WhatsApp ଷ୍ଟାଟସ୍ ଦେଖିଲେ ବି ‘SEEN’ରେ ଆସିବ ନାହିଁ ନାମ; ଏପରି ବଦଳାନ୍ତୁ ସେଟିଂସ…
ନୂଆଦିଲ୍ଲୀ,୨୪।୧୦: ହ୍ବାଟ୍ସଆପ୍ ହେଉଛି ଦୁନିଆର ସବୁଠାରୁ ଅଧିକ ବ୍ୟବହୃତ ଇନ୍ଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ। ଅନେକ ଲୋକଙ୍କ ସକାଳ ଅନ୍ୟମାନଙ୍କୁ ହ୍ବାଟ୍ସଆପ୍ରେ ଗୁଡ୍ ମର୍ନିଂ ମେସେଜ କରି ନଚେତ ଅନ୍ୟମାନଙ୍କ ଷ୍ଟାଟସ୍ ଦେଖି ହୋଇଥାଏ। କମ୍ପାନୀ ୨୦୧୮ରେ ‘ଷ୍ଟାଟସ୍’ ଫିଚର ଆଣିଥିଲା, ଯେଉଁଥିରେ…
ସୁନାକୁ ନେଇ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଲକ୍ଷେରୁ ଖସିବ ସୁନାଦର!
ଭାରତରେ ସୁନାର ମୂଲ୍ୟ ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ୧୦ ଗ୍ରାମ ସୁନାର ଦର ୧ ଲକ୍ଷ ଟଙ୍କା ଛୁଇଁଛି। ବିଶେଷଜ୍ଞମାନେ ଏହାକୁ ବିଶ୍ୱ ବ୍ୟାପୀ ବାଣିଜ୍ୟ ସଂଘର୍ଷ ଏବଂ ଅର୍ଥନୈତିକ ଅସ୍ଥିରତା ସହିତ…
ଲକ୍ଷେ ତଳକୁ ଖସିବ ସୁନାଦର? ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୨୪।୧୦: ଯଦି ଆପଣ ଭବିଷ୍ୟତରେ ସୁନା କିମ୍ବା ରୂପାରେ ନିବେଶ କରିବାକୁ ଚିନ୍ତା କରୁଛନ୍ତି, ତେବେ କେଉଁ ଭାବରେ ସବୁଠାରୁ ଲାଭଦାୟକ ହେବ ତାହା ବୁଝିବା ଗୁରୁତ୍ୱପୂର୍ଣ୍ଣ: ଅଳଙ୍କାର, ମୁଦ୍ରା, ବାର୍, କିମ୍ବା ETF (ଏକ୍ସଚେଞ୍ଜ ଟ୍ରେଡେଡ ଫଣ୍ଡ)। ବିଶେଷଜ୍ଞ, କେଡିଆ…
ଅଦୃଶ୍ୟ ସୁନା ଦୌଡ଼ରେ ସବୁ ଦେଶ: କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ କାହିଁକି କିଣୁଛନ୍ତି ରେକର୍ଡ଼ ପରିମାଣର ସୁନା ?
ନୂଆଦିଲ୍ଲୀ,୨୪ା୧୦: ବିଶ୍ୱବ୍ୟାପୀ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦଶନ୍ଧି ମଧ୍ୟରେ ସର୍ବାଧିକ ବେଗରେ ସୁନା ଗଚ୍ଛିତ କରିବାରେ ଲାଗିଛନ୍ତି। ଏହା କୌଣସି ସାମୟିକ ବଜାର ଭୟରୁ ନୁହେଁ, ବରଂ ଏକ ସୁଚିନ୍ତିତ ରଣନୀତି। ବର୍ତ୍ତମାନର ଭୌଗୋଳିକ-ରାଜନୈତିକ ପରିବର୍ତ୍ତନ, ଅସ୍ଥିର ବଣ୍ଡ୍ ରିଟର୍ଣ୍ଣ, ଏବଂ ଅସମାନ…
୧୮ ପରିବାର ପାଇଁ ରୁଫ୍ ଟପ୍ ସୋଲାର ବ୍ୟବସ୍ଥା
ଭୁବନେଶ୍ୱର,୨୪।୧୦: ନବୀକରଣୀୟ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍), ପିଏମ୍ ସୂର୍ଯ୍ୟଘର: ମୁଫ୍ତ ବିଜ୍ଲି ଯୋଜନାର ୟୁଟିଲିଟି ଲେଡ୍ ଏଗ୍ରିଗେଶନ (ୟୁଏଲ୍ଏ) ମଡେଲ ଅଧୀନରେ ରୁଫ୍ଟପ୍ ସୋଲାର ସ୍ଥାପନକୁ ତ୍ୱରାନ୍ବିତ କରିଛି। ଗ୍ରାମୀଣ ପରିବାରମାନଙ୍କୁ…
ଓଲା-ଉବରକୁ ଟକ୍କର ଦେବାକୁ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଭାରତ ଟ୍ୟାକ୍ସି ସେବା, ଏହିଦିନ ହେବ ଶୁଭାରମ୍ଭ
ନୂଆଦିଲ୍ଲୀ,୨୪।୧୦: ଦେଶର ପ୍ରଥମ ସରକାରୀ ଟ୍ୟାକ୍ସି ସେବା ଆରମ୍ଭ ହେବାକୁ ଯାଉଛି। ଏହି ସେବାକୁ ଭାରତ ଟ୍ୟାକ୍ସି କୁହାଯାଉଛି। ଏହା ନଭେମ୍ବରରେ ଦିଲ୍ଲୀରେ ଏକ ପାଇଲଟ ପ୍ରୋଜେକ୍ଟ ଭାବରେ ଆରମ୍ଭ ହେବ, ଯେଉଁଥିରେ ୬୫୦ ଜଣ ଡ୍ରାଇଭର ଅଛନ୍ତି। ଏହା ଦିଲ୍ଲୀ…
8th pay commissionକୁ ନେଇ ମନ୍ତ୍ରୀ ଦେଲେ ବଡ଼ ଅପ୍ଡେଟ୍: ସରକାରୀ କର୍ମଚାରୀଙ୍କୁ ମିଳିବ…
ନୂଆଦିଲ୍ଲୀ,୨୪।୧୦:କେନ୍ଦ୍ର ସରକାର ଖୁବ ଶୀଘ୍ର ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ନୂତନ ଘୋଷଣା କରିବାର ସମ୍ଭାବନା ରହିଛି। ଫଳରେ ଅଷ୍ଟମ ବେତନ କମିଶନ ପ୍ରକ୍ରିୟାରେ ଚାଲିଥିବା ବାଧା ସମାଧାନ ହେବ ବୋଲି ଆଶା କରାଯାଉଛି। ଏହି ଖବର ପ୍ରାୟ ୧୦…
ବିରଳ ମାଟିକୁ ନେଇ ସାରା ବିଶ୍ୱରେ ହଇଚଇ, କିନ୍ତୁ ପ୍ରକୃତରେ ଏହା କ’ଣ? ଓଡ଼ିଶାରେ ରହିଛି ଏହାର ଭଣ୍ଡାର
ନୂଆଦିଲ୍ଲୀ,୨୩।୧୦: ‘ରେୟାର ଅର୍ଥ’ ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ୧୭ଟି ବିଶେଷ ରାସାୟନିକ ଉପାଦାନର ଏକ ପରିବାର। ଯେପରିକି- ଲାନ୍ଥାନମ୍, ସେରିୟମ୍, ନିଓଡାଇମିୟମ୍ ଇତ୍ୟାଦି। ଏହା ମୋବାଇଲ୍, ଟେଲିଭିଜନ୍, ଲ୍ୟାପଟପ୍, ଇଲେକ୍ଟ୍ରିକ୍ ସ୍କୁଟର, ଏପରିକି ମିସାଇଲ୍ ତିଆରିରେ ଏହି ଧାତୁଗୁଡ଼ିକ…
ତେଲ ଦାମ୍ ୩% ବଢ଼ିଲା, ରୁଷିଆ ତେଲ କିଣିବାକୁ ପୁନଃବିଚାର କରୁଛି ଭାରତ
ନୂଆଦିଲ୍ଲୀ,୨୩।୧୦: ଆମେରିକା ଦ୍ୱାରା ରୁଷିଆର ମୁଖ୍ୟ ତୈଳ କମ୍ପାନୀଗୁଡ଼ିକ ଉପରେ ନୂଆ କଟକଣା ଲାଗୁ ହେବା ପରେ ଭାରତୀୟ ରିଫାଇନାରୀମାନେ ରୁଷୀୟ ଅଶୋଧିତ ତୈଳ କ୍ରୟ ଯୋଜନାକୁ ପୁନଃବିଚାର କରୁଥିବା ଖବର ମିଳିଛି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଗୁରୁବାର…
ମାତ୍ର ୬ ମିନିଟ୍ରେ ୭୭୦୦ ଟଙ୍କା ଶସ୍ତା ହେଲା ସୁନା, ବର୍ଷର ସବୁଠୁ ବଡ଼ ହ୍ରାସ ପରେ…
ନୂଆଦିଲ୍ଲୀ,୨୨।୧୦: ହଠାତ ହ୍ରାସ ପାଇଲା ସୁନା ଦର। ଜିଓ ପଲିଟିକାଲ୍ ଏବଂ ବାଣିଜ୍ୟ ଉତ୍ତେଜନା ହ୍ରାସ, ପର୍ବପର୍ବାଣୀରେ ଚାହିଦା ହ୍ରାସ ଏବଂ ନିବେଶକଙ୍କ ଦ୍ୱାରା ଲାଭ ବୁକିଂ ଯୋଗୁ ସୁନା ମୂଲ୍ୟରେ ଆଖିଦୃଶିଆ ହ୍ରାସ ଘଟିଛି। ବୁଧବାର ସା ୫ଟାରେ ଖୋଲିଥିବା…
କ୍ୱିକ୍ କମର୍ସ ବଢ଼ାଇବାକୁ ୬୦୦ ‘ଡାର୍କ ଷ୍ଟୋର୍’ ଖୋଲିଲା ରିଲାଏନ୍ସ; ବ୍ଲିଙ୍କିଟ୍, ସ୍ୱିଗି, ବିଗବାସ୍କେଟ୍ ପାଇଁ କଠିନ ପ୍ରତିଯୋଗିତା
ନୂଆଦିଲ୍ଲୀ,୨୧।୧୦: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ରିଟେଲ୍ ଉଦ୍ୟୋଗ ରିଲାଏନ୍ସ ରିଟେଲ୍ ଦେଶରେ ‘କ୍ୱିକ୍ କମର୍ସ’ (Quick Commerce) ବ୍ୟବସାୟକୁ ବଢ଼ାଇବା ପାଇଁ ବ୍ଲିଙ୍କିଟ୍ (Blinkit), ସ୍ୱିଗି (Swiggy) ଓ ବିଗ୍ ବାସ୍କେଟ୍ (BigBasket) ଭଳି କମ୍ପାନୀକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି।…
ଜାଗା ଥିଲେ ଆପଣ ବି ନେଇପାରିବେ Hero MotorCorpର ଡିଲର୍ଶିପ୍, ଜାଣନ୍ତୁ ଆବେଦନ କରିବାର ପ୍ରକ୍ରିୟା ସହ ସର୍ତ୍ତ…
ନୂଆଦିଲ୍ଲୀ,୨୧।୧୦: ଭାରତର ବୃହତ ଦୁଇଚକିଆ ଯାନ ନିର୍ମାତା ମଧ୍ୟରୁ ହିରୋ ମୋଟୋକର୍ପ ଗୋଟିଏ। ଯଦି ଆପଣ ଅଟୋମୋବାଇଲ କ୍ଷେତ୍ରରେ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି, ତେବେ ହିରୋ ମୋଟୋକର୍ପ ଡିଲରସିପ ହାସଲ କରିବା ଏକ ବଡ଼ ସୁଯୋଗ ହୋଇପାରେ। କମ୍ପାନୀର…
Archives


