କରୋନା ଭାଇରସ୍‌

ଖାଇବାକୁ ନ ପାଇ ଘରମୁହାଁ ହେଉଥିଲେ ପଶ୍ଚିମବଙ୍ଗର ୧୧ ଶ୍ରମିକ: ଉଦ୍ଧାର ପରେ ରଖାଗଲା ଆଇସୋଲେଶନ ସେଣ୍ଟରରେ

ଛତ୍ରପୁର, ୧୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ୧୬ ନମ୍ବର ଜାତୀୟ ରାଜପଥରୁ ମଙ୍ଗଳବାର ପୂର୍ବାହ୍ନରେ ପଶ୍ଚିମବଙ୍ଗର ୧୧ ଶ୍ରମିକଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। ପରେ ସେମାନଙ୍କୁ ଛତ୍ରପୁର ବ୍ଲକ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅଧୀନ କାଳିଆବାଲି ଆଇସୋଲେଶନ ସେଣ୍ଟରରେ ରଖାଯାଇଛି।…

ଲକ୍‌ଡାଉନ୍‌: ଶଗଡ଼ରେ ବ୍ୟବଚ୍ଛେଦ ପାଇଁ ନିଆଗଲା ମୃତଦେହ

ମିରଟ,୧୪।୪: କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତରେ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ପରିବହନ ବ୍ୟବସ୍ଥା ମଧ୍ୟ ବନ୍ଦ ହୋଇଯାଇଛି। ଉତ୍ତରପ୍ରଦେଶ ମିରଟର ବାଗପତ ଅଞ୍ଚଳର ଗୋରିପୁରରେ ଜଣେ ୧୮ ବର୍ଷ ବୟସ୍କା ସିତାରାଙ୍କର କିଡ୍‌ନୀ ଷ୍ଟୋନ୍‌ ସମସ୍ୟା ଯୋଗୁ ଯନ୍ତ୍ରଣା…

ଯାଜପୁର ଜିଲାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ: କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା ହେଲା ସାନତ୍ରିଲୋଚନପୁର ଓ ସଇପୁର

ଯାଜପୁର ଅଫିସ,୧୪।୪: ରାଜ୍ୟରେ ଚିହ୍ନଟ ହୋଇଥିବା ୫୬ ନମ୍ବର କରୋନା ଆକ୍ରାନ୍ତ ଯାଜପୁର ଜିଲା ଯାଜପୁର ବ୍ଲକ ଜାଫରପୁର ପଞ୍ଚାୟତ ସାନତ୍ରିଲୋଚନପୁର ଗ୍ରାମର। ଏ ନେଇ ମଙ୍ଗଳବାର ଜିଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ଏହା ଜଣାପଡ଼ିବା ପରେ ସାନତ୍ରିଲୋଚନପୁର…

ପାକିସ୍ତାନର ୨୦ ଡାକ୍ତର କରୋନାରେ ସଂକ୍ରମିତ

ଇସ୍‌ଲାମାବାଦ,୧୪।୪: ପାକିସ୍ତାନରେ କରୋନା ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ଅତିକ୍ରମ କରି ସାରିଛି। ଏହାର ପଞ୍ଜାବ ଅଞ୍ଚଳରେ ସର୍ବାଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ…

ପରିବା ଚାଷରେ ମନ ଦେଲେ ଜୁହି

ମୁମ୍ବାଇ: କରୋନା ଭୂତାଣୁ ଭୟରେ ଲୋକେ ବାହାରକୁ ବାହାରୁ ନାହାନ୍ତି। ସାମାଜିକ ଦୂରତ୍ୱ ପାଳନ କରୁଛନ୍ତି। ସେଲିବ୍ରିଟିମାନେ ଏଥିରୁ ବାଦ୍‌ ଯାଇନାହାନ୍ତି। କେହି ରୋଷେଇ କରିବା, ଜିମ୍‌ରେ ସମୟ କଟାଇବା କିମ୍ବା ଅନ୍ୟ କୌଣସି କାମରେ ସମୟ ବିତାଉଥିବା ଜଣାପଡ଼ିଛି। ଲକ୍‌ଡାଉନ୍‌…

ଘଷିର ହୋମ୍‌ ଡେଲିଭରି

ଭୋପାଳ: ସାରା ଦେଶରେ ଲକ୍‌ଡାଉନ୍‌ ପାଇଁ ଅନ୍‌ଲାଇନ୍‌ ସେବାକୁ ବନ୍ଦ କରି ଦିଆଯାଇଛି। କିନ୍ତୁ ଗୋବରରୁ ତିଆରି ହେଉଥିବା ଘଷି ଏବେ ହୋମ୍‌ ଡେଲିଭରି ହେଉଛି। ଏମିତିକି ୧୦ ଟଙ୍କାରେ ମିଳୁଥିବା ଘଷିକୁ ଏବେ ଲୋକେ ୩୦ ଟଙ୍କାରେ କିଣୁଛନ୍ତି। ମଧ୍ୟପ୍ରଦେଶର…

ଫଲ୍ସ୍‌ ନେଗେଟିଭ୍‌ ବ୍ୟକ୍ତି: କରୋନା ଲଢ଼େଇରେ ସାଜିଛନ୍ତି ସୁପର ସ୍ପ୍ରେଡର !

ନୂଆଦିଲ୍ଲୀ,୧୪।୪: ଭାରତରେ କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣକୁ କିପରି ରୋକାଯିବ ସେନେଇ ବହୁ ଉଦ୍ୟମ ଜାରି ରହିଛି। କରୋନା ଲକ୍ଷଣ ଦେଖାଦେଉଥିବା ଲୋକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ତେବେ କେତେକଙ୍କ…

ସଫେଇ କର୍ମଚାରୀଙ୍କ ବଦାନ୍ୟତା

ହାଇଦ୍ରାବାଦ: ଅନ୍ୟକୁ ଦାନ କରିବା କି ସାହାଯ୍ୟ ସହଯୋଗ କରିବା ପାଇଁ ପାଖରେ ପ୍ରଚୁର ଅର୍ଥର ଆବଶ୍ୟକତା ନ ଥାଏ। ବିଶାଳ ହୃଦୟ ଥିବା ଲୋକେ ହିଁ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି। ଏହାର ଏକ ଉଦାହରଣ ହେଉଛନ୍ତି…

କରୋନା ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ: ଗଞ୍ଜାମ ଜିଲାପାଳଙ୍କୁ ଫୋନକରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୧୪।୪(ଡି.ଏନ୍‌.ଏ.): କରୋନା ମୁକାବିଲା ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ବହୁତ ଭଲ କାମ କରୁଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଜିଲାପାଳଙ୍କୁ ଫୋନ୍‌ କରି ତାଙ୍କର ପ୍ରଶଂସା କରିଛନ୍ତି। ମଙ୍ଗଳବାର ଜିଲାପାଳ ଟୁଇଟକରି ଏ…

ରାସ୍ତା ଉପରେ ପଡ଼ିଛି ଟଙ୍କା

ଜୟପୁର: ରାସ୍ତା ଉପରେ ପଡ଼ିଛି ୧୦ ଟଙ୍କିଆ ନୋଟ୍‌। ଲକ୍‌ଡାଉନ ବେଳେ ଏମିତି ଏକ ଖବର ଶୁଣି ଲୋକେ ଭୟଭୀତ ହୋଇ ଯାଇଥିଲେ। ହୁଏତ ନୋଟ୍‌ ମାଧ୍ୟମରେ କେହି କରୋନା ଭାଇରସ୍‌ ସଂକ୍ରମଣ କରାଇବାକୁ ଚାହୁଁଥିବ ଭାବି ସତର୍କ ହୋଇଯାଇଥିଲେ। ଏମିତି…

ଲକ୍‌ଡାଉନ୍‌ରେ ଡ୍ରୋନ୍‌ ଦ୍ୱାରା ପାନମସଲା ପଠାଉଥିବା ଟିକ୍‌ଟକ୍‌ ଭିଡ଼ିଓ ଭାଇରାଲ: ୨ ଗିରଫ

ଅହମଦାବାଦ,୧୪।୪: ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ରହିଛି। ତେବେ କେତେକ ଏହାର ଗୁରୁତ୍ୱକୁ ହୃଦୟଙ୍ଗମ କରିପାରୁ ନ ଥିବା ମନେ ହେଉଛି। ଗୁଜରାଟରେ ୨ ଜଣ ଯୁବକ ଲକ୍‌ଡାଉନ୍‌ ସମୟରେ ଡ୍ରୋନ୍‌ ଦ୍ୱାରା ପାନମସଲା…

ନିମପତ୍ରରେ ଦେଶୀ ମାସ୍କ

ରାଞ୍ଚି: କରୋନା ଭାଇରସ୍‌ ସଂକ୍ରମଣ ରୋକିବାକୁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିପାଇଁ ଲଢ଼େଇ କରିବାକୁ ହେଲେ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ। ମାସ୍କ ପିନ୍ଧିବା ହେଉଛି ସୁରକ୍ଷା କବଚ। ସେଥିଲାଗି ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri