ସାମାଜିକ ଦୂରତ୍ୱକୁ ମାନୁନାହାନ୍ତି ଲୋକେ: ବ୍ୟାଙ୍କ ସମ୍ମୁଖରେ ପ୍ରବଳ ଭିଡ଼
ଚୌଦ୍ୱାର,୧୧।୫(ଡି.ଏନ୍.ଏ.): ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱକୁ ବିଶେଷ ଭାବେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ରାଜ୍ୟ ସରକାର ଅନେକ କଟକଣା ମଧ୍ୟ ଜାରି କରିଛନ୍ତି। ମାତ୍ର କଟକ ଜିଲାରେ…
ପୁରୀ ସହରରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ପରେ ରେଣୁକା ଗଳିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ
ପୁରୀ ଅଫିସ, ୧୧।୫: ପୁରୀ ସହରରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ତତ୍ପର ହୋଇପଡ଼ିଛି। ଆକ୍ରାନ୍ତ ରହୁଥିବା ସମୂଦ୍ର କୂଳ ରେଣୁକା ଗଳି ଲେନ୍ ଏବଂ ଏହାକୁ ସଂଯୋଗ କରୁଥିବା ଅନ୍ୟ କେତେକ ଗଳିକୁ…
ଆଜି ଚିହ୍ନଟ ୧୪ ପଜିଟିଭ୍ ମଧ୍ୟରୁ ୧୩ ସୁରଟ ଫେରନ୍ତା, ଜଣେ ପୂର୍ବ ଆକ୍ରାନ୍ତଙ୍କ ଦ୍ୱାରା ସଂକ୍ରମିତ
ଭୁବନେଶ୍ୱର,୧୧ା୫(ବ୍ୟୁରୋ) : ସୋମବାର ସକାଳେ ଚିହ୍ନଟ ହୋଇଥିବା ୧୪ କରୋନା ପଜିଟିଭ୍ଙ୍କ ମଧ୍ୟରୁ ଗଞ୍ଜାମର ୧୨, ସୁନ୍ଦରଗଡ଼ର ଜଣେ ଏବଂ କେନ୍ଦ୍ରାପଡ଼ାର ଜଣେ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମର ୧୨ ଆକ୍ରାନ୍ତ…
ମା’କ୍ଷୀରର ଚମତ୍କାରିତା: ବିନା ଔଷଧରେ କରୋନାକୁ ହରାଇଲା ୨୩ ଦିନର ଶିଶୁ !
ଆଗ୍ରା,୧୧।୫: କରୋନା ଏବେ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ଏହି ଅଦୃଶ୍ୟ ରୋଗକୁ ବିନା ଔଷଧରେ ହରାଇ ଦେଇଛନ୍ତି ଜଣେ ୨୩ ଦିନର ଶିଶୁ। ଆଗ୍ରାର ଜଣେ ୨୩ ଦିନର ଶିଶୁ ମାତ୍ର ୧୫ ଦିନ ମଧ୍ୟରେ କରୋନା…
ସିଲ୍ ହେଲା ଦିଲ୍ଲୀର ଶ୍ରମ ଶକ୍ତି ଭବନ
ନୂଆଦିଲ୍ଲୀ,୧୧।୫: ଶକ୍ତି ମନ୍ତ୍ରଣାଳୟର ଜଣେ କର୍ମଚାରୀ କରୋନାରେ ସଂକ୍ରମିତ ହେବା ପରେ ରାଜଧାନୀ ଦିଲ୍ଲୀରେ ଥିବା ଶ୍ରମ ଶକ୍ତି ଭବନକୁ ସୋମବାର ସିଲ୍ କରିଦିଆଯାଇଛି। ଏହାସହ ସମସ୍ତ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ କୁହାଯାଇଛି। ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଘରେ…
ସରକାରଙ୍କ ୧୨ଘଣ୍ଟିଆ କାର୍ଯ୍ୟଦିବସ ବୃଦ୍ଧି ନେଇ ଏଆଇଟିୟୁସି ମୌନ ପ୍ରତିବାଦ
ବଡ଼ବିଲ,୧୧।୫(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ପକ୍ଷରୁ ଦୈନିକ ଶ୍ରମ ସମୟ ୮ଘଣ୍ଟାରୁ ୧୨ଘଣ୍ଟାକୁ ବୃଦ୍ଧି କରାଯାଇଛି। ଏହାକୁ କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଏଆଇଟିୟୁସି କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ସଙ୍ଗଠନ ପକ୍ଷରୁ ସୋମବାର ମୌନ ପ୍ରତିବାଦ କରାଯାଇଛି। ଶ୍ରମିକ ନେତା କପିଳ ମହାନ୍ତିଙ୍କ ନେତୃତ୍ୱରେ…
ରାଜନଗରରେ ଆଉ ଜଣେ ପଜିଟିଭ ଚିହ୍ନଟ: କେନ୍ଦ୍ରାପଡ଼ା ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୯ରେ
ରାଜନଗର, ୧୧।୫(ଡି.ଏନ୍.ଏ.): ରାଜ୍ୟରେ ସୋମବାର ସକାଳେ ୧୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ବୋଲି ଜଣାପଡ଼ିଛି। ଆକ୍ରାନ୍ତ ଜଣଙ୍କ ଘଡ଼ିଆମାଳ ସଂଗରୋଧ ଗୃହରେ ରହିଥିଲେ। କରୋନା ପଜିଟିଭ ଜଣାପଡ଼ିବା ପରେ ତାଙ୍କୁ ରାଜନଗର…
ଦେଶରେ ୨୪ ଘଣ୍ଟାରେ ୪ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା
ନୂଆଦିଲ୍ଲୀ,୧୧।୫: ଚିନ୍ତାରେ ପକାଇଲାଣି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୪,୨୧୩ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭,୧୫୨ରେ ପହଞ୍ଚିଛି। ସୋମବାର ସକାଳେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ…
ସଙ୍ଗରୋଧରେ ରହିଲେ ରଥ ନିର୍ମାଣକାରୀ: ୨ ଭକ୍ତ ନିବାସରେ ୧୪୮ ସେବକ
ପୁରୀ ଅଫିସ,୧୧।୫: ଜୁନ୍ ୨୩ରେ ରଥଯାତ୍ରା। ତେଣୁ କମ୍ ସମୟରେ କିପରି ରଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହେବ ଓ ଧାର୍ଯ୍ୟ ସମୟ ମଧ୍ୟରେ କାମ ସରିବ ତାହାକୁ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ମହାମାରୀ କରୋନାକୁ ଦୃଷ୍ଟିରେ ରଖି ରଥ…
ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ: ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ବ୍ରହ୍ମପୁର ଆମ୍ବ ମାର୍କେଟ
ବ୍ରହ୍ମପୁର ଅଫିସ,୧୧ା୫: ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ଅଭିଯୋଗରେ ବ୍ରହ୍ମପୁର ମହାନଗର ନିଗମ ସୋମବାରଠାରୁ ଆମ୍ବ ମାର୍କେଟ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛି। ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସାମାଜିକ ଦୂରତା ରକ୍ଷା…
ସହାୟକ ହୋଇପାରେ ୟୁଭି ଲ୍ୟାମ୍ପ୍
ନ୍ୟୁୟର୍କ,୧୧ା୫: ବିପଜ୍ଜନକ ଭାଇରସ୍କୁ ମାରିବା ପାଇଁ ଷ୍ଟେଶନ, ଉଡ଼ାଜାହାଜ ଓ ସ୍କୁଲଗୁଡ଼ିକରେ ଏକ ନୂଆ ପ୍ରକାର ଅତିବାଇଗଣି (ୟୁଭି) ଲ୍ୟାମ୍ପ୍ ବ୍ୟହବାର କରାଯାଇପାରିବ, ଯାହାକି କୋଭିଡ୍-୧୯ ବିରୋଧୀ ଲଢ଼େଲରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। କଲମ୍ବିଆ ୟୁନିଭର୍ସିଟିର ଗବେଷକମାନେ ଦୀର୍ଘବର୍ଷ ହେଲା…
ପ୍ରବେଶ ପଥରେ ପ୍ରବାସୀଙ୍କ ହେବ ଥର୍ମାଲ ସ୍କ୍ରିନିଂ
ଭୁବନେଶ୍ୱର, ୧୧।୫(ବ୍ୟୁରୋ): ଏବେ ରାଜଧାନୀ ଦେଇ ପ୍ରତିଦିନ ଶହଶହ ସଂଖ୍ୟାରେ ପ୍ରବାସୀ ଚାଲି ଚାଲି ହେଉ ଅବା ଗାଡିମୋଟରରେ ଗନ୍ତବ୍ୟସ୍ଥଳକୁ ଯାଉଛନ୍ତି। ଏଥିସହ ବହୁ ପ୍ରବାସୀ ମଧ୍ୟ ସହରରେ ଘୂରି ବୁଲୁଥିବା ଦେଖିବାକୁ ମିଳୁଛି। ସେମାନଙ୍କୁ ଚିହ୍ନଟ ସହ କରୋନା ଲଢ଼େଇକୁ…
Archives


