କରୋନା ଭାଇରସ୍‌

ପାଣି ଯୋଗାଣରେ ବିଳମ୍ବ ଯୋଗୁ ସଂଗରୋଧ କେନ୍ଦ୍ରରେ ଭଙ୍ଗାରୁଜା: ୩ ପ୍ରବାସୀଙ୍କ ନାମରେ ଏତଲା

ଜି.ଉଦୟଗିରି, ୨୧।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଶ୍ରୀରାମପଦାସ୍ଥିତ ଅନ୍ବେସା ସଙ୍ଗରୋଧ କେନ୍ଦ୍ରରେ ରହିଥିବା ୩ ଜଣ ଅନ୍ତେବାସୀ ବୁଧବାର ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ସହ ଗଣ୍ଡଗୋଳ କରିଛନ୍ତି। ଏଥିସହ ସେମାନେ କେନ୍ଦ୍ରର ପାଇପ୍‌ ଓ ପାଇଖାନା ଭାଙ୍ଗିଥିବା ନେଇ ଗ୍ରେସିଙ୍ଗିଆ ସରପଞ୍ଚ…

କରୋନା ଭାଇରସ: ବ୍ରାଜିଲରେ ଗୋଟିଏ ପିପିଇକୁ ବାରମ୍ବାର ପିନ୍ଧୁଛନ୍ତି ସ୍ବାସ୍ଥ୍ୟକର୍ମୀ !

ବ୍ରସିଲିଆ,୨୧।୫: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଚାହୁଁ ଚାହୁଁ ସାରା ବିଶ୍ୱକୁ ବ୍ୟାପିଯାଇଛି। ପ୍ରଥମେ କରୋନାର ହଟ୍‌ସ୍ପଟ୍‌ ଉହାନ ହୋଇଥିବା ବେଳେ ଏବେ ଏହି ତାଲିକାରେ ଇଟାଲି, ଆମେରିକା, ଇରାନ ଆଦି ସାମିଲ ହୋଇ ସାରିଛନ୍ତି। ହେଲେ…

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୫୦ କରୋନା ଆକ୍ରାନ୍ତ, ଗଞ୍ଜାମର ସର୍ବାଧିକ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ରାଜ୍ୟରେ ଆଉ ୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୫୦ରୁ ସର୍ବାଧିକ ୨୨ଜଣ ଗଞ୍ଜାମ ଜିଲାର ରହିଛନ୍ତି। ସେହିଭଳି ବାଲେଶ୍ୱରରୁ ୧୫, ଭଦ୍ରକରୁ ୫, ଯାଜପୁର ଓ ବୌଦ୍ଧରୁ ୩, ମୟୁରଭଞ୍ଜ ଓ ରାଉରକେଲରୁ ଜଣେ ଲେଖାଏ ଆକ୍ରାନ୍ତ ସୁସ୍ଥ…

ଅନ୍‌ଲାଇନ୍‌ରେ ଟ୍ରେନ୍‌ ଟିକଟ ବିକ୍ରି ଆରମ୍ଭ: ଅଢ଼େଇ ଘଣ୍ଟା ମଧ୍ୟରେ ୪ ଲକ୍ଷରୁ ଅଧିକ ବୁକିଂ

ନୂଆଦିଲ୍ଲୀ,୨୧।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏପରିସ୍ଥଳେ ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ଜୁନ୍‌ ୧ଠାରୁ ୨୦୦ ପାସେଞ୍ଜର ଟ୍ରେନ୍‌ ଚଳାଚଳ ଲାଗି ଘୋଷଣା କରାଯାଇଛି। ଘୋଷଣା ଅନୁସାରେ ଗୁରୁବାର…

ମହଙ୍ଗା ପଡ଼ିଲା ଅନ୍‌ଲାଇନ୍‌ ପାଠପଢ଼ା: ବାପାଙ୍କ ଆକାଉଣ୍ଟରୁ ୮ଲକ୍ଷ ଟଙ୍କା ଲୁଟ୍‌

ଅଜମଗଢ଼,୨୧।୫: କରୋନା ଲକ୍‌ଡାଉନ ଯୋଗୁ ଦେଶବ୍ୟାପି ସ୍କୁଲ ଓ କଲେଜ ବନ୍ଦ ରହିଛି। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ଅନ୍‌ଲାଇନ୍‌ ପାଠପଢ଼ା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ଜଣେ ଅଭିଭାବକଙ୍କୁ ଅନ୍‌ଲାଇନ୍‌ରେ ପାଠପଢ଼ା ମହଙ୍ଗା ପଡ଼ିଛି। ଚାହୁଁ ଚାହୁଁ ଆକାଉଣ୍ଟରୁ…

ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ରିପୋର୍ଟ ୮୨ ଦିନ ପର୍ଯ୍ୟନ୍ତ ବି ଆସିଥାଏ କରୋନା ପିଜିଟିଭ୍‌

ସିଓଲ,୨୧।୫: ପୃଥିବୀରେ କରୋନା ସଂକ୍ରମଣ ନେଇ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ଦକ୍ଷିଣ କୋରିଆର ଗବେଷକ ଦାବି କରିଛନ୍ତି ଯେ, ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ରିପୋର୍ଟ ୮୨ ଦିନ ପର୍ଯ୍ୟନ୍ତ ବି କରୋନା ପିଜିଟିଭ୍‌ ଆସିବାର ଆଶଙ୍କା ରହିଛି। ସୁସ୍ଥ ହୋଇଥିବା…

ବିବାହର ଦୁଇ ଦିନ ପରେ କନ୍ୟାଙ୍କ କରୋନା ରିପୋର୍ଟ ଆସିଲା ପଜିଟିଭ: ବର ସମେତ ୩୨ ଜଣ କ୍ୱାରାଣ୍ଟାଇନରେ

ଭୋପାଳ,୨୧।୫: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବୁଧବାର ୩୯ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ତେବେ ସଂକ୍ରମିତଙ୍କ ମଧ୍ୟରେ ଜଣେ ୧୫ ଦିନର ଜଣେ ଶିଶୁ ଥିବା ବେଳେ ଜଣେ ନବବିବାହିତା ମଧ୍ୟ…

ଲକ୍‌ଡାଉନ୍‌ ପ୍ରଭାବ: ତାମିଲନାଡୁର ୮ ହଜାରରୁ ଅଧିକ ମନ୍ଦିରରେ ଗୋଟିଏ ବେଳା ପୂଜା

ନୂଆଦିଲ୍ଲୀ,୨୧।୫: କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲାଗି ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଛି। ସରକାରଙ୍କ ଲକ୍‌ଡାଉନ୍‌ ମାର୍ଗଦର୍ଶିକା ଅନୁସାରେ ସମସ୍ତ ଧାର୍ମିକସ୍ଥଳକୁ ବନ୍ଦ ରଖାଯାଇଛି। ମନ୍ଦିରରେ କେବଳ କିଛି ପୂଜକ ଠାକୁରଙ୍କ ପୂଜା କରୁଛନ୍ତି। ଶ୍ରଦ୍ଧାଳୁଙ୍କ ପ୍ରବେଶ ବାରଣ କରାଯାଇଛି। ଏହାଯୋଗୁ…

କାର୍‌ ପାର୍ଟସକୁ ନେଇ ଭେଣ୍ଟିଲେଟର ତିଆରି କଲେ ଆଫଗାନିସ୍ତାନର ଯୁବତୀ

କାବୁଲ,୨୧।୫: କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଥିବା ବେଳେ ଏବେ ଅନେକ ଦେଶରେ ଏହାର ଚିକିତ୍ସା ପାଇଁ ଭେଣ୍ଟିଲେଟରର ଅଭାବ ପରିଲକ୍ଷିତ ହେଉଛି। ଏହିକ୍ରମରେ ଏବେ ଆଫଗାନ୍ତିସ୍ତାନର କେତେଜଣ ଯୁବତୀ/ମହିଳା କାର୍‌ ପାର୍ଟସକୁ ନେଇ ଭେଣ୍ଟିଲେଟର ତିଆରି କରିଥିବା…

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଟପିଲା ଲକ୍ଷେ ୧୨ ହଜାର: ପ୍ରତି ୨ ଦିନରେ ୧୦ ହଜାରରୁ ଅଧିକ ନୂଆ ସଂକ୍ରମଣ

ନୂଆଦିଲ୍ଲୀ,୨୧।୫: ଭାରତରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବଢ଼ିଚାଲିଛି। ଗୁରୁବାର ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୧୨ ହଜାର ୪୪୨ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୩ ହଜାର ୪୩୮ ଛୁଇଁଛି। ଅପରପକ୍ଷରେ ୪୫ ହଜାର…

ଜାହ୍ନବୀଙ୍କ ଘରେ କରୋନା

ମୁମ୍ବାଇ: ସାରା ଦୁନିଆକୁ ବର୍ତ୍ତମାନ ହଇରାଣ କରୁଛି କୋଭିଡ୍‌-୧୯ ଭୂତାଣୁ। ଭାରତକୁ ବି ଏଥିରୁ ତ୍ରାହି ମିଳିନି। ଗତ ୨ମାସ ହେଲା ଦେଶରେ ଲକ୍‌ଡାଉନ୍‌ ଚାଲିଥିବାବେଳେ ବଲିଉଡ୍‌କୁ ବି ଏଥିରୁ ନିସ୍ତାର ମିଳିନାହିଁ। ବଲିଉଡ୍‌ର ଅନେକ ତାରକା କରୋନା ସଂକ୍ରମିତ ହେବା…

କ୍ୱାରାଣ୍ଟାଇନ୍‌ ହବି

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ପାଇଁ ଏବେ ସମସ୍ତେ ଭିଡ଼ିଓ କନ୍‌ଫରେନ୍ସିଂ କଲ୍‌ ଉପରେ ନିର୍ଭରଶୀଳ। ଏ ସମୟରେ ଜୁମ୍‌ ବମ୍ବିଂରେ ଜଣେ ବ୍ୟକ୍ତି ଜୋକର ଭଳି ପୋଷାକ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ଲକ୍‌ଡାଉନ୍‌ ପାଇଁ ଘରେ ରହି ସେ ଏଭଳିଭାବେ ପୋଷାକ ପିନ୍ଧି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri