧:ପାରିବାରିକ କଳହକୁ କେନ୍ଦ୍ର କରି ୨ ବର୍ଷର ଶିଶୁପୁତ୍ରକୁ ସାବତ ମା’ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା…

1 year ago

ସୋରଡ଼ାରେ ଅଗ୍ନିକାଣ୍ଡ: ୪ ଗୁରୁତର

ସୋରଡ଼ା,୧୬।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡା ବ୍ଲକ ଗେଞ୍ଜା ପଞ୍ଚାୟତ ବନ୍ଧାଗୋଛା ଗ୍ରାମରେ ସୋମବାର ସନ୍ଧ୍ୟାରେ ଅଗ୍ନିଗାଣ୍ଡ ଘଟିଛି। ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି। ସେଥିମଧ୍ୟରୁ ୨…

1 year ago

ହାତୀ ଆକ୍ରମଣରେ ଜୀବନ ଗଲା

ବାରିପଦା ଅଫିସ,୧୬ା୧- ମୟୂରଭଞ୍ଜ ଜିଲା ଦେଉଳି ରେଞ୍ଜ ଅଞ୍ଚଳରେ ସୋମବାର ସାରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟ ହୋଇଛି। ମୃତକ ହେଲେ ସାଲସାହିର ରାମ ଭକ୍ତା(୫୦)। ଘର…

1 year ago

ଗରା, ବାଲ୍‌ଟି ରଖି ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣା

ପାଟଣା,୧୬ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ କଣ୍ଟିଆପଡ଼ା ପଞ୍ଚାୟତ ମଧୁବନ ସାହିରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଏ ନେଇ ସୋମବାର ପଞ୍ଚାୟତ କାର୍ଯ୍ୟାଳୟ ଆଗରେ…

1 year ago

ପୋଲ ତଳକୁ ଖସିଲା କାର୍‌: ଶିଶୁକନ୍ୟା ମୃତ, ୪ ଗୁରୁତର

କ.ନୂଆଗାଁ/ଫୁଲବାଣୀ ଅଫିସ,୧୬ା୧: କନ୍ଧମାଳ ଜିଲା ସାରଙ୍ଗଡ ଥାନା ଅନ୍ତର୍ଗତ ବନାଙ୍ଗିଆ ଡ୍ୟାମ ନିକଟ ପୋଲରେ ସୋମବାର ଏକ କାର୍‌ ଭାରସାମ୍ୟ ହରାଇ ପ୍ରାୟ ୧୫ ଫୁଟ ତଳକୁ…

1 year ago

ଆକ୍ରମଣ, ପ୍ରତି ଆକ୍ରମଣ ଘଟଣା, ୬ ଗିରଫ

ଆସିକା,୧୬ା୧(ଡି.ଏନ.ଏ.): କୋଟିନଡା ଥାନା ଅନ୍ତର୍ଗତ ବେଣିଆ ଗ୍ରାମରେ ରବିବାର ରାତିରେ ଘଟିଥିବା ଆକ୍ରମଣ ଓ ପ୍ରତିଆକ୍ରମଣ ଘଟଣାରେ ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ…

1 year ago

ଷ୍ଟ୍ରେଚରରେ ବୁହାହେଉଛି ଫୁଲଗଛ

କେନ୍ଦୁଝର,୧୬ା୧ (ସ୍ବ.ପ୍ର.) : ସ୍ଥାନୀୟ କେନ୍ଦୁଝର ମେଡିକାଲ କଲେଜ ଓ ଡାକ୍ତରଖାନା ପରିସରରେ ସୋମବାର ଏକ ଷ୍ଟ୍ରେଚରରେ ଫୁଲ ଗଛ ବୁହାଯାଉଥିଲା। ଏହାର ଫଟୋ ଭାଇରାଲ ହେବା…

1 year ago

ଓଲଟିଲା ଗୋରୁ ବୋଝେଇ ଟ୍ରକ୍‌: ୧୪ ମୃତ, ୧୦ ଗୁରୁତର

ଭୋଗରାଇ, ୧୬।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱର ବର୍ଡର ରାସ୍ତାର ମହାନ୍ତି ଛକଠାରେ ସୋମବାର ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ ଗୋରୁ ବୋଝେଇ ଟ୍ରକ୍‌ ଭାରସାମ୍ୟ…

1 year ago