କରୋନା ଭାଇରସ୍‌

ପାକିସ୍ତାନକୁ ଧୋକା ଦେଲା ଚାଇନା

ଇସ୍‌ଲାମାବାଦ,୫ ।୪: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ଏକ ପ୍ରକାର ସାରା ବିଶ୍ୱକୁ ବ୍ୟାପି ଗଲାଣି କହିଲେ ଚଳେ । ତେବେ ଏହି ଭାଇରସଠାରୁ ଦୂରେଇ ରହିବାକୁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିବା ବେଳେ…

ଏହି ଅଭିନେତ୍ରୀଙ୍କ ସୋସାଇଟିରେ କରୋନା ରୋଗୀ ଚିହ୍ନଟ ହେବା ପରେ ଆପାର୍ଟମେଣ୍ଟକୁ କରାଗଲା ସିଲ୍‌

ମୁମ୍ବାଇ,୫।୫: କରୋନା ଭାଇରସ୍‌ ସାରା ଦେଶରେ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଭାରତରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ହଜାରରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଏହାକୁ ରୋକିବା ପାଇଁ ସରକାର ଯଥାସମ୍ଭବ ପ୍ରଚେଷ୍ଟା ଚଳାଇଛନ୍ତି। ଇତିମଧ୍ୟରେ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେଙ୍କ ଆପାର୍ଟମେଣ୍ଟକୁ…

କରୋନା ଭାଇରସକୁ ନେଇ ପାକ୍ ପ୍ରଧାନମନ୍ତ୍ରୀଙ୍କର ରହିଛି ଅନ୍ଧବିଶ୍ୱାସ

ଇସ୍‌ଲାମାବାଦ,୫ ।୪: କରୋନା ଭାଇରସ ଏବେ ଆମେରିକା ଭଳି ଶକ୍ତିଶାଳୀ ଦେଶକୁ ତା’କବଳକୁ ନେଇ ସାରିଥିବା ବେଳେ ସେଠାରେ ପ୍ରତିଦିନ ଶହ ଶହ ଲୋକଙ୍କ ଜୀବନ ଯିବା ଚିନ୍ତାର କାରଣ ପାଲଟିଛି । ହେଲେ କରୋନା ଭାଇରସକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କର…

ବିଶ୍ୱର ପ୍ରାୟ ୪୦ ସ୍ଥାନରେ ଏପର୍ଯ୍ୟନ୍ତ ମିଳିନାହାଁନ୍ତି ଜଣେ ବି କରୋନା ସଂକ୍ରମିତ!

ୱାଶିଂଟନ,୫ ।୪: କରୋନା ସଂକ୍ରମଣ ଏବେ ବିଶ୍ୱର ପ୍ରାୟ ୧୮୦ ଦେଶରେ ତା’ର କାୟା ବିସ୍ତାର କରିସାରିଥିବା ବେଳେ ଆମେରିକା ଭଳି ଶକ୍ତିଶାଳୀ ଦେଶ ବି କରୋନା ଆଗରେ ଯେମିତି ମୁଣ୍ଡ ନୁଆଇଁ ଦେଇଛି । ୟୁରୋପ ମଧ୍ୟ ଏବେ କରୋନାର…

କରୋନା ମୁକାବିଲା ପାଇଁ ଭାରତର ସହଯୋଗ ଲୋଡ଼ିଲେ ଟ୍ରମ୍ପ୍‌

ୱାଶିଂଟନ,୫ ।୪: କରୋନା ସଂକ୍ରମଣ ଯୋଗୁ ଆମେରିକାର ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି । ଏପରିସ୍ଥଳେ କରୋନା ମୁକାବିଲା ଲାଗି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ସରକାରଙ୍କ ସହାୟତା ଲୋଡ଼ିଛନ୍ତି । ଇତିମଧ୍ୟରେ ଆମେରିକାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା…

ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଅତିକ୍ରମ କଲା: ଟ୍ରମ୍ପ କହିଲେ ୨ ସପ୍ତାହ ମଧ୍ୟରେ ବଢିବ ମୃତ୍ୟୁ ସଂଖ୍ୟା

ୱାଶିଂଟନ,୫ ।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଆସନ୍ତା ୨ ସପ୍ତାହ ମଧ୍ୟରେ ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିବ । ଯାହା ବିଗତ ସପ୍ତାହଠାରୁ ଅଧିକ ହେବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଏବେ ଆମେରିକାରେ…

ଦେଶରେ ଗତ ୧୨ ଘଣ୍ଟାରେ ୩୦୨ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୫ ।୪: ଦେଶରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୧୨ ଘଣ୍ଟାରେ ୩୦୨ ନୂଆ ରୋଗୀ ଚିହ୍ନଟ ହେବା ପରେ ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୩୩୭୪ରେ । ଏମାନଙ୍କ ମଧ୍ୟରୁ ୩୦୩୦ ଚିକିତ୍ସିତ ହେଉଥିବା…

ଆସିଲା ଭଲ ଖବର: ଆଣ୍ଟି-ପାରାସାଇଟ୍ ଔଷଧ ଦ୍ୱାରା ୪୮ ଘଣ୍ଟାରେ ନଷ୍ଟ ହେଲା କରୋନା ଭୂତାଣୁ !

ନୂଆଦିଲ୍ଲୀ/ମେଲବୋର୍ନ,୫।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି । ତେବେ କରୋନା ଭୂତାଣୁକୁ ମାତ୍ର ୪୮ ଘଣ୍ଟାରେ ନଷ୍ଟ କରାଯାଇଥିବା ଖବର ମିଳିଛି । ଅଷ୍ଟ୍ରେଲିଆର ବୈଜ୍ଞାନିକ ଏଭଳି ଚମତ୍କାର କରି ଦେଖାଇଛନ୍ତି । ଏକ ଆଣ୍ଟି-ପାରାସାଇଟ୍ ଔଷଧର…

କରୋନା ପଜିଟିଭ୍ ଚିହ୍ନଟ ପାଇଁ ଭାରତୀୟ ବୈଜ୍ଞାନିକ ତିଆରି କଲେ ପେପର ଷ୍ଟ୍ରିପ୍ କିଟ୍‌: ମାତ୍ର ୫୦୦ ଟଙ୍କାରେ ହେବ ପରୀକ୍ଷା

ନୂଆଦିଲ୍ଲୀ,୫।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ସଂକ୍ରମିତଙ୍କୁ ଚିହ୍ନଟ କରିବା ଯାଞ୍ଚ୍ ବ୍ୟବସ୍ଥାରେ ଅଧିକ ଲାଗୁଥିବାରୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ଅସୁବିଧା ଦେଖାଦେଉଛି । ତେବେ ବିଜ୍ଞାନ ଏବଂ ଔଦ୍ୟୋଗିକ…

ଲକ୍‌ଡାଉନ୍‌: ୯୦ ଦେଶର ୪୫୦ କୋଟିରୁ ଅଧିକ ଲୋକ ଘରେ ବନ୍ଦ; ଆଇନ ନ ମାନିଲେ ଜରିମାନା-ଜେଲ୍‌ଦଣ୍ଡ-ଗୁଳି କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ/ୱାଶିଂଟନ,୫।୪: ପୃଥିବୀର ୨୦୫ଟି ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥ୍‌ିତି ଅସମ୍ଭାଳ ହେବାରେ ଲାଗିଛି । ଏପରିସ୍ଥଳେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ୍ ଦେଶର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହାଯୋଗୁ ୯୦ ଦେଶର ୪୫୦ କୋଟିରୁ…

ରାଜ୍ୟରେ ଆଉ ଏକ କରୋନା ଆକ୍ରାନ୍ତ ଚିହ୍ନଟ: କଳାହାଣ୍ଡିରେ ପ୍ରଥମ କରୋନା ପଜିଟିଭ

ଭୁବନେଶ୍ୱର, ୪।୩(ବ୍ୟୁରୋ): ରାଜ୍ୟରେ ଆଉ ଏକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। କଳାହାଣ୍ଡି ଜିଲ୍ଲାର ୨୯ବର୍ଷୀୟ ଯୁବକ କରୋନା ଭୁତାଣୁରେ ସଂକ୍ରମିତ ହୋଇଛନ୍ତି। ସେ ବହାରିନରୁ ଫେରିଥିବା ଜଣାପଡ଼ିଛି। ଏହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ କିଏ ଆସିଛନ୍ତି, ତାଙ୍କୁ ବର୍ତ୍ତମାନ ଟ୍ରେସ କରାଯାଉଛି।…

୩୩ ରିପୋର୍ଟ ନେଗେଟିଭ

ଅନୁଗୋଳ ଅଫିସ, ୪।୪- ଅନୁଗୋଳ ଜିଲାରେ ଥିବା କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ଓ ସ୍ବାବ ଭୁବନେଶ୍ବର ପଠାଯାଇଥିଲା। ମୋଟ ୧୩୩ ନମୁନା ମଧ୍ୟରୁ ୫୮ଟି ନେଗେଟିଭ ଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବାକି ୭୫ଟି ରକ୍ତ ନମୁନା ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri