ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ କନଷ୍ଟେବଳ
ବଲାଙ୍ଗୀର ଅଫିସ, ୩୦।୩ (ଡି.ଏନ.ଏ.)-କରୋନା ସଂଗ୍ରମଣକୁ ରୋକିବାକୁ ସାରା ଦେଶକୁ କେନ୍ଦ୍ର ସରକାର ଲକ୍ ଡାଉନ କରିଛନ୍ତି। ନିୟମ ନ ମାନିଲେ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ମଧ୍ୟ ରହିଛି। ହେଲେ ବଲାଙ୍ଗୀରରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିଭାଗକୁ ବଦନାମ…
ବିଶ୍ୱର ପ୍ରଥମ କରୋନା ପଜିଟିଭ୍ ଥିଲେ ଜଣେ ମହିଳା, ବର୍ତ୍ତମାନ ଅଛନ୍ତି ସୁସ୍ଥ
ବେଜିଂ: ଚାଇନାର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ୍ ଏପର୍ଯ୍ୟନ୍ତ ପ୍ରାୟ ୩୪,୦୦୦ ଲୋକଙ୍କ ଜୀବନ ନେଇ ସାରିଲାଣି। ସେଥିମଧ୍ୟରୁ ଇଟାଲୀରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୧୦,୭୦୦ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୭ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି।…
ଗୋଟିଏ ପରିବାରର ୧୩ ଜଣ କରୋନାରେ ପୀଡ଼ିତ
ମିରଠ,୩୦।୩: ଉତ୍ତରପ୍ରଦେଶର ମିରଠରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଠାରେ ଏବେ ଗୋଟିଏ ପରିବାରର ୧୩ ଜଣ କରୋନା ଭାଇରସରେ ପୀଡ଼ିତ ଥିବା ଜଣାପଡିଛି। ଏମାନଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି। କାରଣ ଉକ୍ତ ପରିବାରର ୪୬ ଜଣଙ୍କ…
ଏପ୍ରିଲ ୭ ସୁଦ୍ଧା ରାଜ୍ୟ ହେବ କରୋନା ମୁକ୍ତ: କେସିଆର
ହାଇଦ୍ରାବାଦ,୩୦।୩: ସାରା ଦେଶରେ କରୋନା ଭାଇରସ୍ ଆତଙ୍କ ଖେଳାଇବାରେ ଲାଗିଛି। ଦିନକୁ ଦିନ କରୋନା ଭାଇରସ୍ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ତେଲେଙ୍ଗାନାରେ କରୋନା ଭାଇରସ୍ରେ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ପ୍ରତିକ୍ରିୟା…
ଲକ୍ଡାଉନ୍ରେ ସ୍ତ୍ରୀଙ୍କ ପାଇଁ ଔଷଧ ଆଣିବାକୁ ଘୋଡ଼ାରେ ଗଲେ ବୃଦ୍ଧ
ସୋଲାପୁର,୩୦।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍ଡାଉନ୍ ଜାରି କରାଯାଇଛି। ଏହି ସମୟରେ ଯାନବାହନ ଚଳାଚଳ କରୁ ନ ଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି।…
କରୋନା ଭୂତାଣୁ ନଷ୍ଟ କରିବା ଲାଗି ରାସ୍ତାରେ ହଳଦୀ-ନିମପତ୍ର ପାଣି ଛିଞ୍ଚିଲେ ଲୋକେ
ରାମନାଥପୁରମ୍,୩୦।୩: ଭାରତରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ବହୁ ଅଞ୍ଚଳରେ ରାସ୍ତାଘାଟକୁ ବିଶୁଦ୍ଧ କରିବା ଲାଗି ସାନିଟାଇଜର ସ୍ପ୍ରେ କରାଯାଉଛି। ତେବେ ତାମିଲନାଡୁର ରାମନାଥପୁରମ୍ ଜିଲାର ମୁଥୁକୁଲାଥୁର ଠାରେ ଥିବା ପେରିୟାର ଗାଁରେ ଲୋକେ ରାସ୍ତାରେ ହଳଦୀ ଓ ନିମପତ୍ର…
୨୧ ଦିନକୁ ବୃଦ୍ଧି ହେଲା କ୍ୱାରାଣ୍ଟାଇନ୍ ପିରିୟଡ
ଭୂଟାନ,୩୦।୩: କରୋନା ଭାଇରସର କ୍ୱାରାଣ୍ଟାଇନ୍ ପିରିୟଡକୁ ଭୂଟାନରେ ୨୧ ଦିନ ପାଇଁ ବୃଦ୍ଧି କରାଯାଇଛି। ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏତେ ଅଧିକ ନ ଥିଲେ ବି ସତର୍କତା ଦୃଷ୍ଟିରୁ ଏବେ କ୍ୱାରାଣ୍ଟାଇନ୍ ପିରିୟଡକୁ ୨୧ ଦିନ ବୃଦ୍ଧି କରାଯାଇଥିବା କୁହାଯାଏ।…
ହସ୍ପିଟାଲରୁ ଘରକୁ ଫେରି ପୁଅକୁ କୋଳେଇ ପାରିଲେନି ଡାକ୍ତର, ଭିଡିଓ ଦେଖିଲେ ଆଖିରେ ରହିବନି ଲୁହ
ରିୟାଦ: କରୋନା ଭାଇରସ୍ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଏହି ପରିସ୍ଥିତିରେ ଡାକ୍ତରମାନେ ରୋଗୀଙ୍କ ଜୀବନ ରକ୍ଷା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଅବିରତ ସେବା ଯୋଗାଇ ଚାଲିଛନ୍ତି। ହସ୍ପିଟାଲରେ ଦୀର୍ଘ ସମୟ କାମ କରିବା ସମୟରେ…
ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କଲେ ବିରୁଷ୍କା
ମୁମ୍ବାଇ: ଦେଶରେ ମହାମାରୀ କରୋନା ଭାଇରସ୍ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଲକ୍ଡାଉନ୍ କରିଛନ୍ତି। ଏଥିସହ କରୋନା ବିରୋଧରେ ଜାରି ରହିଥିବା ଲଢ଼େଇ ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିବେଦନ…
୪୫୦ କିଲୋମିଟର ଚାଲି ଚାଲି ଯାଇ କାର୍ଯ୍ୟରେ ଯୋଗଦେଲେ ଯବାନ
ରାଜଗଡ଼,୩୦।୩: ଉତ୍ତରପ୍ରଦେଶ ଇଟାଓ୍ବାର ଜଣେ ଯବାନ ନିଜ କାର୍ଯ୍ୟକୁ କେତେ ସମ୍ମାନ କରନ୍ତି ତାହା ଏବେ ଦେଖିବାକୁ ମିଳିଛି। ଦିଗବିଜୟ ଶର୍ମା ନାମକ ଜଣେ କନଷ୍ଟେବଳ ମଧ୍ୟପ୍ରଦେଶର ରାଜଗଡରେ କାମ କରନ୍ତି। ନିକଟରେ ତାଙ୍କ ସ୍ନାତକ ପରୀକ୍ଷା ଥିବାରୁ ସେ ଇଟାଓ୍ବା…
କରୋନା ସହାୟତା: ୧ ଲକ୍ଷ ଟଙ୍କା ଦେଲେ ମନୁ ଭାକର
ନୂଆଦିଲ୍ଲୀ,୩୦।୩(ପି.ଟି.): ଶୁଟିଂ ସେନସେଶନ ମନୁ ଭାକର କାରୋନା ଭାଇରସ ମୁକାବିଲା ପାଇଁ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି। ସେ ହରିୟାଣା ସରକାରଙ୍କୁ ଏହି ଅର୍ଥ ପ୍ରଦାନ କରିଛନ୍ତି। ହରିୟାଣାର ଝାଜ୍ଜର ଜିଲରେ ଜନ୍ମ ଗ୍ରହଣ କରିଥିବା ୧୮ ବର୍ଷୀୟ ଏହି…
ଏମ୍କେସିଜିରେ ପୁଣି ୪ କରୋନା ସନ୍ଦିଗ୍ଧ: ଗୋଟିଏ ପରିବାରର ୩
ବ୍ରହ୍ମପୁର ଅଫିସ,୩୦।୩: ବିଶବ୍ୟାପୀ ଆତଙ୍କ ସୃଷ୍ଟି କରି ଚାଲିଥିବା କରୋନା ଭୂତାଣୁକୁ ନେଇ ଦକ୍ଷିଣ ଓଡ଼ିଶାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। କାରଣ ଏଠାକାର ଗୋଟିଏ ପରେ ଗୋଟିଏ ସନ୍ଦିଗ୍ଧ ଡାକ୍ତରଖାନାରେ ଭର୍ତ୍ତି ହେବାରେ ଲାଗିଛନ୍ତି। ଏମ୍କେସିଜି ମେଡିକାଲରେ ଶନିବାର ୫ ଜଣ…
Archives


