ଅସଲ ସ୍କୁଲ ଯାଇ କୋଭିଡ-୧୯ ସମ୍ପର୍କରେ ଜାଣିଲି ଅନେକ କଥା: ଟ୍ରମ୍ପ
ୱାଶିଂଟନ,୫ ।୧୦: କରୋନା ସଂକ୍ରମଣର ଚିକିତ୍ସା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଛି । ଏହି ସମୟ ମଧ୍ୟରେ ସେ କିଛି ସମୟ ପାଇଁ ସମ୍ପୂର୍ଣ୍ଣର୍ ସୁରକ୍ଷା ସହ ହସ୍ପିଟାଲ ବାହାରକୁ ଆସିଥିଲେ ।…
ଆଜି ରାଜ୍ୟରୁ ପୁଣି ୧୭ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୯୨୪ରେ ପହଞ୍ଚିଲା
ଭୁବନେଶ୍ୱର,୫ା୧୦(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୧୭ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୨୪କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ପୁରୀ ଏବଂ କଟକରୁ…
CORONAVIRUS UPDATE: ରାଜ୍ୟରେ ଆଜି ୨୬୧୭ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୩୩୦କୁ ବୃଦ୍ଧି
ଭୁବନେଶ୍ୱର,୫ା୧୦(ବ୍ୟୁରୋ): ସୋମବାର ମୋଟ୍ ୩୦ ଜିଲାରୁ ୨୬୧୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୩୩୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।…
କରୋନା ଲାଗି ୩,୧୩୬ ଏମ୍ଏସ୍ଏମ୍ଇ ବନ୍ଦ
ଭୁବନେଶ୍ୱର,୫।୧୦(ବ୍ୟୁରୋ): କରୋନା ସମୟରେ ଗତ ମାର୍ଚ୍ଚ ଠାରୁ ଏବେସୁଦ୍ଧା ପ୍ରାୟ ୩,୧୩୬ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ବନ୍ଦ ଥିବା ରାଜ୍ୟ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଧାନସଭାରେ ସୂଚନା ଦେଇଛନ୍ତି। ତେବେ କେତେ କର୍ମଚାରୀ ଏବଂ…
ମହାରାଷ୍ଟ୍ରରେ କରୋନାକୁ ହରାଇଛନ୍ତି ୮୭ ପ୍ରତିଶତ ପୋଲିସ କର୍ମଚାରୀ
ମୁମ୍ବାଇ, ୪।୧୦: ମହାମାରୀ କରୋନା ଭାଇରସ୍ ଦ୍ୱାରା ଭାରତରେ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ତାଲିକାରେ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି। ମହାରାଷ୍ଟ୍ର ପୋଲିସ ଲାଗି କରୋନା କେତେ ମାରାତ୍ମକ ସାବ୍ୟସ୍ତ ହୋଇଛି ତାହା ଗତ ୨୪ ଘଣ୍ଟାର ରିପୋର୍ଟରୁ ଜଣାପଡ଼ିଛି। ଶନିବାର…
ରାଜ୍ୟରେ ସୁସ୍ଥ ହେଲେ ଆଉ ୪୧୦୮ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ
ଭୁବନେଶ୍ୱର,୪।୧୦(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୪୧୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୨୧ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୪୯୨, ଯାଜପୁରରୁ ୨୧୨, ଅନୁଗୋଳରୁ ୧୮୬, ଝାରସୁଗୁଡାରୁ ୧୫୪, ଜଗତସିଂହପୁରରୁ ୧୪୩, ମୟୂରଭଞ୍ଜରୁ ୧୩୯, ସମ୍ବଲପୁରରୁ ୧୨୮, ନୂଆପଡାରୁ…
କଟକ ସହରୁ ଆଜି ୧୪୭ କରୋନା ପଜିଟିଭ ଚିହ୍ନଟ
କଟକ ଅଫିସ,୪।୧୦-କଟକ ସହରରୁ ରବିବାର ମୋଟ୍ ୧୪୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୮୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୬ ଜଣ ଅଛନ୍ତି। ଏ ନେଇ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଟୁଇଟ କରି…
ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ୨୫ କୋଟି ଲୋକଙ୍କୁ ଦିଆଯିବ କରୋନା ଭ୍ୟାକ୍ସିନ: ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୪ ।୧୦: କରୋନା ଭାଇରସ ସଂକ୍ରମଣ ବଢି ଚାଲଥିବା ବେଳେ ଏବେ ସମସ୍ତଙ୍କ ନଜର ରହିଛି କରୋନା ଭ୍ୟାକ୍ସିନ ବା ଟିକା ଉପରେ । କେତେକ ଦେଶରେ ଏହା ଟ୍ରାଏଲ ବି କରାଯାଇଛି । ଇତିମଧ୍ୟରେ ରବିବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ…
ବରଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୬୯କୁ ବୃଦ୍ଧି, ଆଜି ୯୪ ଚିହ୍ନଟ
ବରଗଡ଼ ଅଫିସ,୪ା୧୦: ବରଗଡ଼ରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଛି। ପ୍ରତିଦିନ ଜିଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରବିବାର ପୁଣି ୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩୨ ମହିଳା ଏବଂ ୬୨ ପୁରୁଷ ଅଛନ୍ତି। ଏହାକୁ ମିଶାଇ…
ମାନିଲେ ମମତା
କୋଲକାତା,୪ ।୧୦: କରୋନା ମହାମାରୀ ଦେଶରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏବେ ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟି ଯାଇଛି । ପଶ୍ଚିମବଙ୍ଗରେ କରୋନା ଭାଇରସର ସଂକ୍ରମଣକୁ ନେଇ ବହୁ ସମୟରେ ପ୍ରଶ୍ନ…
ଡ୍ରଗ୍ସ ମାମଲାରେ ବଲିଉଡ୍ ସେଲିବ୍ରିଟିଙ୍କୁ ଜେରା କରିଥିବା ଏନ୍ସିବି ଉପ ନିର୍ଦ୍ଦେଶକ କରୋନା ପଜିଟିଭ
ମୁମ୍ବାଇ,୪ ।୧୦: ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍ସିବି)ର ଉପନିର୍ଦ୍ଦେଶକ କେପିଏସ୍ ମାଲହୋତ୍ରା କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ସେ ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଥିବା ଡ୍ରଗ୍ସ ମାମଲାର ଯାଞ୍ଚ କରୁଥିଲେ…
ଆଜି ରାଜ୍ୟରୁ ଆଉ ୧୫ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୯୦୦ ଟପିଲା
ଭୁବନେଶ୍ୱର,୪ା୧୦(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୧୫ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୦୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧା ଏବଂ କଟକ…
Archives


