କରୋନା ଭାଇରସ୍‌

ଦିଲ୍ଲୀରୁ ଆସିଲା ଖୁସି ଖବର: କରୋନାକୁ ହରାଇଲେ ୮୨ବର୍ଷୀୟ ବ୍ୟକ୍ତି

ନୂଆଦିଲ୍ଲୀ,୭।୪: ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଦିଲ୍ଲୀରେ ଏପର୍ଯ୍ୟନ୍ତ କରୋନାରେ ୫୦୦ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି। ଯେଉଁଥିରେ ତବଲିଘ ଜମାତର ୩୩୦ ମାମଲା ଥିବା ଜଣାପଡ଼ିଛି। ଇତିମଧ୍ୟରେ ଦିଲ୍ଲୀରୁ ଏକ ଖୁସିଖବର ଆସିଛି।…

ନିଜ ସାହିରେ ପରିବା ଦୋକାନ ଖୋଲିବେ ଗଞ୍ଜାମ ବ୍ୟବସାୟୀ

ଗଞ୍ଜାମ, ୭।୪(ଡି.ଏନ୍‌.ଏ.): କରୋନା ଭୟ ଥମିବାର ନା ଧରୁନି l ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି l ଯାହା ରାଜ୍ୟ ସରକାର ଓ ଜିଲା ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି l ଏଥିପାଇଁ ଲକ୍‌ଡାଉନ…

ଲକ୍‌ଡାଉନ୍‌ ହଟିବା ପରେ ବି ରହିବ କଟକଣା !

ନୂଆଦିଲ୍ଲୀ,୭।୪: ଦେଶରେ କରୋନା ସଂକ୍ରମଣକୁ ରୋକିବାକୁ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏବେ ଏହା ପୂରଣ ହେବାକୁ ଆଉ ମାତ୍ର ୭ ଦିନ ବାକି ଥିବା ବେଳେ ଲକ୍‌ଡାଉନ୍‌ ଖୋଲିବାକୁ ନେଇ ଉପୁଜୁଛି ସଂଶୟ। ଶୁଣିବାକୁ ମିଳିଛି କି ଲକ୍‌ଡାଉନ୍‌ର…

କାଗଜ ଟଙ୍କାରେ ୪ ଦିନ, ସର୍ଜିକାଲ ମାସ୍କ୍‌ରେ ୭ ଦିନ ପର୍ଯ୍ୟନ୍ତ ସକ୍ରିୟ ରୁହେ କରୋନା ଭୂତାଣୁ: ଶପିଂ ବ୍ୟାଗ୍‌କୁ ଗୋଟେ ଦିନ ରଖନ୍ତୁ ଅଲଗା !

ବେଜିଂ,୭।୪: କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। କରୋନା ଭୂତାଣୁର ସର୍ଜିକାଲ ମାସ୍କ୍‌ରେ ୭ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ। ତେଣୁ ଏହାକୁ ନ ଛୁଇଁବା ପାଇଁ ହଂକଂର ବିଶେଷଜ୍ଞମାନେ କହିଛନ୍ତି। ଏନେଇ ଏକ ରିପୋର୍ଟ ଲାସେଣ୍ଟ୍‌…

ମୁମ୍ବାଇର ଓ୍ବୋକାର୍ଡ ହସ୍ପିଟାଲରେ ୩ଡାକ୍ତରଙ୍କ ସମେତ ୫୪ଜଣ ନର୍ସିଂ ଷ୍ଟାଫ୍‌ କରୋନା ପଜିଟିଭ୍‌

ମୁମ୍ବାଇ,୭।୪: ଦେଶରେ କରୋନା ଭାଇରସ୍‌ ସଂକ୍ରମଣରେ ଅତ୍ୟଧିକ ପ୍ରଭାବିତ ହୋଇଛି ମୁମ୍ବାଇ। କରୋନା କବଳରୁ ଏବେ ମୁମ୍ବାଇର ହସ୍ପିଟାଲ ମଧ୍ୟ ବର୍ତ୍ତି ପାରିନାହିଁ। ମୁମ୍ବାଇର ପ୍ରସିଦ୍ଧ ଓ୍ବୋକାର୍ଡ ହସ୍ପିଟାଲରେ ୩ଡାକ୍ତରଙ୍କ ସମେତ ୫୪ଜଣ ନର୍ସିଂ ଷ୍ଟାପ୍‌ କରୋନା ପଜିଟିଭ୍‌ ହୋଇଥିବା ସୂଚନା…

କଟକରୁ ୧୪ ଶହ ବାଇକ ଜବତ, ୨ ଲକ୍ଷ ଜରିମାନା ଆଦାୟ

କଟକ ଅଫିସ,୭।୪: କରୋନା(କୋଭିଡ-୧୯) ଭୂତାଣୁର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କଟକଣା ଜାରି କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ବଜାରକୁ ବାଇକ ନ ନେବାକୁ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଲୋକେ ଏହାକୁ ମାନୁ…

କରୋନା ପ୍ରତିରୋଧ ଲାଗି ପୁରୁଷୋତ୍ତମପୁରରେ ବିଶୋଧନ ପ୍ରକ୍ରିୟା ଆରମ୍ଭ, ଏନ୍‌ଏସି ପକ୍ଷରୁ ମାସ୍କ, ହ୍ୟାଣ୍ଡ ୱାସ୍‌ ବଣ୍ଟନ

ପୁରୁଷୋତ୍ତମପୁର, ୭।୪(ଡି.ଏନ୍‌.ଏ.): କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣ ମୁକାବିଲା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ଜାରିରହିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିିଲା ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର ନାୟକ ଓ ଏନ୍‌ଏସି ନିର୍ବାହୀ ଅଧିକାରୀ ନାଗେଶ୍ବର ରାଓଙ୍କ ତତ୍ତ୍ୱାବଧାନରେ ମଙ୍ଗଳବାର…

ସତର୍କ ନ ହେଲେ କିଛି ଅଞ୍ଚଳରେ କରୋନା ପହଞ୍ଚିବ ଥାର୍ଡ ଷ୍ଟେଜରେ !

ନୂଆଦିଲ୍ଲୀ,୭।୪: ଡରାଉଛି କରୋନା। ଏହାର ସଂକ୍ରମଣ ଆଗରେ ଆମେରିକା ଭଳି ଦେଶ ହାର ମାନିଥିବା ବେଳେ ଭାରତ ଏହାଠାରୁ ଦୂରେଇ ରହିବାକୁ ସବୁ ପ୍ରକାର ପ୍ରୟାସ ଜାରି ରଖିଛି। ହେଲେ କିଛି ଅଞ୍ଚଳରେ ଏହା କ୍ରମାଗତ ଭାବେ ବଢି ଚାଲିଥିବା ବେଳେ…

ସ୍ମେଲ୍‌ ଟେଷ୍ଟ୍‌ରୁ ଜଣାପଡୁଛି କରୋନା ସଂକ୍ରମଣ ସୂଚନା

ସିଓଲ,୭।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ସଂକ୍ରମିତଙ୍କ ଚିହ୍ନଟ କରିବା ଲାଗି ବିଭିନ୍ନ ପ୍ରକାରର ପରୀକ୍ଷା କରାଯାଉଥିବାବେଳେ ଦକ୍ଷିଣ କୋରିଆରେ ସ୍ମେଲ୍‌ ଟେଷ୍ଟ୍‌ ଦ୍ୱାରା କରୋନା ସଂକ୍ରମଣର ପ୍ରାରମ୍ଭିକ ଲକ୍ଷଣ ସମ୍ପର୍କରେ ଜାଣି ହେଉଛି। ଦକ୍ଷିଣ କୋରିଆରେ…

୨୪ ଘଣ୍ଟାରେ କରୋନା ସଂକ୍ରମଣରେ ୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୭।୪: ଦିନକୁ ଦିନ ବଢୁଛି କରୋନା ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୩୫୪ ନୂଆ ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ କରୋନା ସଂକ୍ରମଣଙ୍କ ସଂଖ୍ୟା ୪,୪୨୧ରେ ପହଞ୍ଚିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ…

କେନ୍ଦ୍ରାପଡ଼ାରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ; ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଲେ ପରିବାର, ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ଆଳିର ୧୧ ଗାଁ ସିଲ୍‌

କେନ୍ଦ୍ରାପଡ଼ା ଅଫିସ, ୭ା୪: କେନ୍ଦ୍ରାପଡ଼ା ଜିଲାରେ ପ୍ରଥମ କରୋନା ପଜିଟିଭ ବ୍ୟକ୍ତି ସୋମବାର ଚିହ୍ନଟ ହୋଇଛନ୍ତି। ଆଳି ଅଞ୍ଚଳର ଏହି ଚିହ୍ନଟ ବ୍ୟକ୍ତିଙ୍କୁ ଜିଲା ପ୍ରଶାସନ ସହାୟତାରେ କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ସୋମବାର ରାତିରୁ ଆଳିର ଉକ୍ତ ଗ୍ରାମକୁ…

ତେଲଙ୍ଗାନାରେ ପୁଣି ୧୪ ଦିନ ବଢ଼ିବ ଲକ୍‌ଡାଉନ୍‌

ହାଇଦ୍ରାବାଦ,୭।୪: ଭାରତରେ ଲକ୍‌ଡାଉନ୍‌ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଥିବା ବେଳେ ପରିସ୍ଥିତିକୁ ଦେଖି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବାର ସମ୍ଭାବନା ରହିଛି। ହେଲେ ତେଲଙ୍ଗାନାରେ ଲକ୍‌ଡାଉନ୍‌ ଏପ୍ରିଲ ୧୪ ପରେ ପୁଣି ୨ ସପ୍ତାହ ବୃଦ୍ଧି କରାଯିବ ବୋଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri