ଦିନକ ପାଇଁ କ୍ୟାନସର ହସ୍ପିଟାଲ ଆଉଟ୍ଡୋର ବନ୍ଦ
କଟକ ଅଫିସ,୩ା୭: ଶୁକ୍ରବାର ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ଆଉଟ୍ଡୋରକୁ ଦିନକ ପାଇଁ ବନ୍ଦ କରିଦିଆଯାଇଛି। ସେହିପରି ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, କଟକସ୍ଥିତ ଦୁଇଟି ହସ୍ପିଟାଲରୁ ଗୁରୁବାର ଗୋଟିଏ ଦିନରେ ୬୬ ଜଣ କରୋନା ଆକ୍ରାନ୍ତ…
ଓଡ଼ିଶାର ଏକମାତ୍ର ସମ୍ ହସ୍ପିଟାଲରେ ହେବ କୋଭିଡ୍ ଭ୍ୟାକ୍ସିନ୍ ପରୀକ୍ଷଣ
ଭୁବନେଶ୍ୱର, ୨।୭(ବୁରୋ): ଭୁବନେଶ୍ୱର ସମ୍ ହସ୍ପିଟାଲରେ କୋଭିଡ-୧୯ ପରୀକ୍ଷଣ ହେବ। ମଣିଷ ଉପରେ ପରୀକ୍ଷଣ ଲାଗି ଆଇସିଏମ୍ଆର୍ ଦ୍ୱାରା ଦେଶର ୧୩ଟି ହସ୍ପିଟାଲ ମନୋନିତ ହୋଇଛି। ୧୩ ହସ୍ପିଟାଲ ମଧ୍ୟରେ ଓଡ଼ିଶାର ଏକମାତ୍ର ସମ୍ ହସ୍ପିଟାଲ ରହିଛି। ଏ ନେଇ ଶିକ୍ଷା…
ଓଡ଼ିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି
ଭୁବନେଶ୍ୱର,୨।୭(ବ୍ୟୁରୋ): କରୋନା ରୋଗୀଙ୍କ ପାଇଁ ଓଡ଼ିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି। ଗୁରୁବାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ପ୍ଲାଜମା ଥେରାପିରେ ଚିକିତ୍ସା ପଦ୍ଧତି ନିରୂପଣ କରିବା ଲାଗି ବୈଷୟିକ କମିଟି…
CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ୧୪୯ ଆକ୍ରାନ୍ତ; ମୋଟ ଆରୋଗ୍ୟ ସଂଖ୍ୟା ୫,୫୦୨କୁ ବୃଦ୍ଧି
ଭୁବନେଶ୍ୱର, ୨।୭(ବ୍ୟୁରୋ): ରାଜ୍ୟରେ ଗୁରୁବାର ୧୪୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୪୯ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ୨୪, ମୟୂରଭଞ୍ଜ ୧୪, କଟକ ୧୩, କଳାହାଣ୍ଡି-କେନ୍ଦ୍ରାପଡ଼ାରୁ ୬ଜଣ ଲେଖାଏ, ରାୟଗଡ଼ା ୫, ଅନୁଗୋଳ-ଝାରସୁଗୁଡ଼ା-ସୁନ୍ଦରଗଡ଼ରୁ…
ଗଞ୍ଜାମରେ ଲକଡାଉନ୍ କଟକଣା ଉଲ୍ଲଂଘନ: ଦିନକରେ ୧ .୧୨ ଲକ୍ଷ ଜରିମାନା ଆଦାୟ
ବ୍ରହ୍ମପୁର ଅଫିସ,୨।୭: ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାଙ୍ଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଏବେ ଜିଲାରେ ବିସ୍ପୋରକ ସ୍ଥିତି ଦେଖାଦେଇଛି। ଏହାକୁ ରୋକିବା ପାଇଁ ସରକାର ଲକ୍ଡାଉନ କଟକଣାକୁ ଜୋର୍ଦାର କରିଛନ୍ତି…
ଦିଗପହଣ୍ଡିରେ ଲକ୍ଡାଉନ କଟକଣାକୁ ବେଖାତିର୍: ୩ ଦୋକାନ ସିଲ୍ କଲା ପ୍ରଶାସନ
ଦିଗପହଣ୍ଡି,୨।୭(ଡି.ଏନ୍.ଏ.): କରୋନା ମହାମାରୀ ବିପର୍ଯ୍ୟୟ ସମୟରେ ପ୍ରଶାସନକୁ ସହଯୋଗର ହାତ ବଢ଼ାଇବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୀତ କୋଭିଡ ନିୟମକୁ ଉଲ୍ଲଂଘନ କରୁଛନ୍ତି ବ୍ୟବସାୟୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡିର ୩ଟି ଦୋକାନକୁ ସ୍ଥାନୀୟ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ…
ଜୁଲାଇ ୩୧ ପର୍ଯ୍ୟନ୍ତ ଗଞ୍ଜାମରେ ବାଇକ୍ ଚଳାଚଳ ନିଷେଧ
ଛତ୍ରପୁର, ୨।୬(ଡି.ଏନ୍.ଏ.) ଗଞ୍ଜାମ ଜିଲାରେ ଜୁଲାଇ ୩୧ ପର୍ଯ୍ୟନ୍ତ ବାଇକ ଚଳାଚଳକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କେବଳ ମେଡିକାଲ, କୃଷି କାର୍ଯ୍ୟ ପାଇଁ ପରିଚୟପତ୍ର ଦେଖାଇ ବାଇକ ଚଳାଚଳ କରିହେବ। ଏ ନେଇ ଗୁରୁବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍କରି…
କେନ୍ଦୁଝର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୬ରେ ପହଞ୍ଚିଲା
କେନ୍ଦୁଝର,୨ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଗୁରୁବାର ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୬ରେ ପହଞ୍ଚିଛି। ଆକ୍ରାନ୍ତ ଜଣଙ୍କ ହାଟଡିହି ବ୍ଲକ ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସାଧୀନ…
ଜିଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ: ୭ ଦିନ ଖମାରି ଗାଁ ଶଟ୍ଡାଉନ୍
ଦିଗପହଣ୍ଡି,୨ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁରେ ୪ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଭୟରେ ଗୁରୁବାର ସ୍ଥାନୀୟ ସରପଞ୍ଚ ସନ୍ତୋଷ କୁମାର ପାତ୍ର ଜିଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି। ସମ୍ପୂର୍ଣ୍ଣ ଗାଁକୁ ସେ ୭…
ବରମୁଣ୍ଡା ରୁଚିକା ନର୍ସିଂହୋମ୍ ସିଲ୍ କଲା ବିଏମ୍ସି
ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜଧାନୀରେ ଥିବା ଏକ ନର୍ସିଂହୋମ୍କୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଗୁରୁବାର ସିଲ୍ କରିଛି। ବରମୁଣ୍ଡା ଅଞ୍ଚଳରେ ଥିବା ରୁଚିକା ନର୍ସିଂହୋମ୍କୁ ସିଲ୍ କରାଯାଇଛି। ହସ୍ପିଟାଲରେ କରୋନା କଟକଣା ଠିକ୍ ଭାବେ ପାଳନ ନ ହେବା ନେଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଗୋଆ: କିନ୍ତୁ ପାଳନ କରିବାକୁ ପଡ଼ିବ ଏହିସବୁ ନିୟମ
ପଣଜି,୨।୭: ଦେଶର ସବୁଠାରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଗୋଆ ହେଉଛି ଅନ୍ୟତମ। ଏଠାକୁ ଦେଶ ଓ ରାଜ୍ୟ ବାହାରୁ ଲୋକଙ୍କ ସୂଅ ଛଟିଥାଏ। କିନ୍ତୁ କରୋନା ମହାମାରୀ ସଙ୍କଟ ଯୋଗୁ ମାର୍ଚ୍ଚ ପରଠାରୁ ପର୍ଯ୍ୟଟଙ୍କ ଲାଗି ଗୋଆ ବାରଣ କରାଯାଇଥିଲା। ହେଲେ…
ଶନିବାର, ରବିବାର ବରଗଡ଼ ସହରାଞ୍ଚଳ ହେବ ଶଟ୍ଡାଉନ୍
ବରଗଡ଼ ଅଫିସ,୨ା୭ : ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ୧୧୦ରେ ପହଞ୍ଚିଛି । ସେଥିମଧ୍ୟରୁ ୫୬ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୫୩ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି। ଏଭଳି ସଂକ୍ରମଣ ବୃଦ୍ଧି…
Archives


