ସହରାଞ୍ଚଳ ବେରୋଜଗାରୀ ହାର ହ୍ରାସ
ନୂଆଦିଲ୍ଲୀ,୨୪-୧୧: ଚଳିତ ବର୍ଷ ଜାନୁୟାରୀ ମାର୍ଚ୍ଚ ସମୟରେ ସହରାଞ୍ଚଳରେ ବେରୋଜଗାରୀ ହ୍ରାସ ଘଟିଥିବା ଜଣାପଡିଛି। ଏହି ସମୟରେ ବେରୋଜଗାରୀ ହାର ୯.୩% ରହିଛି, ଯାହା ୪ ତ୍ରୈମାସ ମଧ୍ୟରେ ସର୍ବନିମ୍ନ ସ୍ତର। ସରକାରଙ୍କ ପକ୍ଷରୁ ପ୍ରକାଶ ପାଇ ନ ଥିବା...
ଏନ୍ପିଏ ଲୁଚାଇବା ବନ୍ଦ କରନ୍ତୁ ବ୍ୟାଙ୍କ: ଆର୍ବିଆଇ ଡେପୁଟି ଗଭର୍ନର
ନୂଆଦିଲ୍ଲୀ,୨୪-୧୧: ଏବେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ସ୍ଥିତି ଭଲ ନ ଥିବା ବେଳେ ଅନାଦାୟ ଋଣ (ଏନ୍ପିଏ) ବୋଝ ବଢି ବଢି ଚାଲିଛି। ଏଭଳି ସ୍ଥିତିରେ ବ୍ୟାଙ୍କ ଏନ୍ପିଏ କିମ୍ବା ଋଣ ଠକେଇ ଭଳି ବିଷୟକୁ ଲୁଚାଇବା ବନ୍ଦ କରନ୍ତୁ...
ଆୟୁଷ୍ମାନ ଭାରତରେ ଘରୋଇ ହସ୍ପିଟାଲ ପାଇବେ ପ୍ରୋତ୍ସାହନ
ନୂଆଦିଲ୍ଲୀ,୨୪-୧୧: ୨୦୧୮ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୁଷ୍ମାନ ଭାରତ ଯୋଜନା ଶୁଭାରମ୍ଭ ଘୋଷଣା କରିଥିଲେ। ଏହା ମୋଦି କେୟାର ଭାବେ ପରିଚିତ ଥିବା ବେଳେ ଏଥିରେ ଘରୋଇ ହସ୍ପିଟାଲଗୁଡିକର ଯୋଗଦାନକୁ ପ୍ରୋତ୍ସାହନ ମିଳିବ ବୋଲି ଜଣାପଡିଛି। ଅଧିକ ଲୋକ...
ଏଜିଆର୍କୁ ନେଇ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିଶନ
ନୂଆଦିଲ୍ଲୀ,୨୪-୧୧: ଟେଲିକମ୍ କମ୍ପାନୀଙ୍କଠାରୁ ଆଡ୍ଜଷ୍ଟେଡ ଗ୍ରସ୍ ରେଭେନ୍ୟୁ (ଏଜିଆର୍) ସଂଗ୍ରହ ଲାଗି ସୁପ୍ରିମକୋର୍ଟ ନିକଟରେ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ସପକ୍ଷରେ ଏହି ରାୟ ଆସିଥିବା ବେଳେ ଏହାର ପୁନର୍ବିଚାର ଲାଗି ପ୍ରମୁଖ ଟେଲିକମ୍ କମ୍ପାନୀଗୁଡିକ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି।...
ଜିଏସ୍ଟି ଢାଞ୍ଚାରେ ପରିବର୍ତ୍ତନ ନେଇ ଏନ୍.କେ.ସିଂଙ୍କ ଗୁରୁତ୍ୱ
ନୂଆଦିଲ୍ଲୀ,୨୪-୧୧: ଜିଏସ୍ଟି ଢାଞ୍ଚାରେ ବଡ ଧରଣର ପରିବର୍ତ୍ତନ ନେଇ ଅର୍ଥ କମିଶନ ଅଧ୍ୟକ୍ଷ ଏନ୍.କେ.ସିଂ ଶନିବାର ଗୁରୁତ୍ୱାରୋପ କରିଛନ୍ତି। ବିଶେଷ କରି ଜିଏସ୍ଟିରେ ରହିଥିବା ଜଟିଳ ଅନୁପାଳନ ପଦ୍ଧତିକୁ ସଜାଡିବା ଉପରେ ସେ ମତ ରଖିଛନ୍ତି। ଏହାବାଦ ବାରମ୍ବାର ଟିକସ...
୫ ଟ୍ରିଲିୟନ ଡଲାର ଜିଡିପି ହାସଲ କଷ୍ଟସାଧ୍ୟ
ଅହମ୍ମଦାବାଦ,୨୩-୧୧: ଦେଶର ଅର୍ଥବ୍ୟବସ୍ଥାର ସ୍ଥିତି ଏବେ ଠିକ୍ ନାହିଁ। ୨୦୨୫ ସୁଦ୍ଧା ଭାରତକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ରୂପାନ୍ତରିତ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ନେଇ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ସି.ରଙ୍ଗରାଜନ...
ରେନୋ ପକ୍ଷରୁ ଶୀତକାଳୀନ ସର୍ଭିସ କ୍ୟାମ୍ପ ଘୋଷଣା
ଭୁବନେଶ୍ୱର,୨୩-୧୧: ପ୍ରମୁଖ ଯାନ ନିର୍ମାତା କମ୍ପାନୀ ରେନୋ ଇଣ୍ଡିଆ ପକ୍ଷରୁ ଶୀତକାଳୀନ ସର୍ଭିସ କ୍ୟାମ୍ପ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ମାସ ୨୫ରୁ ଡିସେମ୍ବର ୧ ଯାଏ ସାତ ଦିନ ବ୍ୟାପି ଏହା ସାରା ଦେଶରେ ଥିବା କମ୍ପାନୀର ୪୫୦...
ଜ୍ୟୁରିକ ବିଶ୍ୱର ସବୁଠାରୁ ପ୍ରାଚ୍ୟୁର୍ଯ୍ୟପୂର୍ଣ୍ଣ ସହର
ନୂଆଦିଲ୍ଲୀ,୨୩-୧୧: ନିକଟରେ ପ୍ରକାଶିତ ଗ୍ଲୋବାଲ ପ୍ରସପେରିଟି ଇଣ୍ଡେକ୍ସ ବା ବିଶ୍ୱ ପ୍ରାଚୁର୍ଯ୍ୟପୂର୍ଣ୍ଣ ସୂଚୀରେ ଭାରତର ବାଙ୍ଗାଲୋର ୮୩ତମ ସ୍ଥାନରେ ରହିଛି। ଏହି ତାଲିକାରେ ଥିବା ବିଶ୍ୱର ମୋଟ ୧୧୩ ସହର ମଧ୍ୟରୁ ଦିଲ୍ଲୀ ୧୦୭ ଏବଂ ମୁମ୍ବାଇ ୧୦୭ତମ ସ୍ଥାନରେ...
ଅନ୍ବୋର୍ଡ ସେବାର ଆଉଟସୋର୍ସିଂ କରିବ ରେଲଓ୍ବେ
ନୂଆଦିଲ୍ଲୀ,୨୩-୧୧: ରେଲଓ୍ବେ ଏହାର କମର୍ସିଆଲ ଏବଂ ଅନ୍ବୋର୍ଡ ସେବାର ଆଉଟସୋର୍ସିଂ କରିବ। ଘରୋଇ କମ୍ପାନୀଗୁଡିକଠାରୁ ଏହି ସେବା ନିଆଯିବ ବୋଲି ରେଳମନ୍ତ୍ରୀ ପୀୟୂଷ ଗୋୟଲ ଶୁକ୍ରବାର ସୂଚନା ଦେଇଛନ୍ତି। ରେଲଓ୍ବେର ଘରୋଇକରଣ ନେଇ ରହିଥିବା ଏକ ପ୍ରଶ୍ନ ଉପରେ ଗୋୟଲ...
ଭୂଷଣ ପାଓ୍ବାରର ପୂର୍ବତନ ସିଏମ୍ଡି ଗିରଫ
ନୂଆଦିଲ୍ଲୀ,୨୩-୧୧: ଭୂଷଣ ପାଓ୍ବାର ଏବଂ ଷ୍ଟିଲ ଲିମିଟେଡ(ବିଏସ୍ପିଏଲ୍)ର ପୂର୍ବତନ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ (ସିଏମ୍ଡି) ସଞ୍ଜୟ ସିଂଘଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ଗିରଫ କରିଛି। ବହୁକୋଟିର ବ୍ୟାଙ୍କ ଋଣ ଠକେଇ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ଇଡି ପକ୍ଷରୁ କୁହାଯାଇଛି।...
ଅକ୍ଟୋବରରେ ୨.୫୨ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ
ମୁମ୍ବାଇ,୨୨-୧୧-ଅକ୍ଟୋବର ମାସରେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୨.୫୨ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି। ପାର୍ବଣ ସମୟ ଲାଗି ଏହି ଋଣ ପ୍ରଦାନ କରାଯାଇଥିବା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହା ମଧ୍ୟରୁ ୧.୦୫ ଲକ୍ଷ...
ଖାଉଟି ସର୍ଭେ ଡାଟା ପ୍ରକାଶ କରିବାକୁ ଚିଠି ଲେଖିଲେ ୨୦୦ ସ୍କଲାର
ମୁମ୍ବାଇ,୨୨-୧୧: ଖାଉଟି ଖର୍ଚ୍ଚ ସର୍ଭେ ଡାଟାକୁ ପ୍ରକାଶ କରିବାକୁ ସରକାରଙ୍କୁ ୨୦୦ ସ୍କଲାର ଚିଠି ଲେଖିଛନ୍ତି। ଡାଟା ଗୁଣବତ୍ତାରେ ଅସୁବିଧା ରହିଥିବାରୁ ୨୦୧୭-୧୮ର ଡାଟା ପ୍ରକାଶ ପାଇବ ନାହିଁ ବୋଲି ସରକାର ନିକଟରେ କହିଥିଲେ। ଏହା ପରେ ସରକାରଙ୍କୁ ଏଭଳି...
Archives


