ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ କଲେ କୋର୍ଟ
କଟକ,୧୬ା୫: ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ। ଏଥିସହିତ ରାଜାଙ୍କ ୩ ସହଯୋଗୀଙ୍କ ଜାମିନ ଆବେଦନ ବି ଖାରଜ ହୋଇଛି। ମାନସ ବାରିକ, ଉତ୍କଳ ଦାସ, ସୁଶାନ୍ତ ସାମଲଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ଜଣପାଡ଼ିଛି। ସୂଚନାଯୋଗ୍ୟ, କେନ୍ଦୁଝର…
ଜଙ୍ଗଲରେ ଘର ନିର୍ମାଣକୁ ବାରଣ କରିବାରୁ ଫରେଷ୍ଟଗାର୍ଡଙ୍କୁ ମାଡ଼
ଝରିଗାଁ,୧୬ା୫(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ହାତିବାଡ଼ି ଗ୍ରାମର ଜଗନ୍ନାଥ ସାନ୍ତା ବେନିୟମ ଭାବେ ମାଟି ଓ ଇଟା ଦ୍ୱାରା ଘର ନିର୍ମାଣ କରୁଥିଲେ। କୌଣସି ପ୍ରକାରେ ଝରିଗାଁ ବନ ବିଭାଗ ଖବର ପାଇ ଝରିଗାଁ…
ଅବୈଧ ପ୍ରେମସମ୍ପର୍କକୁ ନେଇ ୨ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ
ବଲାଙ୍ଗୀର,୧୫ା୫(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅଞ୍ଚଳର ଏକ ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଅବୈଧ ପ୍ରେମ ସମ୍ପର୍କକୁ ନେଇ ଦୁଇ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ। ଏ ସମ୍ପର୍କରେ ଖବର ପାଇ ପୋଲିସ ସେମାନଙ୍କୁ ଉଦ୍ଧାର…
ବେଆଇନ ନିଶା କାରବାର: ମହିଳା ସମେତ ୬ ଗିରଫ
ନୂଆପଡ଼ା,୧୫ା୫ (ମକାରୁ ବେମାଲ): ନୂଆପଡ଼ା ଜିଲାକୁ ନିଶାମୁକ୍ତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଅପରେଶନ ଶୁଦ୍ଧି ଆରମ୍ଭ ହୋଇଛି। ବୁଧବାର ଏହି ଅପରେଶନ ସମୟରେ ଜିଲା ପୋଲିସକୁ ଏକ ବଡ ସଫଳତା ମିଳିଛି। ଚଢାଉ ବେଳେ ପୋଲିସ ୬ କିଲୋଗ୍ରାମ…
ମୋ’ ଝିଅକୁ ପୁରୁଷ ବନ୍ଧୁ ଠେଲି ମାରିଦେଇଛନ୍ତି, ଏମିତି ଅଭିଯୋଗ ଆଣିଲେ ମା’
ଭୁବନେଶ୍ୱର,୧୫ା୫: ଭୁବନେଶ୍ୱରସ୍ଥିତ ଖଣ୍ଡଗିରି-ଜାଗମରା ପଞ୍ଚସଖା ନଗରରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଏଠାରେ ଥିବା ଏକ ଓୟୋ ହୋଟେଲ ତଳୁ ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ମିଳିବା ପରେ ଏହାକୁ ନେଇ ତନାଘନା ଚାଲିଛି। ପୁରୁଷ ବନ୍ଧୁଙ୍କ ନାଁରେ ହତ୍ୟା ଅଭିଯୋଗ…
ପୁଣି ଜେଲ ଗଲେ ନିରଞ୍ଜନ ରାଉତ
ଧର୍ମଶାଳା,୧୪।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ନିର୍ବାଚନମଣ୍ଡଳୀର ୧୩ ନଂ ଜୋନର ପୂର୍ବତନ ବିଜେଡି ଜିଲାପରିଷଦ ସଦସ୍ୟ ନିରଞ୍ଜନ ରାଉତ ପୁଣି ଥରେ ଗିରଫ ହୋଇ ଜେଲ ଯାଇଛନ୍ତି। ପୂର୍ବରୁ ଚାଲିଥିବା ଏକ ମାମଲାକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିରଞ୍ଜନ…
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା ଶେଷ: ୨୮ରେ ପ୍ରକାଶ ପାଇବ ରାୟ
ପାଟଣାଗଡ଼,୧୪ା୫( ସଚ୍ଚିଦାନନ୍ଦ ମହାକୁର): ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ବୁଧବାର ଉଭୟ ପକ୍ଷର ଓକିଲଙ୍କ ମଧ୍ୟରେ ପାଟଣାଗଡ଼ ଅତିରିକ୍ତ ଜିଲା ଦୌରାଜଜ୍ଙ୍କ କୋର୍ଟରେ ବିତର୍କ ପ୍ରକିୟା ଶେଷ ହୋଇଯାଇଛି। ଆସନ୍ତା ୨୮ରେ ଏହି ମାମଲାର ରାୟ…
ବିବାହ ପରଠାରୁ ନବବଧୂଙ୍କ ଉପରେ ଆରମ୍ଭ ହୋଇଥିଲା ଅତ୍ୟାଚାର, ୪ ବର୍ଷ ପରେ ଅଧିକ ଯୌତୁକ ଆଣିବାକୁ କହି ଶେଷରେ…
ଧର୍ମଶାଳା,୧୪ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ନେଉଳପୁର କଣ୍ଟାବଣିଆଁ ସଂଖ୍ୟାଲଘୁ ସାହିରେ ଯୌତୁକ ପାଇଁ ଜଣେ ବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଚହଟା ମୁସଲମାନ ସାହିର ମହମ୍ମଦ ସବିରଙ୍କ ଝିଅ ଆରଜୁ ବାନୁ ଚାରିବର୍ଷ…
ଧରାପଡ଼ିଲା ଆନ୍ତଃଜିଲା ଡକାୟତ ଦଳ: ବିପୁଳ ପରିମାଣର ସୁନା ଅଳଙ୍କାର ସହ ଦେଶୀ ବନ୍ଧୁକ-ଖଣ୍ଡା ଜବତ
ସାଲେପୁର,୧୪ା୫(ଅରବିନ୍ଦ ଭୂୟାଁ): କଟକ ଜିଲା ସମେତ ଓଡ଼ିଶାର ଭିଭିନ୍ନ ଜିଲାରେ ଡକାୟତି ମାମଲା ଘଟାଇ ଫେରାର ହୋଇଯାଉଥିବା ଡକାୟତି ଦଳକୁ କଟକ ଜିଲା ଗ୍ରାମାଞ୍ଚଳ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। କଟକ ଜିଲାର ସାଲେପୁର, ମାହାଙ୍ଗା ଓ ନେମାଳ ଅଞ୍ଚଳରେ…
ଅଡ଼ବା ପୋଲିସକୁ ବଡ଼ ସଫଳତା, ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ୨ ମାଫିଆଙ୍କୁ ବାନ୍ଧିଲା…
ମୋହନା,୧୩।୫( ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ପଞ୍ଚାୟତ ଯୋଡ଼ାଆମ୍ବ ଗାଁ ନିକଟରୁ ଏକ ୧୦ ଚକିଆ ଟ୍ରକ ଯୋଗେ ପଞ୍ଜାବକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ଏନେଇ ଅଡବା ପୋଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିବା…
ଜାଲ୍ ନୋଟ୍ କାରବାରର ମାଷ୍ଟରମାଇଣ୍ଡ ଗିରଫ
ଭଦ୍ରକ,୧୨ା୫(ସନାତନ ରାଉତ): ଜାଲ୍ ନୋଟ୍ କାରବାର ଅଭିଯୋଗରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଶନିବାର ଜଣଙ୍କୁ ଗିରଫ କରିଥିବା ବେଳେ ରବିବାର ରାତିରେ ଏହି ରାକେଟର ମାଷ୍ଟର ମାଇଣ୍ଡକୁ ଯାଜପୁର ଜିଲା ଦଶରଥପୁର ଥାନା ଛଞ୍ଚିଣା ଗ୍ରାମରୁ ତାଙ୍କ ଘରୁ ଗିରଫ କରିଛି…
ଯୁବକଙ୍କ ସହ ମହିଳାଙ୍କର ଚାଲିଥିଲା ଲୁଚାଚୋରା ପ୍ରେମ, ଦୁହେଁ ଗୋଟିଏ ଘର ଭିତରେ ଥିବାବେଳେ, ଗ୍ରାମବାସୀ ପହଞ୍ଚି…
ଆନନ୍ଦପୁର,୧୨ା୫(ସୁଶାନ୍ତ କୁମାର ସାହୁ): କଥାରେ ଅଛି, ପ୍ରେମ ଅନ୍ଧ। ଯେତେବେଳେ ପ୍ରେମ ହୁଏ ସେତେବେଳେ ଜଣେ ସବୁ କିଛି ଭୁଲିଯାଏ। ପୁଅ, ଝିଅ, ବାପା, ମା’ , ଘର, ପରିବାର ସବୁ କିଛ। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର…
Archives


