କରୋନା ଭାଇରସ୍‌

ଦିନକରେ ୫୬ ହଜାର ଆକ୍ରାନ୍ତ

ଓ୍ବାଶିଂଟନ/ରୋମ୍‌/ଲଣ୍ଡନ,୬ା୪ : ବିଶ୍ୱବ୍ୟାପୀ କରୋନା ଭାଇରସ୍‌ ଉଗ୍ରରୂପ ଦେଖାଇଛି। ବିଶ୍ୱର ୨୦୫ ଦେଶରେ ସେ ନିଜର ଅଧିକାର ଜାହିର କରିବା ସହ ୧୨ ଲକ୍ଷ ୫୦ ହଜାର ଲୋକଙ୍କୁ ନିଜ କବ୍ଜାକୁ ନେଇଛି। ଅଦ୍ୟାବଧି ମୃତ୍ୟୁସଂଖ୍ୟା ୬୮ ହଜାର ଛୁଇଁଥିବା ବେଳେ…

କରୋନା ସଂକ୍ରମଣ ରୋକିବା ଲାଗି ଦେଶବ୍ୟାପୀ ଲାଗୁ ହୋଇପାରେ ଭୀଲ୍‌ଓ୍ବାଡ଼ା ମଡେଲ

ନୂଆଦିଲ୍ଲୀ,୬।୪: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଦେଶବ୍ୟାପୀ ରାଜସ୍ଥାନର ଭୀଲଓ୍ବାଡ଼ାରେ ହୋଇଥିବା କାର୍ଯ୍ୟକ୍ରମ ଲାଗୁ କରାଯିବାକୁ ଯୋଜନା କରାଯାଉଛି। ଗତ ମାସରେ ଭୀଲଓ୍ବାଡ଼ା ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ଏହାକୁ ହଟ୍‌ସ୍ପଟ୍‌ ଭାବେ ଘୋଷଣା…

କରୋନା ମୁକାବିଲା ପ୍ରସ୍ତୁତି: ୨ ବର୍ଷ ପାଇଁ ମିଳିବନି ଏମ୍‌ପି ଫଣ୍ଡ୍‌

ନୂଆଦିଲ୍ଲୀ,୬।୪: ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଆସନ୍ତା ୨ ବର୍ଷ ପାଇଁ ଏମ୍‌ପି ଫଣ୍ଡ୍‌ ମିଳିବନି ବୋଲି କ୍ୟାବିନେଟ୍‌ ବୈଠକରେ ସ୍ଥିର ହୋଇଛି। ବୈଠକରେ ୧୯୫୪ ସଂସଦୀୟ ଅଧିନିୟମ ସଂଶୋଧନ ପ୍ରସ୍ତାବକୁ…

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ: ଟୁଇନ୍‌ ସିଟିରୁ ପ୍ରାୟ ୨ ହଜାର ଗାଡ଼ି ଜବତ

ଭୁବନେଶ୍ୱର, ୬।୪(ବ୍ୟୁରୋ): କରୋନା (କୋଭିଡ୍‌-୧୯)ର ମୁକାବିଲା ପାଇଁ କେନ୍ଦ୍ର ସରକାର ୨୧ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହାକୁ ଆହୁରି କଡ଼ାକଡ଼ି କରିବା ପାଇଁ ରାଜ୍ୟ ସରକାର ୪୮ ଘଣ୍ଟିଆ ସଡ୍‌ଡାଉନ୍‌ କରିଥିଲେ। ସଟ୍‌ଡାଉନ୍‌ ଉଠିଯାଇଥିଲେ ମଧ୍ୟ ଲକ୍‌ଡାଉନ୍‌ ଜାରି ରହିଛି। ତେବେ…

ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି, ପ୍ରଧାନମନ୍ତ୍ରୀ କେୟାରସ୍‌ ଫଣ୍ଡକୁ ୩୪.୨ ଲକ୍ଷ ଦାନ କଲେ ରାଜ୍ୟପାଳ

ଭୁବନେଶ୍ୱର, ୬।୪ (ବ୍ୟୁରୋ): କୋଭିଡ୍‌-୧୯ର ମୁକାବିଲା ପାଇଁ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ଯୋଗାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏହି କ୍ରମରେ ରାଜନେତାଙ୍କଠାରୁ ଆରମ୍ଭ କରି ଶିଳ୍ପପତି, କ୍ରୀଡାବିତ୍‌, ଫିଲ୍ମ ତାରକା, ଜନପ୍ରତିନିଧି, ସାମାଜିକ ସଂଗଠନ ଏବଂ…

କଟକ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ୧୯; ସମସ୍ତ ରିପୋର୍ଟ ନେଗେଟିଭ୍‌ : ଜିଲାପାଳ

କଟକ ଅଫିସ,୬।୪: କଟକ ସହରର ପ୍ରଥମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୯ଜଣ ଆସିଥିବା ପ୍ରାରମ୍ଭିକ ପର୍ଯ୍ୟାୟରେ ଜଣାପଡ଼ିଛି। ସେମାନଙ୍କ ନମୂନା ସଂଗ୍ରହ କରାଯାଇଥିଲା। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଥିବା କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ ସୋମବାର କହିଛନ୍ତି। ତେବେ ବର୍ତ୍ତମାନ…

ଲକ୍‌ଡାଉନ୍ ସମୟରେ ୯୦ ପ୍ରତିଶତ କମିଛି ହତ୍ୟା-ବଳାତ୍କାର ଭଳି ମାମଲା

ନୂଆଦିଲ୍ଲୀ,୬ ।୪: କରୋନା ଭାଇରସ ସଂକ୍ରମଣକୁ ଦେଖି ସାରା ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ତେବେ ଏହି ସମୟରେ ହତ୍ୟା-ବଳାତ୍କାର ଭଳି ମାମଲାରେ ୯୦ ପ୍ରତିଶତ କମ୍ ସଂଖ୍ୟା ଦେଖାଯାଇଛି ବୋଲି କହିଛି ଦିଲ୍ଲୀ…

ନିଜାମୁଦ୍ଦିନ୍‌ରେ ଧାର୍ମିକ ସମାବେଶ ପାଇଁ କିଏ ଦେଇଥିଲେ ଅନୁମତି: ଶରଦ ପାଓ୍ବାର

ନୂଆଦିଲ୍ଲୀ,୬।୪: ଦିଲ୍ଲୀର ନିଜାମୁଦ୍ଦିନ୍‌ଠାରେ ହୋଇଥିବା ତବଲିଘ୍‌ ଜମାତ୍‌ ଯୋଗୁ ଦେଶବ୍ୟାପୀ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ନେଇ ଏବେ ରାଜନୈତିକସ୍ତରରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି। ଏଠାରେ ଧାର୍ମିକ ସମାବେଶ ଆୟୋଜନ କରିବା ଲାଗି ଆୟୋଜକଙ୍କୁ କିଏ ଅନୁମତି ଦେଇଥିଲେ…

କରୋନା ମୁକାବିଲା: ବମିଖାଲରେ ବଢ଼ିଲା ସାନିଟାଇଜ୍‌ ବ୍ୟବସ୍ଥା

କଟକରୋଡ, ୬।୪ (ଡି.ଏନ୍‌.ଏ.): ରାଜଧାନୀ ଭୁବନେଶ୍ୱରର କେତେକ ଅଞ୍ଚଳରେ କରୋନା ଭୂତାଣୁ ବ୍ୟାପିବା ନେଇ ସାନିଟାଇଜ ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ରବିବାର ବମିଖାଲ ଅଞ୍ଚଳରେ ଗୋଟିଏ ଦିନରେ ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅଗ୍ନିଶମ ବିଭାଗ ଓ…

ମହିଳା ଡାକ୍ତରଙ୍କ ଅଢେଇ ବର୍ଷର ଶିଶୁ କରୋନା ପଜିଟିଭ

ଲକ୍ଷ୍ନୌ,୬ ।୪: ଉତ୍ତରପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ଏମିତି ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । କାନାଡାରୁ ଆସିଥିବା ଜଣେ ମହିଳା ଡାକ୍ତରଙ୍କ ଅଢେଇ ବର୍ଷର ଶିଶୁ କରୋନାରେ ସଂକ୍ରମିତ…

ସମ୍‌ରେ ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ: ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬।୪(ବ୍ୟୁରୋ): ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସୋମବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ସମ୍‌ରେ କୋଭିଡ-୧୯ ହସ୍ପିଟାଲର ଉଦ୍‌ଘାଟନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ…

ଅମାନିଆଙ୍କୁ ସାବାଡ଼ କଲା ପୋଲିସ: ଅପରାହ୍ନ ୧ଟା ସୁଦ୍ଧା ୮୪୭ ବାଇକ୍‌ ଜବତ

ଭୁବନେଶ୍ୱର,୬।୪(ବ୍ୟୁରୋ): କରୋନା (କୋଭିଡ୍‌-୧୯)ର ମୁକାବିଲା ପାଇଁ କେନ୍ଦ୍ର ସରକାର ୨୧ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହାକୁ ଆହୁରି କଡ଼ାକଡ଼ି କରିବା ପାଇଁ ରାଜ୍ୟ ସରକାର ୪୮ ଘଣ୍ଟିଆ ସଡ୍‌ଡାଉନ୍‌ କରିଥିଲେ। ସଟ୍‌ଡାଉନ ଶେଷ ହେବା ପରେ ଅର୍ଥାତ୍‌ ସୋମବାର ସକାଳେ ରାଜଧାନୀରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri