କରୋନା ଯୋଦ୍ଧାଙ୍କୁ ଶୁଭେଚ୍ଛା ବାର୍ତ୍ତା
ନୂଆଦିଲ୍ଲୀ: କରୋନା ଭାଇରସ୍ ମୁକାବିଲାରେ ଏବେ ଡାକ୍ତରମାନେ ପ୍ରକୃତ ଯୋଦ୍ଧା ସାଜିଛନ୍ତି। ନିଜ ଜୀବନକୁ ବାଜିଲଗାଇ ସେମାନେ ରୋଗୀମାନଙ୍କର ସେବା କରୁଛନ୍ତି। ଏଥିପାଇଁ ଅଷ୍ଟ୍ରେଲିଆର ଦୁଇଜଣ ଡାକ୍ତର ମ୍ୟାକ୍ସ ଏବଂ ଗ୍ରେଟା ସେମାନଙ୍କର ବିବାହ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ଦୁହେଁ ଦୁହିଙ୍କୁ…
କରୋନାକୁ ଡରି ଭୋକରେ ମରିବାକୁ ଚାହୁଁ ନାହାଁନ୍ତି ଇଟାଲିର ଜନସାଧାରଣ: ମରିବୁ ପଛେ ବାହାରକୁ ଯାଇ କରିବୁ କାମ !
ମିଲାନ,୧୬।୪: କରୋନା ସଂକ୍ରମଣ ଯୋଗୁ ଇଟାଲିର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ଜାରି ହୋଇଛି। ତେବେ ଏହାଦ୍ୱାରା ଅଣ-ସଂଗଠିତ କ୍ଷେତ୍ର ଏବଂ ନିଜେ ଛୋଟମୋଟ ବ୍ୟବସାୟ କରୁଥିବା ବହୁ ଲୋକଙ୍କ ପାଖରେ…
ଅଟକାଇ ପାରିନି କରୋନା: କାଳିଆ ପାଖରେ ପହଞ୍ଚାଇଲେ ଫୁଲ, ତୁଳସୀ
ପୁରୀ ଅଫିସ,୧୬ା୪: କରୋନା ଟାଣିଛି ଲକ୍ଷ୍ମଣରେଖା। ବାଇଶିପାହାଚ ଡେଇଁପାରୁନି ଭକ୍ତ। ହେଲେ ଅନେକ ଶ୍ରଦ୍ଧାଳୁଙ୍କ ମନ ବୁଝୁନି। କାଳିଆ ସାଆନ୍ତଙ୍କୁ କିଏ ସ୍ବପ୍ନରେ ଦେଖୁଛନ୍ତି ତ ଆଉ କିଏ ଭାବ ଭକ୍ତିରେ ହଜି ଯାଉଛନ୍ତି। ଏମିତି ଉଦାହରଣ ଅନେକ ରହିଛି, ଯେଉଁଥିପାଇଁ…
ଗଞ୍ଜମ ଜିଲା ପ୍ରଶାସନର ଅଭିନବ ପଦକ୍ଷେପ: ଅନ୍ଲାଇନ୍ରେ ୧୪ ଦିନିଆ ମାଗଣା ଡ୍ରଇଂ, ଫଟୋଶପ୍ ଶିକ୍ଷା
ଛତ୍ରପୁର,୧୬ା୪(ଡି.ଏନ୍.ଏ.): କରୋନା ପରିପ୍ରେକ୍ଷୀରେ ଗଞ୍ଜାମ ଜିଲାରେ ଲକ୍ଡାଉନ୍ ଓ ପ୍ରତ୍ୟହ ୧୯ଘଣ୍ଟା ସଟ୍ଡାଉନ୍ ଜାରି ରହିଛି। ସମସ୍ତେ ଘରେ ଅଛନ୍ତି। ବୋରିଂରୁ ମୁକ୍ତି ପାଇବା ସହ ଶିକ୍ଷା ଗ୍ରହଣ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ଅଭିନବ ପଦକ୍ଷେପ ଗ୍ରହଣ କରିଛି। ଏକ୍ସଜେନ୍…
ଘରୋଇ ହିଂସା ରୋକିବାକୁ ଜାରି ହେଲା ହେଲ୍ପଲାଇନ୍ ନମ୍ବର
ଭୁବନେଶ୍ୱର,୧୬ା୪ (ବ୍ୟୁରୋ): ଲକ୍ଡାଉନ୍ ବେଳେ ମହିଳାଙ୍କ ଉପରେ ଘରୋଇ ହିଂସା ବଢୁଥିବା ତଥ୍ୟ ସମ୍ନାକୁ ଆସିବା ପରେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଛିନ୍ତି। ଅଭ୍ୟାସଗତ ଅପରାଧୀ ଓ ଘରୋଇ ହିଂସାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ…
ରାଶନ କାର୍ଡରୁ ବଞ୍ଚିତ୍ତ ଗରିବଙ୍କୁ ଚାଉଳ, ଡାଲି ମିଳୁ
ଭୁବନେଶ୍ୱର, ୧୬ା୪(ବ୍ୟୁରୋ): ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାରେ ସବୁ ଗରିବ ପରିବାର ସାମିଲ ହୋଇପାରି ନାହାନ୍ତି। ସେହି ପରିବାର ସଦସ୍ୟଙ୍କୁ ମାଗଣାରେ ଚାଉଳ ଏବଂ ଡାଲି ଯୋଗାଇଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୁଧବାର ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର…
କରୋନା ଯୁଦ୍ଧରେ କର୍ତ୍ତବ୍ୟରତ ମହିଳା ଅଧିକାରୀ, ଧନ୍ୟବାଦ ଜଣାଇଲା ଜିଲା ପ୍ରଶାସନ
ବନ୍ତ,୧୬ା୪(ଡି.ଏନ୍.ଏ.) : ମହାମାରୀ କରୋନା ଲକ୍ଡାଉନ୍ ସମୟରେ ରାତିରେ ଲୋକେ ଘରୁ ବାହାରକୁ ବାହାରିବା ପାଇଁ ଭୟ କରୁଥିବା ବେଳେ ଭଦ୍ରକ ଜିଲା ବନ୍ତ ବ୍ଲକର ୨ ମହିଳା ଅଧିକାରୀ ଲୋକମାନଙ୍କ ସୁରକ୍ଷା ପାଇଁ ରାତିରେ ଘୂରି ବୁଲୁଛନ୍ତି। ଏହି ଦୁଇ…
ଚାଇନା ପଠାଇଲା ସାଢ଼େ ୬ ଲକ୍ଷ ଟେଷ୍ଟ୍ କିଟ୍: ୧୫ ମିନିଟ୍ରେ ସଂକ୍ରମିତ ହେବେ ଚିହ୍ନଟ !
ନୂଆଦିଲ୍ଲୀ,୧୬।୪: ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ଜାରି ରହିଛି। କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ଏବେ କରାଯାଉଥିବା ପରୀକ୍ଷାରେ ହାରାହାରି ୫ ଘଣ୍ଟା ଲାଗୁଛି। ତେବେ ଶୀଘ୍ର ଚିହ୍ନଟ କରିବା ଲାଗି ଚାଇନା ଭାରତକୁ…
ଲକ୍ଡାଉନ୍ ନିୟମ ଉଲ୍ଲଘଂନ: ୧୯ ହଜାର ଜରିମାନା ଆଦାୟ ସହ ଜଣେ ଚା’ ଦୋକାନୀ ଗିରଫ
ଜୁନାଗଡ଼,୧୬।୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଲକ୍ଡାଉନ୍ କଡ଼ାକଡ଼ି କରାଯାଇଛି। ଏହାକୁ ସଫଳ କରିବା ପାଇଁ ଜୁନାଗଡ଼ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ହେଳେ ଏହା ସତ୍ତ୍ବେ ବି କେତେକ ଅମାନିଆ ବାଇକ ଚାଳକ ଏହି ନିୟମକୁ ମାନୁନାହାନ୍ତି। ଜୁନାଗଡ଼…
କରୋନା ସଂକ୍ରମିତ ପିଜା ଡେଲିଭରି ବୟଙ୍କ ପାଇଁ ୭୨ ଜଣ କ୍ୱାରାଣ୍ଟାଇନରେ
ନୂଆଦିଲ୍ଲୀ,୧୬।୪: ଦେଶରେ ଧୀରେ ଧୀରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏହା ଦ୍ୱିତୀୟରୁ ତୃତୀୟ ଷ୍ଟେଜକୁ ଯିବାକୁ ଯେମିତି ଅନାଇ ରହିଛି। ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏଠାରେ ଜଣେ ପିଜା ଡେଲିଭରି ବୟ…
ହିତାଧିକାରୀଙ୍କୁ ୩ମାସର ରାସନ ସାମଗ୍ରୀ ବଣ୍ଟନ
ହାଟଡ଼ିହୀ,୧୬।୪(ଡି.ଏନ୍.ଏ.): କରୋନା ରୋଗର ମୁକାବିଲା ପାଇଁ କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଢେଙ୍କା ପଞ୍ଚାୟତରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଯୋଗାଣ ଅଧିକାରୀ ଶ୍ୟାମ ମାଝୀ ଓ ସରପଞ୍ଚ ନିମାଇଁ ସାମଲଙ୍କ ଉପସ୍ଥିତିରେ ଢେଙ୍କା ପଞ୍ଚାୟତର ହିତାଧିକାରୀଙ୍କୁ ଏପ୍ରିଲ, ମେ’ ଓ ଜୁନ…
ଗତ ୨୪ ଘଣ୍ଟାରେ ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ୨,୬୦୦
ଓ୍ବାଶିଂଟନ,୧୬।୪: ଗତ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ବୁଧବାର ଆମେରିକାରେ ସର୍ବାଧିକ ୨,୬୦୦ ଲୋକଙ୍କ ମୃତ୍ୟୁ ହୋଇଛି। ତେବେ କରୋନା ସଂକ୍ରମଣରେ କୌଣସି ଦେଶରେ ୧୪ ଘଣ୍ଟାରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେବା ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି।…
Archives


