ଆମ ଜିଲା ଖବର

ଓଡ଼ଗାଁରୁ ବ୍ରାଉନସୁଗାର ଆଣି ଭଞ୍ଜନଗର ଆସୁଥିଲେ ବେପାରୀ, ବିକିବା ପୂର୍ବରୁ ୩ ଜଣଙ୍କୁ ଧରି…

ଭଞ୍ଜନଗର,୨୨ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ପୋଲିସ ପ୍ରାୟ…

10 months ago

ପ୍ରେମବିବାହକୁ ପୂରିଲାନି ୫ ମାସ, ଚାଲିଗଲା ନବବଧୂଙ୍କ ଜୀବନ: ହତ୍ୟା ଅଭିଯୋଗ ଆଣି ବାପା କହିଲେ ମୋ’ ଝିଅକୁ…

ଭୋଗରାଇ,୨୨ା୮(ପ୍ରଦୀପ ଦାସ): ବିବାହର ୫ ମାସ ନ ପୂରୁଣୁ ଜଣେ ନବବଧୂଙ୍କୁ ଶାଶୁଘର ଲୋକେ ହତ୍ୟା କରି ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ କରିଥିବାର ମୃତା ମହିଳାଙ୍କ…

10 months ago

ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା; ଶ୍ରେଣୀ କକ୍ଷରେ ରାତି କାଟିଲେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ

କେନ୍ଦୁଝର,୨୨।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଜଣେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ,…

10 months ago

୨୬ରେ ରାଜ୍ୟସଭାପତି ମନମୋହନ ସାମଲଙ୍କ କଳାହାଣ୍ଡି ଗସ୍ତ: ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ଦେବେ ଗୁରୁମନ୍ତ୍ର

ଭବାନୀପାଟଣା,୨୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ଆସନ୍ତା ୨୬ ତାରିଖ ମଙ୍ଗଳବାର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗସ୍ତ ରହିଛି। ଏହାକୁ ନେଇ ଶୁକ୍ରବାର ଭବାନୀପାଟଣା…

10 months ago

ସାମ୍ନାକୁ ଆସିଲା ବଡ଼ କାରଣ, ଯୁବକ କାହିଁକି କାଟିଲେ ନାବାଳିକାଙ୍କ ତଣ୍ଟି

ବଲାଙ୍ଗୀର,୨୨ା୮(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବର୍ହା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ମାୟାବର୍ହା ଗାଁର ଜଣେ ନାବାଳିକା ଝିଅର ତଣ୍ଟି…

10 months ago

କୁମ୍ଭୀର ସଂରକ୍ଷଣ , ମତ୍ସ୍ୟଜୀବୀଙ୍କ ସୁରକ୍ଷାକୁ ନେଇ ବୈଠକ: ଯୋଗ ଦେଲେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୨।୮: (ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଶ୍ରୀ ଗୁପ୍ତେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ଘୋଡାହାଡ ଡ଼୍ୟାମ ଉପରେ ନିର୍ଭରଶୀଳ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ଏବଂ ଡ୍ୟାମରେ ରହୁଥିବା…

10 months ago

ପାଟଣାରେ ହେବ ବୃହତ ଇସ୍ପାତ କାରଖାନା, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ…

ପାଟଣା,୨୨ା୮(ବୀରକିଶୋର ଦାଶ): ଦକ୍ଷିଣକୋରିଆର ଜଣାଶୁଣା କମ୍ପାନୀ ପୋସ୍କୋ ଏବଂ ଭାରତର ଜେଏସ୍‌ଡବ୍ଲ୍ୟୁର ମିଳିତ ସହଯୋଗରେ କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ରାଜ୍ୟର ଦ୍ବିତୀୟ ବୃହତ ଇସ୍ପାତ…

10 months ago

ନାବାଳିକାଙ୍କ ତଣ୍ଟି କାଟି ଫେରାର ହୋଇଗଲେ ଯୁବକ, ଆଉ ତା’ ପରେ…

ବଲାଙ୍ଗୀର,୨୨ା୮(ସୁନୀଲ ମହାନ୍ତି): ପାଟଣାଗଡ଼ର ମାୟାବର୍ହା ଗାଁରେ ଜଣେ ନାବାଳିକାଙ୍କ ତଣ୍ଟି କାଟି ଦେଇଛନ୍ତି ଜଣେ ଯୁବକ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ପ୍ରଥମେ ଭୀମ ଭୋଇ ମେଡିକାଲ ଏବଂ…

10 months ago

NEET PGରେ ଶାଶ୍ୱତ, UGରେ ଶିବାନୀଙ୍କ ବାଜିମାତ୍‌: ଅଞ୍ଚଳରେ ଖେଳିଗଲା ଖୁସି

ଭଞ୍ଜନଗର,୨୨।୮(ବାବୁଲା ପ୍ରଧାନ):NEET PG ଏବଂ UG ପରୀକ୍ଷା ଫଳ ଇତିମଧ୍ୟରେ ପ୍ରକାଶିତ ହୋଇଛି। ଏନଇଇଟିପିଜିରେ ଭଞ୍ଜନଗର ବାଇପାସ ରୋଡ ବାସିନ୍ଦା ଡ. ଶାଶ୍ବତ ରଥ ସର୍ବଭାରତୀୟ ସ୍ତରରେ ୧୯୪…

10 months ago

ଜିଲାପାଳଙ୍କ ନାଁରେ ଫେକ୍‌ ଆକାଉଣ୍ଟ ଖୋଲି ସରକାରୀ ଅଫିସରଙ୍କଠାରୁ….

ବୌଦ୍ଧ,୨୨ା୮: ବୌଦ୍ଧ ଜିଲାପାଳଙ୍କ ନାଁରେ କେହି ଜଣେ ଫେକ୍‌ ହ୍ବାଟ୍ସଆପ୍‌ ଆକାଉଣ୍ଟ ଖୋଲିଛନ୍ତି। ଫଟୋ ଲଗାଇ ସରକାରୀ ଅଫିସରଙ୍କଠାରୁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଜିଲାପାଳ ବିଭୂତି…

10 months ago