ବାସୁଦେବପୁରରୁ ୨ ଜଣଙ୍କ ଜୀବନ ନେଲା କରୋନା
ପଦ୍ମପୁର,୨୧।୪(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ରାଜଘରପୋଖରୀ ପଞ୍ଚାୟତର ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଛତିଶଗଡ଼ରେ ଏକ କମ୍ପାନୀରେ କାମ କରୁଥିବା ବେଳେ ଉଭୟ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ମଙ୍ଗଳବାର ରାତିରେ ଛତିଶଗଡ଼ ଠାରେ ତାଙ୍କର ମୃତ୍ୟୁ…
ଆଜିଠୁ ହୋଟେଲରେ ଖାଇବା ମନା
ଭୁବନେଶ୍ୱର,୨୧।୪(ବ୍ୟୁରୋ): ବୁଧବାରଠାରୁ ହୋଟେଲରେ ଖାଇବା ପାଇଁ ମନା କରିଛି ବିଏମ୍ସି। ଏଥର କେହି ଆଉ ରେଷ୍ଟୁରାଣ୍ଟରେ ବସି ଖାଇପାରିବେନି। କେବଳ ପାର୍ଶଲ ଆଣିବାର ବ୍ୟବସ୍ଥା ରହିଛି ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ଅନ୍ଲାଇନ୍ରେ ଖାଦ୍ୟ ଅର୍ଡର କରାଯାଇପାରିବ। ଗତ ୧୯ ତାରିଖରେ…
ଭାରତ କଲା ରେକର୍ଡ: ଚାଇନା-ଆମେରିକା ପଡ଼ିଲେ ପଛରେ …
ନୂଆଦିଲ୍ଲୀ,୨୧।୪: କରୋନା ଲଢ଼େଇ କ୍ଷେତ୍ରରେ ଭାରତ ଏକ ନୂଆ ରେକର୍ଡ ରଚିଛି। ଶୀଘ୍ର ସାର୍ବଜନୀକ ଟିକାଦାନ କରି ଭାରତ ପୃଥିବୀରେ ନୂଆ ରେକର୍ଡ କରିଛି। ଟିକାଦାନରେ ଭାରତ ଆମେରିକାକୁ ପଛରେ ପକାଇ ଦେଇଛି। ଭାରତ ମାତ୍ର ୧୦୯ ଦିନରେ ୧୩ କୋଟି…
ଇଞ୍ଜେକଶନ୍ରେ ପାଣି ଭର୍ତ୍ତି କରି ୨୮୦୦୦ ଟଙ୍କାରେ ବିକ୍ରି….
ନାଗପୁର,୨୧।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ି ଚାଲିଥିବାବେଳେ ନକଲି ଇଞ୍ଜେକଶନ୍ କାରବାର ହେଉଥିବା ଅଭିଯୋଗ ହେଉଛି। ମହାରାଷ୍ଟ୍ରରେ ରେମଡେସିଭିର୍ କରୋନା ଇଞ୍ଜେକଶନରେ ପାଣି ଭର୍ତ୍ତି କରି ଏହାକୁ ୨୮୦୦୦ ଟଙ୍କାରେ ବିକ୍ରି କରୁଥିବା ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।…
ରାଜ୍ୟରେ କରୋନା ନେଲା ଆଉ ୫ ମୁଣ୍ଡ
ଭୁବନେଶ୍ୱର,୨୧।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ବୁଧବାର ରାଜ୍ୟରେ କରୋନା ଆଉ ୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୯୫୮କୁ ବୃଦ୍ଧି ପାଇଛି। ଏହି ୫ ମୃତକଙ୍କ…
ନିଶ୍ୱାସ ନେବାକୁ ସଂଗ୍ରାମ: ଅକ୍ସିଜେନ୍ ରିଫିଲିଙ୍ଗ୍ ସେଣ୍ଟର ବାହାରେ ଭିଡ଼…
ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ୍ ହେବା ଯୋଗୁ ସଙ୍କଟ ବଢିଛାଲିଛି। ଅକ୍ସିଜେନ୍ ସିଲିଣ୍ଡର ଅଭାବ ଯୋଗୁ ହସ୍ପିଟାଲରେ ଭର୍ତ୍ତିଥିବା କରୋନା ଆକ୍ରାନ୍ତଙ୍କୁ ନିଶ୍ୱାସ ନେବା ପାଇଁ ଜୀବନ ସହିତ ନିତି ସଂଗ୍ରାମ କରିବାକୁ…
ମୁଁ ଆର୍ଟିପିସିଆର ଟେଷ୍ଟ କରିବିନି କହିଲେ ଯୁବତୀ, ଷ୍ଟେଶନରେ କଲେ ଏମିତି ହଙ୍ଗାମା; ଭିଡିଓ ଭାଇରାଲ
ଜୟପୁର,୨୧।୪: ପୋଲିସ ସହ ସାଧାରଣ ଜନତାଙ୍କ ଯୁକ୍ତିତର୍କ, ମାଡ଼ପିଟ୍ ହେଉଥିବାର ଭିଡିଓ ପ୍ରତିଦିନ ଭାଇରାଲ ହେଉଛି। କିଛିଦିନ ତଳେ ଦିଲ୍ଲୀର ଏକ ଦମ୍ପତି ମାସ୍କ ପିନ୍ଧି ନ ଥିଲେ। ପୋଲିସ କହିବାରୁ ନାନା ଗଣ୍ଡଗୋଳ ହୋଇଥିଲା। ଏପରିକି ଦମ୍ପତି ଜେଲ୍ ଯାଇଛନ୍ତି।…
କରୋନାରୁ କେବେ ମିଳିବ ମୁକ୍ତି, ମୋଦିଙ୍କ ପରାମର୍ଶଦାତା ଦେଲେ ସୂଚନା…
ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ୍ ହେବା ଯୋଗୁ ସଙ୍କଟ ବଢିଛାଲିଛି। ତେବେ କରୋନା ସଂକ୍ରମଣ ମେ’ ଦ୍ୱିତୀୟ ସପ୍ତାହରେ ଶୀର୍ଷରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା…
ଏହାକୁ ଖାଇଲେ ହେବନି କରୋନା…
ଲଣ୍ଡନ,୨୧।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ କେତେକ ଭିଟାମିନ୍ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ବୋଲି ବ୍ରିଟେନରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେଥିମଧ୍ୟରେ ପ୍ରୋବାୟୋଟିକ୍ସ୍, ଓମେଗା-୩ ଫ୍ୟାଟି…
ମାଡ଼ି ଆସୁଛି ବିପଦ…
ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ୍ ହେବା ଯୋଗୁ ସଙ୍କଟ ବଢିଛାଲିଛି। କରୋନା ସଂକ୍ରମଣ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିିଛି। ବିପଦ ପୁଣି ମାଡ଼ିଆସୁଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଥିବାରୁ…
୩ ପ୍ରବାସୀ ଶ୍ରମିକ ମୃତ
ଗ୍ବାଲିଅର, ୨୧ା୪: ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍ ମଧ୍ୟପ୍ରଦେଶର ଗ୍ବାଲିଅର ଜିଲାରେ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍ଟି ଦିଲ୍ଲୀରୁ…
ଲକ୍ଡାଉନ୍ ଶେଷ ବିକଳ୍ପ
ନୂଆଦିଲ୍ଲୀ,୨୧ା୪: କୋଭିଡ୍-୧୯ ବିରୋଧରେ ଦେଶ ଏକ ବଡ଼ ଯୁଦ୍ଧକୁ ସାମ୍ନା କରୁଛି। ନିକଟରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଯୋଗୁ ସ୍ଥିତିରେ ସୁଧାର ଆସିବ। ଲକ୍ଡାଉନ୍ ଜାରି କରିବା ଶେଷ ବିକଳ୍ପ ହେବା ଉଚିତ ବୋଲି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଛନ୍ତି।…
Archives


