ଆମ ଜିଲା ଖବର

ଖରାପ ପାଗ ଯୋଗୁ ହେଲିକପ୍ଟର ବଦଳରେ କାରରେ ଆସିକା ଗଲେ ମୁଖ୍ୟମନ୍ତ୍ରୀ

ଆସିକା,୨୩।୬(ସୁରେନ୍ଦ୍ର ନାଥ ସାହୁ): ଭାଜପା ସରକାର ଶାସନର ଏକ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଆଜି ଗଞ୍ଜାମ ଜିଲା ଆସିକା ବିଜ୍ଞାନ ମହାବିଦ୍ୟାଳୟ ପଡିଆରେ ରାଜ୍ୟ ସରକାରଙ୍କ…

10 months ago

ସାମ୍ପ୍ରତିକ ରାଜନୀତିରେ ନୀତି-ନୈତିକତାର ସ୍ଥାନ ନାହିଁ

ଦିଗପହଣ୍ଡି,୨୩।୬(ଅଶେଷ ନାଥ ମିଶ୍ର): ପୂର୍ବତନ ବିଧାୟକ ସ୍ବର୍ଗତ ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭାମଣ୍ଡପରେ ସ୍ମୃତି…

10 months ago

ନଦୀକୂଳରେ ବଉଳାକୁମ୍ଭୀର ବସା

ମହାକାଳପଡ଼ା,୨୩ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ନଦୀ ନାଳଘେରା ଅଞ୍ଚଳରେ ବହୁସଂଖ୍ୟାରେ କୁମ୍ଭୀର ଘୂରି ବୁଲୁଛନ୍ତି। ଅନେକ ସମୟରେ ଲୋକେ ନଦୀ ନାଳରେ ପ୍ରବେଶ କରିବା…

10 months ago

ଜିଲାରେ ପାଳନ ହେଉନି ସରକାରୀ ନିୟମ: ବିଧାୟକ ଆଣିଲେ ସାଂଘାତିକ ଅଭିଯୋଗ

ଦେବଗଡ଼,୨୩ା୬(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଜିଲାରେ ସରକାରୀ ନିୟମ ପାଳନ ହେଉନି। ସରକାର ଭିଏଲ୍‌ଏଲ୍‌ ମାଧ୍ୟମରେ ନିର୍ମାଣ କାର୍ଯ୍ୟ କରିବାର ଡିଣ୍ଡିମ ପିଟିଥିଲେ ହେଁ ଅଧିକରୁ ଅଧିକ…

10 months ago

ବରଗଡ଼ରେ ହେବ ହଳଧର ନାଗ ଜାତୀୟ ସେମିନାର

ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ରେ ସମ୍ବଲପୁରୀ-କୋଶଲି ଭାଷାର ପ୍ରଥିତଯଶା ଲୋକକବି ପଦ୍ମଶ୍ରୀ ପ୍ରାପ୍ତ ହଳଧର ନାଗ ଓ ତାଙ୍କ ସାହିତ୍ୟ ସଂକ୍ରାନ୍ତରେ ଦ୍ୱିଦିବସୀୟ ଜାତୀୟ ସେମିନାର ଅନୁଷ୍ଠିତ ହେବ। ଏ…

10 months ago

ଭିତ୍ତିଭୂମି ଅଭାବ, ମଣ୍ଡିରେ ଧାନ ଗଜା

ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ସବୁଠାରୁ ଅଧିକ ଧାନ ଉପତ୍ାଦନ ଯୋଗୁଁ ଜିଲାର ଏଭଳି ପରିଚୟ ରହିଛି। ମାତ୍ର ଏଠାରେ ଧାନବିକ୍ରି ସମସ୍ୟା…

10 months ago

ସୋଲଫୁଲରେ ଝଲସିବ ୩ ରଥ: ସେବାରେ ଗୁରୁଜଙ୍ଗ ଭୋଇ ପରିବାର

ଖୋର୍ଦ୍ଧା,୨୩ା୬(ପ୍ରଭାତ ପାଣିଗ୍ରାହୀ)ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା। ବଡ଼ଦାଣ୍ଡରେ ଗଡ଼ିବ ରଥ। ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ରତ୍ନବେଦି ଛାଡ଼ି ଭାଇଭଉଣୀଙ୍କୁ ଧରି ଗୁଣ୍ଡିଚାକୁ ବିଜେ କରିବେ ମହାପ୍ରଭୁ…

10 months ago

ନବୀନଙ୍କ ଆରୋଗ୍ୟ କାମନା କରି ଦୀପଦାନ କଲେ ବିଜେଡି କର୍ମୀ

ତୁଣ୍ଡଲା/କର୍ଲାମୁଣ୍ଡା, ୨୨।୬(ଫିରୋଜ କୁମାର ଦାଶ/ପ୍ରଦୀପ କୁମାର ସାହୁ)-ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆରୋଗ୍ୟ କାମନା କରି କଳାହାଣ୍ଡି ଜିଲା ନର୍ଲା ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ରବିବାର ଜିଲାର…

10 months ago

ତାଇୱାନରେ ବାଲୁକା କଳା ପ୍ରଦର୍ଶନ କଲେ ଓଡ଼ିଆ ପୁଅ ଓମ୍‌ପ୍ରକାଶ

କର୍ଲାମୁଣ୍ଡା, ୨୨।୬(ପ୍ରଦୀପ କୁମାର ସାହୁ)-ତାଇୱାନର ମ୍ୟାଓଲି ସହରରେ ଥିବା ଟଙ୍ଗସାଇଆଓ ବିଚ୍‌ରେ ଅନୁଷ୍ଠିତ ବାଲୁକା କଳା କର୍ମଶାଳାରେ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଯୋଗଦେଇଛନ୍ତି। ମୋ…

10 months ago

ଜାରକା ବିଭିନ୍ନ ଲଜ୍ ଉପରେ ଚଢ଼ାଉ, ଗାଡ଼ି ଯାଞ୍ଚ

ଧର୍ମଶାଳା,୨୨।୬( ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ଅଞ୍ଚଳରେ ଥିବା ବିଭିନ୍ନ ଲଜ ଉପରେ ଧର୍ମଶାଳା ପୋଲିସ ପକ୍ଷରୁ ରବିବାର ସଂନ୍ଧ୍ୟାରେ ଚଢ଼ାଉ କରାଯାଇଛି। ୧୬ ନଂ…

10 months ago