ସୁରଟରୁ ଫେରିଲେ ୧୨୦ ପ୍ରବାସୀ ଓଡ଼ିଆ: କୋଲକାତାରୁ ଜଣେ ଚାଲି ଚାଲି ଆସିଲେ
ଔପଦା, ୪।୫(ଡି.ଏନ୍.ଏ.): ସୁରଟରୁ ୧୨୦ଜଣ ପ୍ରବାସୀ ଓଡ଼ିଆ ବସ୍ ଯୋଗେ ସୋମବାର ପହଞ୍ଚିଛନ୍ତି। ଆସିବା ବାଟରେ ଭଦ୍ରକରେ ଜଣେ, ସୋରରେ ୨, ଖଇରା ବ୍ଲକ ତୁଡ଼ିଗଡ଼ିଆରେ ୪ ଓ ଗଣ୍ଡିବେଡ଼ରେ ୨ଜଣ ଓହ୍ଲାଇଥିବା ବେଳେ ବାକି ୧୧୧ଜଣ ଅପରାହ୍ନ ୨ଟା ବେଳେ…
‘ଜିଲାରେ ହେଉ କୋଭିଡ୍ ପରୀକ୍ଷଣ କେନ୍ଦ୍ର’
ବାଲେଶ୍ୱର ଅଫିସ, ୪।୫: ରାଜ୍ୟର ୩ ଜିଲା ବାଲେଶ୍ୱର, ଭଦ୍ରକ ଓ ଯାଜପୁରକୁ କରୋନା ହଟ୍ସ୍ପଟ ଘୋଷଣା କରାଯାଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁ ଥିବା ବେଳେ ପ୍ରବାସୀ ଓଡ଼ିଆଙ୍କ ଆଗମନ ସ୍ଥିତିକୁ ଆହୁରି ସଙ୍ଗୀନ କରିପାରେ ବୋଲି ଆଶଙ୍କା…
ବଣିକ ସଂଘ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା
ଜୁନାଗଡ, ୪ା୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ ଜୁନାଗଡ ବଣିକ ସଂଘ ପକ୍ଷରୁ ସୋମବାର ଦିନରାତି ପରିଶ୍ରମ କରି କରୋନା ମହାମାରୀରୁ ରକ୍ଷା କରିବା ପାଇଁ ଲୋକଙ୍କୁ ସଚେତନ କରୁଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସ୍ଥାନୀୟ ଥାନାର ଅଧିକାରୀ ଉତ୍ତମ କୁମାର ସାହୁ…
କ୍ୱାରାଣ୍ଟାଇନ ଶେଷ ପରେ ଗାଁରେ ପହଞ୍ଚାଇଲାନି ପ୍ରଶାସନ: ରାତିରେ ଅଧାରାସ୍ତାରେ ଛାଡ଼ିଗଲେ ଡ୍ରାଇଭର
ମାଲକାନଗିରି,୪ା୫(ଡି.ଏନ୍.ଏ.) : କରୋନା ଭୂତାଣୁର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣକରି ଚାଲିଛନ୍ତି। ମାଲକାନଗିରି ଜିଲା ପ୍ରଶାସନ ଏହି ନିୟମକୁ କଡ଼ାକଡ଼ି ପାଳନ କରୁଛି। ବାହାର ରାଜ୍ୟରୁ ଆସୁଥିବା ଶ୍ରମିକଙ୍କୁ ସଙ୍ଗରୋଧ ଗୃହରେ ୧୪ ଦିନ…
କୋଟାରୁ ଫେରିଥିବା ଛାତ୍ରୀଛାତ୍ରଙ୍କ ସ୍ବାବ୍ ସଂଗ୍ରହ
ସୋନପୁର,୪।୫(ନି.ପ୍ର.): ଲକ୍ଡାଉନ୍ ଯୋଗୁଁ ରାଜସ୍ଥାନର କୋଟାରେ ଫସି ରହିଥିବା ସୁବର୍ଣ୍ଣପୁର ଜିଲାର ୩୭ ଛାତ୍ରୀଛାତ୍ର ସୋମବାର ସୋନପୁରରେ ପହଞ୍ଚତ୍ଛନ୍ତି । ୨ଟି ସ୍ବତନ୍ତ୍ର ବସ୍ରେ ମେଡିକାଲ କୋଚିଂ ନେଉଥିବା ଛାତ୍ରୀଛାତ୍ର ପହଞ୍ଚତ୍ବା ପରେ ସେମାନଙ୍କୁ ସିଧାସଳଖ ସରକାରୀ ଆଇଟିଆଇସ୍ଥିତ ଅସ୍ଥାୟୀ କୋଭିଡ…
କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ସିଲ୍ ହେଲା ବିଏସ୍ଏଫ୍ ମୁଖ୍ୟାଳୟ
ନୂଆଦିଲ୍ଲୀ,୪।୫: ଦିଲ୍ଲୀ ଲୋଧି ରୋଡ଼ର ଥିବା ବିଏସ୍ଏଫ୍ କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ସୋମବାର ଏହି ଖବର ଜଣାପଡ଼ିବା ପରେ ବିଏସଏଫ୍ର ମୁଖ୍ୟାଳୟର ୨ଟି ମହଲାକୁ ସିଲ୍ କରାଯାଇ ବିଶୋଧନ ପ୍ରକ୍ରିୟା ଜାରି ରହିଛି ବୋଲି ବିଏସ୍ଏଫ୍ର ଅଧିକାରୀ…
ସୁରଟରେ ପ୍ରବାସୀ ଶ୍ରମିକ-ପୋଲିସ ମୁହାଁମୁହିଁ
ସୁରଟ,୪।୫: କରୋନା ମହାମାରୀକୁ ରୋକିବା ପାଇଁ ସାରା ଦେଶରେ ତୃତୀୟ ଥର ଲକ୍ଡାଉନକୁ ବୃଦ୍ଧି କରାଯିବାରୁ ପ୍ରବାସୀ ଶ୍ରମିକମାନେ ଧର୍ଯ୍ୟହରା ହୋଇପଡ଼ିଛନ୍ତି। ଇତିମଧ୍ୟରେ ଗୁଜରାଟ ସୁରଟରେ ପ୍ରବାସୀ ଶ୍ରମିକ ଓ ପୋଲିସ ସୋମବାର ମୁହାଁମୁହିଁ ହୋଇଛନ୍ତି। ଦେଖୁ ଦେଖୁ ପରିସ୍ଥିତି ଏଭଳି…
CORONAVIRUS UPDATE: ଆଉ ୬ କରୋନା ପଜିଟିଭ ଚିହ୍ନଟ; ୧୬୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର, ୪।୫(ବ୍ୟୁରୋ): ରାଜ୍ୟରେ ଆଉ ୬ କରୋନା ପଜିଟିଭ ସୋମବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ତେବେ ଏହି ୬ଜଣଙ୍କ ମଧ୍ୟରେ ଯାଜପୁରର ୪ ଜଣ ହୋଇଥିବା ବେଳେ ଭଦ୍ରକର ୨ ପଜିଟିଭ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ରେ…
କରୋନା ଭୂତାଣୁ ଚାଇନାର ଉହାନ୍ ଲ୍ୟାବ୍ରୁ ଲିକ୍ ହୋଇଥିବାର ରହିଛି ପ୍ରମାଣ: ମାଇକ୍ ପୋମ୍ପିଓ
ଓ୍ବାଶିଂଟନ,୪।୫: ଚାଇନାର ଉହାନ୍ ସ୍ଥିତ ଲ୍ୟାବ୍ରୁ କରୋନା ଭୂତାଣୁ ଲିକ୍ ହୋଇଥିବାର ପ୍ରମାଣ ରହିଛି। ଏନେଇ ଆମେରିକା ସେକ୍ରେଟାରୀ ଅଫ୍ ଷ୍ଟେଟ୍ ମାଇକ୍ ପୋମ୍ପିଓ ସୂଚନା ଦେଇଛନ୍ତି। ପୂର୍ବରୁ ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଉନାକୁ ଦାୟୀ କରୁଥିବାବେଳେ ଏବେ ପୋମ୍ପିଓ…
ଅନ୍ଲାଇନ୍ ବ୍ଲିଜ୍ ଚେସ୍ ଟୁର୍ନାମେଣ୍ଟରୁ ୪ ଲକ୍ଷ ଟଙ୍କା ପାଣ୍ଠି ସଂଗ୍ରହ
ଚେନ୍ନାଇ,୪।୫ (ପି.ଟି.): ଚେସ୍ କେରଳ ଦ୍ୱାର ଆୟୋଜିତ ଏକ ଅନ୍ ଲାଇନ୍ ବ୍ଲିଜ୍ ଚେସ୍ ଟୁର୍ନାମେଣ୍ଟରୁ ୪ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରାଯାଇଛି। ଏହି ଅର୍ଥ କେରଳ ମୁଖ୍ୟମନ୍ତ୍ରୀଙ୍କ ଡିଷ୍ଟ୍ରେସ୍ ରିଲିଫ୍ ଫଣ୍ଡକୁ ପ୍ରଦାନ କରାଯିବ। କରୋନା ଭାଇରସ ମହାମାରୀ…
ଭାରତ ନ ଆସିଲେ ଅଷ୍ଟ୍ରେଲିଆ ପାଇଁ ହାନିକାରକ ହେବ: ଲାବୁସେନ୍
ସିଡ୍ନୀ,୪।୫ (ପି.ଟି.): କୋଭିଡ-୧୯ ମହାମାରୀ ସାରା ବିଶ୍ୱକୁ କବଳିତ କରିଛି। ତେବେ ମହାମାରୀ କାରଣରୁ ଯଦି ଭାରତ ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ନ ଆସେ ତା’ହେଲେ ଅଷ୍ଟ୍ରେଲିଆ ପାଇଁ ଏହା ନିହାତି ହାନୀକାରକ ହେବ ବୋଲି ଯୁବ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାର୍ନସ…
୨୦୨୨କୁ ଘୁଞ୍ଚିଲା ସନ୍ତରଣ ବିଶ୍ୱ ଚାମ୍ପିୟନଶିପ୍
ପ୍ୟାରିସ୍,୪।୫(ପି.ଟି.): ୨୦୨୧ ଗ୍ରୀଷ୍ମରେ ଜାପାନରେ ଆୟୋଜନ ହେବାକୁ ଥିବା ସନ୍ତରଣ ବିଶ୍ୱ ଚାମ୍ପିୟନଶିପ୍କୁ ଘୁଞ୍ଚାଇ ଦିଆଯାଇଛି। ୨୦୨୨ ମେ ପର୍ଯ୍ୟନ୍ତ ଏହି ମେଗା ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି। ଟୋକିଓ ଅଲିମ୍ପିକ୍ସକୁ ଘୁଞ୍ଚାଇ ଦିଆଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସନ୍ତରଣର…
Archives


