ମନରେଗାର ଗୁରୁତ୍ୱ ଉପଲବ୍ଧି କରୁଛନ୍ତି ମୋଦି ସରକାର: ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ,୮।୬: କରୋନା ସଂକ୍ରମଣ ସମୟରେ ଦେଶରେ ଲକ୍ଡାଉନ୍ ଜାରି ରହିଛି। ଏପରିସ୍ଥଳେ ମନରେଗା ଦ୍ୱାରା ଶ୍ରମିକ ଏବଂ ଦିନ ମଜୁରିଆଙ୍କ ପାଖରେ ସରକାରଙ୍କ ଆର୍ଥିକ ସହାୟତା ପହଞ୍ଚି ପାରିଛି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମନରେଗାର ଗୁରୁତ୍ୱ ଉପଲବ୍ଧି କରିବା…
କରୋନା ହଟସ୍ପଟ୍ ଧରାବିରେ ୭ ଦିନ ମଧ୍ୟରେ ଘଟିନି କୌଣସି ମୃତ୍ୟୁ
ମୁମ୍ବାଇ,୮।୬: କରୋନା ସଂକ୍ରମଣର ହଟସ୍ପଟ୍ ପାଲଟିଥିବା ମୁମ୍ବାଇର ଧରାବିରେ ଗତ ୭ ଦିନ ମଧ୍ୟରେ କୌଣସି ମୃତ୍ୟୁ ଘଟି ନ ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମେ ୩୦ଠାରୁ ଜୁନ୍ ୭ ମଧ୍ୟରେ ଏଠାରେ କରୋନା ସଂକ୍ରମଣ ଯୋଗୁ…
କରୋନା ସହ ଲଢ଼ୁଥିବା ରଓ୍ବୋ ରାଜକୁମାରୀ ବଖାଣିଲେ ହସ୍ପିଟାଲର ଅନୁଭୂତି
ମୁମ୍ବାଇ,୮।୬: ଟେଲି ଅଭିନେତ୍ରୀ ତଥା ମଧ୍ୟପ୍ରଦେଶର ରଓ୍ବୋ ରାଜକୁମାରୀ ମୋହେନା କୁମାରୀ ସିଂହ ଓ ତାଙ୍କ ପୁରା ପରିବାର ଏବେ କରୋନା କବଳରେ। ମୋହେନାଙ୍କ ସହ ପରିବାରର ୨୧ଜଣ ସଦସ୍ୟ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସମସ୍ତ ଆକ୍ରାନ୍ତଙ୍କୁ ଉତ୍ତରାଖଣ୍ଡର…
ଭୁବନେଶ୍ୱର ଡମଣା ଅଞ୍ଚଳରୁ ଜଣେ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର, ୮।୬(ବ୍ୟୁରୋ): ସୋମବାର ଖୋର୍ଦ୍ଧା ଜିଲାରୁ ଚିହ୍ନଟ ୧୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଜଣେ ରହିଛନ୍ତି। ଆକ୍ରାନ୍ତ ଜଣଙ୍କ ଡମଣା ଅଞ୍ଚଳର ୨୫ ବର୍ଷୀୟ ଯୁବକ। ନିକଟରେ ସେ ମୁମ୍ବାଇରୁ ଫେରିଥିଲେ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ…
କରୋନା ଆକ୍ରାନ୍ତ ଓଡ଼ିଆ ଶ୍ରମିକଙ୍କର ହରିୟାଣାରେ ମୃତ୍ୟୁ
ଉଦଳା,୮।୬(ଡି.ଏନ୍.ଏ.): ହରିୟାଣାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ସେ ହେଲେ ୩୨ ବର୍ଷୀୟ ସୁଶାନ୍ତ ସେନାପତି। ତାଙ୍କ ଘର ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଡିହିରାକୁଳ ଗ୍ରାମରେ। ଦୀର୍ଘଦିନ ହେବ ସୁଶାନ୍ତ ହରିୟାଶାର…
କ୍ୱାରାଣ୍ଟାଇନ୍ ସେଣ୍ଟରରେ ରୋଷେୟାଙ୍କ ନାଚ: ସୋସିଆଲ୍ ମିଡ଼ିଆରେ ଭାଇରାଲ
ପାଟନା,୮।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍ଡାଉନ୍ ଜାରି ହୋଇଛି। ଏପରିସ୍ଥଳେ ପ୍ରବାସୀ ଶ୍ରମିକଙ୍କ ଲାଗି କ୍ୱାରାଣ୍ଟାଇନ୍ ସେଣ୍ଟରରେ ରହିବାର ବ୍ୟବସ୍ଥା କରାଯାଇଛି। ଏବେ ବିହାରରେ ଏକ କ୍ୱରାଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କ ମନୋରଞ୍ଜନ ପାଇଁ ନାଚୁ…
ରାଧାମାଧବ ପଡ଼ାକୁ ଅପହଞ୍ଚ ମୌଳିକ ସୁବିଧା, ଜିଲାପାଳଙ୍କୁ ଫେରାଦ ହେଲେ ପଡ଼ାବାସୀ
ବରଗଡ଼ ଅଫିସ,୮।୬: ବରଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ. ୧୭ ରାଧାମାଧବ ପଡ଼ାକୁ ମୌଳିକ ସୁବିଧା ସୁଯୋଗ ମିଳୁ ନ ଥିବା ଅଭିଯୋଗ ହୋଇଛି। ରାସ୍ତାଘାଟ ଭୁଷୁଡି ପଡ଼ିଥିବାବେଳେ ପାନୀୟ ଜଳ ସୁବିଧା ଏବଂ ଡ୍ରେନ ବ୍ୟବସ୍ଥା ନ ଥିବାରୁ…
କଇଁଫୁଲିଆ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ
ନୟାଗଡ଼ ଅଫିସ,୮ା୬: ନୟାଗଡ଼ ଜିଲା ଭାପୁର ବ୍ଲକ କଇଁଫୁଲିଆ କ୍ବାରାଣ୍ଟାଇନ୍ ସେଣ୍ଟରରୁ ସୋମବାର ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବାଇଗୁଣିଆ ଅଞ୍ଚଳର ଏକ ଦମ୍ପତି ଏବଂ ଲକ୍ଷ୍ମୀପ୍ରସାଦ ଅଞ୍ଚଳର ଜଣେ ଯୁବକ ଚିହ୍ନଟ ହୋଇଥିବା ଜଣାପଡ଼ିଛି।
ଶ୍ରମ ମନ୍ତ୍ରଣାଳୟ, ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ କରୋନା
ନୂଆଦିଲ୍ଲୀ,୮।୬: ଦେଶରେ କରୋନା ସଂକ୍ରମଣ କାୟା ବିସ୍ତାର କରି ଚାଲିଛି। ସ୍ବାସ୍ଥ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ପରେ ଏବେ ଶ୍ରମ ମନ୍ତ୍ରଣାଳୟ ଓ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ କରୋନା ପଜିଟିଭ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଶ୍ରମ ମନ୍ତ୍ରଣାଳୟର ୧୧ କର୍ମଚାରୀ କରୋନାରେ…
ଲକ୍ଡାଉନ୍ରେ ଯୌଥ ପରିବାରରେ କମ୍ ମାନସିକ ଦୁଶ୍ଚିନ୍ତା: ଲୋକେ ପ୍ରତିଦିନ ବ୍ୟବହାର କରୁଛନ୍ତି ୧୮ ହଜାର ଟିବି ଡାଟା
ନୂଆଦିଲ୍ଲୀ,୮।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍ଡାଉନ୍ ଜାରି ହୋଇଛି। ଧୀରେଧୀରେ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଅନ୍ଲକ୍ ଆରମ୍ଭ ହୋଇଛି। ଲକ୍ଡାଉନ୍ ଯୋଗୁ ଏକୁଟିଆ ରହୁଥିବା ପରିବାର ସଦସ୍ୟ ଅଧିକ…
ମୟୂରଭଞ୍ଜରୁ ୬ କରୋନା ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୬ ଛୁଇଁଲା
ବାରିପଦା ଅଫିସ, ୮।୬: ମୟୂରଭଞ୍ଜ ଜିଲାରୁ ସୋମବାର ନୂଆ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୬ରେ ପହଞ୍ଚିଛି। ତେବେ ନୂଆ ଚିହ୍ନଟ ୬ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ଶୁଲିଆପଦା ବ୍ଲକର…
କରୋନା ଲକ୍ଷଣ ଅନୁଭବ କରିବାରୁ ହୋମ୍ ଆଇସୋଲେଶନରେ କେଜରିଓ୍ବାଲ
ନୂଆଦିଲ୍ଲୀ,୮।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଜ୍ୱର ଓ ଗଳାରେ ଦରଜ ଅନୁଭବ କରିବାରୁ ଏବେ ତାଙ୍କର କରୋନା ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି। ସୋମବାରଠାରୁ ସେ ନିଜକୁ ହୋମ ଆଇସୋଲେଶନରେ ରଖିଛନ୍ତି। ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ଥିବା ତାଙ୍କର…
Archives


