କରୋନା ଭାଇରସ୍‌

ଲକ୍‌ଡାଉନ୍‌ ନ ମାନି ଜରିମାନା ଗଣିଲେ ଶତାଧିକ ଲୋକ: ଦୁଇଦିନରେ ୨୯ ଗିରଫ

ଝାରସୁଗୁଡ଼ା ଅଫିସ,୨୬।୩: କରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ସମେତ ବିଭିନ୍ନ କଟକଣା କରାଯାଇଛି। ଏହି ପରିସ୍ଥିତିରେ ମଧ୍ୟ ଲୋକେ ଘରୁ ବାହାରକୁ ବାହାରୁଛନ୍ତି। ତେବେ ଘରୁ ମୋଟରସାଇକେଲ ନେଇ ବାହାରକୁ ଆସୁଥିବା ତିନି ଶହରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କଠାରୁ...

ରାଜ୍ୟରେ ନାହାନ୍ତି ଜଣେ ବି କରୋନା ରୋଗୀ: ନିର୍ମାଣ ହେଲାଣି ଆଇସୋଲେଶନ ସେଣ୍ଟର

ଗୁଆହାଟୀ,୨୬।୭: କରୋନା ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତରେ ମଧ୍ୟ ତା’ର ଉପସ୍ଥିତି ଜାହିର କରି ସାରିଛି। ଭାରତରେ ସବୁ ରାଜ୍ୟରେ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ଆସାମ କିନ୍ତୁ କରୋନାଠାରୁ ଦୂରେଇ...

ଭେଣ୍ଟିଲେଟରର ବିକଳ୍ପ ତିଆରି କଲେ ଭାରତୀୟ ଡାକ୍ତର: କରୋନା ସଂକ୍ରମିତଙ୍କ ଲାଗି ହେବ ଉପଯୋଗୀ

ନୂଆଦିଲ୍ଲୀ,୨୬।୩: କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ କେତେକ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥାଏ। ଗୁରୁତର କରୋନା ସଂକ୍ରମିତଙ୍କ ଲାଗି ଭେଣ୍ଟିଲେଟର ଗୁରୁତ୍ୱପୂର୍ଣ୍ଣ। ଏପରିସ୍ଥଳେ ଦେଶରେ ମାତ୍ର ୪୪ ହଜାର ଭେଣ୍ଟିଲେଟର ରହିଛି। କିନ୍ତୁ ଏହାର ଆବଶ୍ୟକତା ପୂରଣ ଲାଗି ଭାରତୀୟ...

ଲକ୍‌ଡାଉନ୍‌ ଯୋଗୁ ଅନ୍ୟ ରାଜ୍ୟକୁ ଚାଲିକି ଯାଉଛନ୍ତି ଲୋକେ

ନୂଆଦିଲ୍ଲୀ,୨୬।୩: କରୋନା ଭାଇରସ୍‌ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ପରିସ୍ଥିତି ସୃଷ୍ଟି ହୋଇଛି। ଲକ୍‌ଡାଉନ୍‌ ଯୋଗୁ ସାଧାରଣ ଜୀବନ ଏକପ୍ରକାର ଠପ୍‌ ହୋଇଯାଇଛି। ଏଭଳି ସ୍ଥିତିରେ ଦୂରଦୂରାନ୍ତରୁ ଆସିଥିବା ଶ୍ରମିକଙ୍କ ସମସ୍ୟା ବଢ଼ିଯାଇଛି। ଗାଡିମଟର ଚାଲୁ ନ ଥିବା ବେଳେ...

ଗରିବଙ୍କ ପାଇଁ ୧.୭ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ: କରୋନା ଯୋଦ୍ଧାଙ୍କୁ ୫୦ଲକ୍ଷର ମେଡିକାଲ ଇନସ୍ୟୁରାନ୍ସ

ନୂଆଦିଲ୍ଲୀ,୨୬।୩: କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଗରିବଙ୍କ ପାଇଁ ୧.୭ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଗରିବ ଓ ପ୍ରବାସୀ ଶ୍ରମିକଙ୍କୁ ପ୍ରଧାନମନ୍ତ୍ରୀ...

କରୋନା ପ୍ରଭାବ: କର୍ମଚାରୀଙ୍କ ଦରମା କାଟ୍‌ କଲା ଜୋମାଟୋ

ନୂଆଦିଲ୍ଲୀ,୨୬।୩: ସାରା ପୃଥିବୀ କରୋନା ଆତଙ୍କରେ ରହିଛି। ଏପରି ସ୍ଥଳେ ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ ଡାଉନ୍‌ ଜାରି କରାଯିବା ସହିତ ବିଭିନ୍ନ ବ୍ୟବସାୟିକ ସଂସ୍ଥାର ଦୈନଦିନ କାର୍ଯ୍ୟକୁ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଫଳରେ...

ଦେଶରେ ଲକ୍‌ଡାଉନ୍‌ ପରିସ୍ଥିତି: ଦୂରଦର୍ଶନରେ ପୁଣି ପ୍ରସାରିତ ହେବ ରାମାୟଣ-ମହାଭାରତ

ନୂଆଦିଲ୍ଲୀ,୨୬।୩: ମହାମାରୀ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଲୋକମାନେ ଘରେ ବନ୍ଦୀ ହୋଇ ରହିଛନ୍ତି। ଘରେ ରହି ଲୋକମାନେ ଭିନ୍ନ ଉପାୟରେ ନିଜର ସମୟ କାଟୁଛନ୍ତି। କରୋନା ଯୋଗୁ...

ଲକ୍‌ଡାଉନ୍‌ କଟକଣାକୁ ନେଇ ଚାଷୀ ଆତଙ୍କିତ: ପରିବା ବିକ୍ରି ନ ହେବା ଭୟ ଦେଖାଇ ଶସ୍ତା ଦରରେ କିଣୁଛନ୍ତି ଦଲାଲ

ବାଲେଶ୍ୱର ଅଫିସ,୨୬।୩: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ବାଇଗଣବାଡ଼ିଆର ଚାଷୀମାନେ କରୋନା କଟକଣା ଲାଗି ଚିନ୍ତାରେ। ସେମାନଙ୍କ କହିବା ଅନୁଯାୟୀ, ସେମାନେ ଚାଷ କରୁଥିବା ପନିପରିବା । ଭୁବନେଶ୍ୱର, କଟକ, ପୁରୀ, ବାଲେଶ୍ୱର ସମେତ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳକୁ ଯାଇଥାଏ।...

ଲକ୍‌ଡାଉନ୍‌ ବେଳେ ୮୦ ଛାତ୍ରୀଛାତ୍ରଙ୍କୁ ଏକତ୍ରିତ କରି ଟ୍ୟୁଶନ କରୁଥିଲେ ଶିକ୍ଷକ: ବାନ୍ଧିନେଲା ପୋଲିସ

ରାଜନଗର,୨୬।୩: କରୋନା ମୁକାବିଲା ଲାଗି ରାଜ୍ୟ ଓ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହା ସହ ସ୍କୁଲ କଲେଜ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଥିଲା। କେହି ଏକତ୍ରିତ ନ ରହି ଦୂରତା ରକ୍ଷା ଲାଗି ଘୋଷଣା କରିଥିଲେ ମଧ୍ୟ...

ଲକ୍‌ ଡାଉନ୍‌ ଦେଲାନି କାମ: ଗୋଟିଏ ଦିନରେ ୧,୪୨୧ ମୁଣ୍ଡ ନେଲା କରୋନା

ମାଦ୍ରିଦ୍‌/ରୋମ,୨୬।୩: କରୋନା ସଂକ୍ରମଣ ପୃଥିବୀର ସମସ୍ତ ଦେଶରେ ଆତଙ୍କ ଜାରି ରଖିଛି। ସ୍ପେନ୍‌ ଏବଂ ଇଟାଲିରେ ସୁରକ୍ଷା ଦୃଷ୍ଟିରୁ ଲକ୍‌ ଡାଉନ୍‌ ଜାରି ହେବା ପରେ ମଧ୍ୟ ଗୋଟିଏ ଦିନରେ ୧,୪୨୧ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସ୍ପେନ୍‌ରେ ସରକାର ଗତ...

ଲକ୍‌ ଡାଉନ୍‌ ସମୟରେ ଘର ପାଖରେ ପହଞ୍ଚିବ ଅତ୍ୟାବଶ୍ୟକ ସାମଗ୍ରୀ

ନଏଡ଼ା,୨୬।୩: ଲକ୍‌ ଡାଉନ୍‌ ସମୟରେ ଲୋକେ ଘରୁ ବାହାରକୁ ବାହାରିବା କଷ୍ଟକର ବ୍ୟାପାର ହୋଇଯାଇଛି। ଏହି ସମୟରେ ଲୋକଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିବ ବୋଲି କହିଛନ୍ତି ନଏଡା ପ୍ରଶାସନ। ଯେଉଁମାନେ ହୋମ୍‌ ଡେଲିଭରି ଦେବେ ସେମାନେ ଉପଯୁକ୍ତ ସୁରକ୍ଷା...

ଭାଜପାର ମହାଭୋଜ ଅଭିଯାନ ଆରମ୍ଭ: ପ୍ରତିଦିନ ୫କୋଟି ଲୋକଙ୍କୁ ଦିଆଯିବ ଭୋଜନ

ନୂଆଦିଲ୍ଲୀ,୨୬।୩: କରୋନା ଭାଇରସ୍‌ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ଦିନ ଯାଏଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ହେଲେ ଏହି ଲକ୍‌ଡାଉନ୍‌ ସମୟରେ ଗରିବ, ଶ୍ରମିକ ଓ ଦିନମଜୁରିଆଙ୍କ ସମସ୍ୟା ବଢ଼ିଯାଇଛି। ତେଣୁ ଏମାନଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri