୧୮୦ ଦେଶରେ ୬୦ ସପ୍ତାହ ସ୍କୁଲ ବନ୍ଦ, ୧୬୦ କୋଟି ଛାତ୍ରୀଛାତ୍ରଙ୍କ ପାଠପଢ଼ା ପ୍ରଭାବିତ…
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୦।୭: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ପୃଥିବୀର ବିଭିନ୍ନ ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଧୀରେଧୀରେ ଅନଲକ୍ ପ୍ରକ୍ରିୟା ଜାରି ରହିଛି। ଲକ୍ଡାଉନ୍ ଯୋଗୁ ପୃଥିବୀର ୧୮୦ ଦେଶରେ ୬୦ ସପ୍ତାହ ଅର୍ଥାତ୍ ୧୫ ମାସ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ…
ରାଜ୍ୟରୁ ପୁଣି ୫୬ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୦।୭(ବ୍ୟୁରୋ): ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ମଙ୍ଗଳବାର କରୋନା ଆଉ ୫୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୧୭୨କୁ ବୃଦ୍ଧି ପାଇଛି। ୫୬ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୯…
ରାଜ୍ୟରେ ପୁଣି ୨ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ ସଂଖ୍ୟା
ଭୁବନେଶ୍ୱର୨୦,।୭(ବ୍ୟୁରୋ): ରାଜ୍ୟରେ ପୁଣି ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୨ ହଜାର ଅତିକ୍ରମ କରିଛି। ସୋମବାର ଏହି ସଂଖ୍ୟା ୨ ହଜାର ତଳେ ରହିଥିବା ବେଳେ ଆଜି ୨ ହଜାର ଉପରେ ରହିଛି। ମଙ୍ଗଳବାର ୨୦୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ…
ଭାରତରେ ପ୍ରଥମ ଘଟଣା, ମହିଳା ଡାକ୍ତର ଆଲ୍ଫା-ଡେଲ୍ଟା ଭାରିଆଣ୍ଟରେ ଆକ୍ରାନ୍ତ…
ଗୁଆହାଟି,୨୦।୭: ଆସାମର ଜଣେ ମହିଳା ଡାକ୍ତରଙ୍କଠାରେ କରୋନା ମହାମାରୀ ଭୂତାଣୁର ଆଲ୍ଫା ଏବଂ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଛି। ଜଣଙ୍କଠାରେ ୨ଟି ଭାରିଆଣ୍ଟ ରହିଥିବା ଭାରତରେ ପ୍ରଥମ ଘଟଣା। ପୂର୍ବ ଆସାମର ଦିବ୍ରୁଗଡ଼ ଜିଲାରେ ବାସ କରୁଥିବା ମହିଳା ଡାକ୍ତରଙ୍କ କ୍ଷେତ୍ରରେ…
୧୨୫ ଦିନ ପରେ ଦୈନିକ ସଂକ୍ରମଣ ସର୍ବନିମ୍ନ…
ନୂଆଦିଲ୍ଲୀ,୨୦।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର ୨ ଦିନ ଧରି…
ଅକ୍ଟୋବର-ନଭେମ୍ବରରେ ଆସିବ କରୋନାର ତୃତୀୟ ଲହର, ଯାହା ହେବନାହିଁ ଭୟଙ୍କର: ଆଇଆଇଟି କାନପୁର
କାନପୁର,୧୯ ।୭: କରୋନା ଭାଇରସର ଦ୍ୱିତୀୟ ଲହରକୁ ଲୋକେ କେବେବି ଭୁଲିବେ ନାହିଁ । ସେହି ଭୟାବହ ଦୃଶ୍ୟକୁ ମନେପକାଇ ଆଜିବି ଆଖିର ଲୁହକୁ ଅଟକାଇ ପାରନ୍ତି ନାହିଁ ଅନେକ ପରିବାର । କରୋନାର ଦ୍ୱିତୀୟ ଲହର ଶେଷ ହୋଇ ନ…
ଯୁଦ୍ଧପୋତର ୨୪୭ ସଦସ୍ୟ କରୋନାରେ ଆକ୍ରାନ୍ତ, କରାଯିବ ଏୟାରଲିଫ୍ଟ୍…
ସିଓଲ,୧୯।୭: ଦକ୍ଷିଣ କୋରିଆ ଯୁଦ୍ଧପୋତରେ କରୋନା ସଂକ୍ରମଣ ହୋଇଛି। ଯୁଦ୍ଧପୋତର ୨୪୭ ସଦସ୍ୟଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଯୁଦ୍ଧପୋତ ମୁନ୍ମୁ ଦ ଗ୍ରେଟ୍ରେ ସମ୍ପ୍ରତି ୩୦୧ ଜଣ ସଦସ୍ୟ ରହିଛନ୍ତି। ସେମାନଙ୍କୁ ଏୟାରଲିଫ୍ଟ କରିବା ଲାଗି ବାୟୁସେନା ପକ୍ଷରୁ…
ଆଜି ୫୮ ଜଣଙ୍କ ଜୀବନ ନେଲା କରୋନା, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୯ା୭(ବ୍ୟୁରୋ): ରାଜ୍ୟରେ ଯଦିଓ କରୋନା ସଂକ୍ରମଣ କମିଛି କିନ୍ତୁ ମୃତ୍ୟୁରେ ବ୍ରେକ୍ ଲାଗୁନି। ଆଜି ସର୍ବାଧିକ ୫୮ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ…
୪୦ ହଜାର ତଳେ ଦୈନିକ ସଂକ୍ରମଣ, ମୁତ୍ୟୁ ସଂଖ୍ୟା ୫ ଶହରୁ କମ୍…
ନୂଆଦିଲ୍ଲୀ,୧୯।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଶନିବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା…
ଆଜି ରାଜ୍ୟରୁ ୧୬୪୮ ଆକ୍ରାନ୍ତ ଚିହ୍ନଟ,କଟକରୁ ସର୍ବାଧିକ
ଭୁବନେଶ୍ୱର,୧୯ା୭(ବ୍ୟୁରୋ): ସୋମବାର ରାଜ୍ୟରୁ ୧୬୪୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୫୫,୯୭୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୯୫୫ ଜଣ ଚିହ୍ନଟ…
ବ୍ରିଟେନ ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ପଜିଟିଭ, ନେଇ ସାରିଥିଲେ ଟିକା
ଲଣ୍ଡନ,୧୮ ।୭: ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ସାଜିଦ ଜାଭିଦ କରୋନାରେ ପୀଡ଼ିତ ହୋଇଥିବା ନିଜେ ସୂଚନା ଦେଇଛନ୍ତି । ଏବେ ସେ କ୍ୱାରାଣ୍ଟାଇନରେ ଥିବା ବେଳେ ତାଙ୍କଠାରେ ହାଲକା ଲକ୍ଷଣ ଥିବା ସେ କହିଛନ୍ତି । ସୌଭାଗ୍ୟ ବଶତଃ ସେ ଟିକା ନେଇଯାଇଥିବାରୁ…
୨୧ରୁ ରାଜଧାନୀରେ ଗର୍ଭବତୀଙ୍କୁ ଟିକା
ଭୁବନେଶ୍ୱର,୧୮ା୭(ବ୍ୟୁରୋ): ରାଜଧାନୀରେ ଗର୍ଭବତୀଙ୍କ ପାଇଁ ଜୁଲାଇ ୨୧ରୁ ଟିକାକରଣ ଆରମ୍ଭ କରାଯିବ। ସେମାନଙ୍କୁ କୋଭାକ୍ସିନ ଟିକା ଦିଆଯିବା ନେଇ ବିଏମ୍ସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। କ୍ୟାପିଟାଲ ହସ୍ପିଟାଲ ସମେତ ଭୁବନେଶ୍ୱରରେ ଥିବା ସମସ୍ତ ୟୁପିଏଚ୍ସି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର…
Archives


