ଗଞ୍ଜାମରେ ୩ ଦିନ ଶଟ୍ଡାଉନ କୋହଳ: ୧୮ ସହରର ପ୍ରବେଶପଥ ସମ୍ପୂର୍ଣ୍ଣ ସିଲ୍
ଛତ୍ରପୁର, ୧୪।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାର ବ୍ରହ୍ମପୁର, ଛତ୍ରପୁର ସମେତ ୧୮ ସହରର ପ୍ରବେଶ ପଥକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି। କୌଣସି ବାହାର ଲୋକଙ୍କୁ ଜିଲା ଭିତରକୁ ଏବଂ ଭିତରୁ ବାହାରକୁ କାହାକୁ ଛଡାଯାଉ ନାହିଁ। ଉଭୟ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ…
୯୩ ଡାକ୍ତରଙ୍କ ଜୀବନ ନେଲାଣି କରୋନା: ୧,୨୭୯ ଜଣ ଆକ୍ରାନ୍ତ
ନୂଆଦିଲ୍ଲୀ, ୧୪।୭: ଭାରତରେ କରୋନା ସଂକ୍ରମଣ ବଢ଼ିଚାଲିଛି। କରୋନା ଲଢ଼େଇରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଡାକ୍ତରଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧,୨୭୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୩ ଜଣଙ୍କ ମୃତ୍ୟୁ ଘଟି ସାରିଥିବା ଇଣ୍ଡିଆନ୍ ମେଡିକାଲ…
ବରଗଡ଼ରେ ମା, ପୁଅଙ୍କ ସମେତ ୩ କରୋନା ପଜିଟିଭ: ଆକ୍ରାନ୍ତଙ୍କ ସଂଖ୍ୟା ୨୦୬ରେ ପହଞ୍ଚିଲା
ବରଗ ଅଫିସ,୧୪।୭: ବରଗଡ଼ ଜିଲାରେ ମଙ୍ଗଳବାର ପୁଣି ୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ମ୍ୟୁନିସିପାଲିଟି ଅଧୀନ ୱାର୍ଡ ନଂ. ୧୬ ସିଦ୍ଧେଶ୍ବର ରେସିଡେନ୍ସି ନିକଟରୁ ଜଣେ ଚିହ୍ନଟ ହୋିଥିବା ବେଳେ ଅନ୍ୟ ଦୁଇଜଣ ଭେଡେନ୍…
କରୋନା ସଂକ୍ରମଣକୁ ନେଇ ଭବିଷ୍ୟବାଣୀ କଲେ ରାହୁଲ
ନୂଆଦିଲ୍ଲୀ,୧୪।୭: ଦେଶରେ ବେଳକୁ ବେଳ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି। ମଙ୍ଗଳବାର ପୁଣିଥରେ ରାହୁଲ କହିଛନ୍ତି ଦେଶରେ କରୋନା ପ୍ରଭାବକୁ କମ୍…
ଆଉ ୪ ଜୀବନ ନେଲା କରୋନା: ମୃତ୍ୟୁ ସଂଖ୍ୟା ୭୪କୁ ବୃଦ୍ଧି
ଭୁବନେଶ୍ୱର,୧୪।୭(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୪ରେ ପହଞ୍ଚିଛି। ଏହା…
CORONAVIRUS UPDATE: ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୪୩ କରୋନା ପଜିଟିଭ; ୧୪ ହଜାର ଟପିଲା ମୋଟ ଆକ୍ରାନ୍ତ ସଂଖ୍ୟା
ଭୁବନେଶ୍ୱର,୧୪।୭(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୫୪୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜର ଟପି ୧୪,୨୮୦ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା…
ଟ୍ରାକ୍ଟର ଚଳାଇ କରୋନା ଆକ୍ରାନ୍ତ ଶବକୁ ଅନ୍ତିମ ସଂସ୍କାର ପାଇଁ ନେଲେ ଡାକ୍ତର
ହାଇଦ୍ରାବାଦ, ୧୩।୭- ମହାମାରୀ କରୋନା ଭାଇରସ୍ସ୍ଥିତି ଭାରତରେ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏଭଳି ଏକ ସମୟରେ ତେଲଙ୍ଗାନାର ଜଣେ ଡାକ୍ତର କରୋନାରେ ମୃତ୍ୟୁବରଣ କରିଥିବା…
କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଯୁବକଙ୍କ ମୃତ୍ୟୁ
କୁଆଁରମୁଣ୍ଡା,୧୩।୭(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଧୀନ ଅଣ୍ଡାଳି ପଞ୍ଚାୟତ ଜାମବାହାଲ ଅଞ୍ଚଳର ଜଣେ ୪୦ ବର୍ଷିୟ ଯୁବକଙ୍କ ରାଉରକେଲାସ୍ଥିତ ହାଇଟେକ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ବିଳମ୍ବିତ ରାତିରେ ମୃତ୍ୟ ଘଟିଛି। ତାଙ୍କର ଜ୍ୱର, କାଶ, ଛିଙ୍କ ନ କମିବାରୁ…
ଭିମ୍ସାର ଡାକ୍ତର କରୋନାରେ ଆକ୍ରାନ୍ତ
ସମ୍ବଲପୁର, ୧୩।୭ (ବ୍ୟୁରୋ) -ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍ସାର)ର ଜଣେ ପିଜି ଡାକ୍ତର କରୋନା ଆକ୍ରାନ୍ତ ହୋଇଥିବା ସୋମବାର ଜଣାପଡ଼ିଛି। ସେ ଆଇସିୟୁରେ କାର୍ଯ୍ୟରତ ଥିଲେ। ତାଙ୍କ ସ୍ବାବ୍ ନମୁନାର…
ରାଜ୍ୟରେ ସୁସ୍ଥ ହେଲେ ଆଉ ୫୦୫ କରୋନା ଆକ୍ରାନ୍ତ: କେଉଁ ଜିଲାରୁ କେତେ
ଭୁବନେଶ୍ୱର,୧୩।୭(ବ୍ୟୁରୋ)-ରାଜ୍ୟରେ ସୋମବାର ପୁଣି ୫୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୨୪୮ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୭୧, ଖୋର୍ଦ୍ଧାରୁ ୫୨, କଟକରୁ ୪୫, ପୁରୀରୁ ୧୧, ଗଜପତିରୁ ୧୦, ନବରଙ୍ଗପୁରରୁ ୯, ଯାଜପୁରରୁ ୮, ନୟାଗଡରୁ ୮,…
ସଂସ୍ଥା କରିପାରିବେ କୋଭିଡ୍ କେୟାର ହୋମ୍: ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର, ୧୩।୫(ବ୍ୟୁରୋ): ନିଜ କର୍ମଚାରୀଙ୍କ ସୁବିଧା ଓ ମାନସିକ ସୁସ୍ଥତା ପାଇଁ ସଂସ୍ଥା କୋଭିଡ୍ କେୟାର ହୋମ୍ କରିପାରିବେ। ୧୦ରୁ ୨୦ ଜଣ ରୋଗୀଙ୍କ ପାଇଁ ଏହି କୋଭିଡ୍ କେୟାର ହୋମ୍ କରାଯାଇପାରିବ। ଏଥିନିମନ୍ତେ ବଡ଼ ସଂସ୍ଥାମାନଙ୍କୁ କେୟାର ସେଣ୍ଟର ପାଇଁ…
ଏଣିକି ଘରେ ରହି ଚିକିତ୍ସିତ ହେବେ କରୋନା ପଜିଟିଭ: ଜାଣନ୍ତୁ କାହାକୁ ମିଳିବ ଅନୁମତି
ଭୁବନେଶ୍ୱର, ୧୩।୫(ବ୍ୟୁରୋ): କରୋନା ଲକ୍ଷଣ ନ ଥିବା ରୋଗୀଙ୍କୁ ଏଣିକି ହୋମ୍ ଆଇସୋଲେସନ ଅନୁମତି ମିଳିବ। ଲକ୍ଷଣ ନ ଥିବା ବା ସାମାନ୍ୟା ଲକ୍ଷଣ ଥିବା ରୋଗୀଙ୍କୁ ହୋମ୍ ଆଇସୋଲେଶନ କରାଯିବ। ଲକ୍ଷଣ ନ ଥାଇ ପଜିଟିଭ ଚିହ୍ନଟ ହେଲେ ଘରେ…
Archives


