ସଂକ୍ରମଣ ୧ଲକ୍ଷ ୩୧ ହଜାର ପାର୍
ଭୁବନେଶ୍ୱର, ୯ା୯(ବ୍ୟୁରୋ): କରୋନାରେ ରାଜ୍ୟରେ ଦୈନିକ ୩ହଜାର ଉପରେ ଆକ୍ରାନ୍ତ ହେଉଛନ୍ତି। ଶେଷ ୨୪ ଘଣ୍ଟା ମଧ୍ୟରେ ୪୧,୨୭୫ ନମୁନା ପରୀକ୍ଷା କରାଯାଇଥିବାବେଳେ ସେଥିରୁ ୩,୪୯୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୨୦୯୪ଜଣ ଥିବାବେଳେ ୧୩୯୬ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି।…
କରୋନା ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ଟପିଲା
ଭୁବନେଶ୍ୱର, ୯ା୯(ବ୍ୟୁରୋ): ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି। ଏହି ସମୟରେ ଆରୋଗ୍ୟ ହାର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ରାଜ୍ୟରେ ମଙ୍ଗଳବାର ସୁଦ୍ଧା କରୋନା ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ଟପିଛି। ଏହି ବଡ଼…
କଟକ ସହରରୁ ଆଉ ୨୩୬ କରୋନା ଆକ୍ରାନ୍ତ ଚିହ୍ନଟ
କଟକ ଅଫିସ, ୮।୯: କଟକ ସହରରୁ ମଙ୍ଗଳବାର ଆଉ ୨୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୪୫ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍ ୯୧ ରହିଛି। ମାଣିକ ଘୋଷ ବଜାରରୁ ୫ଜଣ, ନନ୍ଦୀ ସାହିରୁ ୫,…
କରୋନା ମହାମାରୀକୁ ନେଇ ସଚେତନ କରାଇବେ କେଜରିଓ୍ବାଲ
ନୂଆଦିଲ୍ଲୀ,୮।୯: କରୋନା ସଂକ୍ରମଣ ଏବେ ସାଧାରଣ ଜୀବନ ଜୀବିକା ଉପରେ ଖୁବ୍ ପ୍ରଭାବ ପକାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବେ ଦିଲ୍ଲୀବାସୀଙ୍କୁ କରୋନା ମହାମାରୀଠାରୁ ଦୂରେଇ ରହିବାକୁ ସଚେତନା ସୃଷ୍ଟି କରିବେ ବୋଲି ଜଣାପଡିଛି। ବିଭିନ୍ନ ମାଧ୍ୟମରେ ଏବେ ୧କୋଟି…
ଖୁସି ଖବର: ଚଳିତ ମାସରେ ଭାରତରେ ଟ୍ରାଏଲ କରାଯିବ ରୁଷିଆ ଟିକା !
ମସ୍କୋ,୮।୯: ରୁଷିଆର କରୋନା ଭାଇରସ ଟିକା ସ୍ପୁଟନିକ-୫ର ଅନ୍ତିମ ପର୍ଯ୍ୟାୟର କ୍ଲିନିକାଲ ଟ୍ରାଏଲ ଚଳିତ ମାସରେ ଭାରତରେ ଆରମ୍ଭ କରାଯିବ ବୋଲି ଜଣାପଡିଛି। ତେବେ ଭ୍ୟାକ୍ସିନ ପ୍ରସ୍ତୁତ କରିବାକୁ ଅର୍ଥ ଯୋଗଇ ଦେଉଥିବା ଏଜେନ୍ସି ରଷିୟାନ ଡାଇରେକ୍ଟର ଇନଭେଷ୍ଟ ଫଣ୍ଡ(ଆର୍ଡିଆଇଏଫ୍)ର ସିଇଓ…
ଅଦୃଶ୍ୟ ଯୁଦ୍ଧରେ ୧୭୭ ଆଗଧାଡିର ଯୋଦ୍ଧାଙ୍କ ଜୀବନ ନେଲାଣି କରୋନା
ମୁମ୍ବାଇ,୮।୯: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ସାଂଘାତିକ ସ୍ଥିତିରେ ପହଞ୍ଚିଥିବା ବେଳେ ଏଥିରୁ ବାଦ୍ ପଡି ନାହାନ୍ତି ଆଗ ଧାଡିର କରୋନା ଯୋଦ୍ଧା କୁହାଯାଉଥିବା ପୋଲିସ କର୍ମୀ। ମହାରାଷ୍ଟ୍ରରେ କରୋନା ସଂକମ୍ରଣରେ ଏପର୍ଯ୍ୟନ୍ତ ୧୭୭ ଜଣ ପୋଲିସଙ୍କ ଜୀବନ ଗଲାଣି।…
ଗଞ୍ଜାମ ଜିଲାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଅକ୍ସିଜେନ ସ୍ତର ଯାଞ୍ଚ ଆରମ୍ଭ
ଛତ୍ରପୁର, ୮।୯(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ପ୍ରତେକ ବ୍ୟକ୍ତିଙ୍କ ଅକ୍ସିଜେନ ସ୍ତର ଯାଞ୍ଚ ପାଇଁ ମଙ୍ଗଳବାର ଠାରୁ କ୍ୟାମ୍ପେନ ଆରମ୍ଭ ହୋଇଛି। ଜ଼ିଲାର ସମସ୍ତ ଘରକୁ ଟିମ୍ ଯାଇ ପରିବାରର ସମସ୍ତ ସଦସ୍ୟଙ୍କ ଅକ୍ସିଜେନ ସ୍ତର କ’ଣ ଅଛି ତାହା ଯାଞ୍ଚ କରୁଛନ୍ତି।…
ପୁଣି ରାଜ୍ୟରେ ୧୩ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୮।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବା ଆଉ ୧୩ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୬୯ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ୧୩ ମୃତକଙ୍କ…
CORONAVIRUS UPDATE: ରାଜ୍ୟରେ ୩୪୯୦ ନୂଆ ପଜିଟିଭ୍ ଚିହ୍ନଟ, ଆଜିବି ଖୋର୍ଦ୍ଧା ଆଗରେ
ଭୁବନେଶ୍ୱର,୮।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୩୪୯୦ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା୧୩୧୩୮୨କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୦୯୪ ଜଣ…
୭ ଦିନରେ ୭ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ନୂଆଦିଲ୍ଲୀ, ୮।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଗତ ୭ ଦିନରେ ଦେଶରେ ୭ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ପ୍ରତି ଦିନ ମୃତ୍ୟୁ ସଂଖ୍ୟା ହଜାରେରୁ ଅଧିକ ରହୁଛି।…
ପର୍ଯ୍ୟଟନ ମନ୍ତ୍ରୀଙ୍କୁ କରୋନା, ଟୁଇଟ୍ କରି ଦେଲେ ସୂଚନା
ଭୁବନେଶ୍ୱର,୭ା୯(ବ୍ୟୁରୋ): ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନା ଆକ୍ରାନ୍ତ ହୋଇଛନ୍ତି। ମନ୍ତ୍ରୀ ନିଜେ ଟୁଇଟ୍ କରି ସୋମବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାର୍ଚ୍ଚ ୨୦ରୁ ନିରନ୍ତର ଭାବେ କାର୍ଯ୍ୟ କରିଆସୁଥିଲି। ଏହି ମହାମାରୀ ସମୟରେ ଲୋକମାନେ ଯେମିତି…
ଭାରତ ପାଲଟିଛି ପୃଥିବୀର କରୋନା କ୍ୟାପିଟାଲ: ଜବାବ ଦିଅନ୍ତୁ ମୋଦି
ନୂଆଦିଲ୍ଲୀ, ୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ଘେରିବା ଆରମ୍ଭ ହୋଇଛି। କଂଗ୍ରେସ ପ୍ରବକ୍ତା ରଣଦୀପ୍ ସୁର୍ଜଓ୍ବୋଲା କହିଛନ୍ତି ଯେ, ମୋଦି କରୋନା ରୋକିବା…
Archives


