ବାଣିଜ୍ୟ

ଚାଇନାକୁ ପଛରେ ପକାଇଲା ଭାରତ, ଇତିହାସରେ ପ୍ରଥମଥର ପାଇଁ ହେଲା ଏପରି

ନୂଆଦିଲ୍ଲୀ,୬।୯: ଭାରତୀୟ ଅର୍ଥନୀତି ଏବଂ ଷ୍ଟକ ମାର୍କେଟର ଦ୍ରୁତ ଗତି ଉପରେ ସମଗ୍ର ବିଶ୍ୱ ନଜର ରଖିଛି। ଭାରତର ଏହି ଅଗ୍ରଗତି ଦେଖି ଚାଇନର ଝାଳ ବାହାରୁଛି। କାରଣ, ପ୍ରଥମ ଥର ପାଇଁ ଭାରତ MSCI ଏମର୍ଜିଂ ମାର୍କେଟ ଏବଂ ଇନଭେଷ୍ଟେବଲ…

ଓଡିଏମ୍‌ ପରିସରରେ ଗୁରୁ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର,୬।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱର ପଟିଆସ୍ଥିତ ଓଡିଏମ୍‌ ପବ୍ଳିକ୍‌ ସ୍କୁଲ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଡିଏମ୍‌ ପବ୍ଳିକ୍‌ ସ୍କୁଲ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଗୁରୁ ସମ୍ବର୍ଦ୍ଧନା ଉତ୍ସବ’ର ଆୟୋଜନ…

ଗୋଷ୍ଠୀ କୈନ୍ଦିକ ଜଳବାୟୁ ସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୬।୯ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍‌) ପକ୍ଷରୁ ଭୁବନେଶ୍ୱର ଏକ ଘରୋଇ ହୋଟେଲରେ ‘ଆଇଡିଏଟ୍‌ର ୧୩ତମ ସଂସ୍କରଣ ଆୟୋଜିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଦସରା ସହଭାଗିତାରେ ବିଆଇପିଏଫ୍‌ର…

ଦୁର୍ଗମ ଅଞ୍ଚଳରେ ଟିପିସିଓଡିଏଲ୍‌ର ବିଦ୍ୟୁତ୍‌ ଯୋଗାଣ

ଭୁବନେଶ୍ୱର,୬।୯ (ଅଭୟ ଦାଶ): ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ବିଦ୍ୟୁତ୍‌ ଭିତ୍ତିଭୂମିର ବିକାଶ ପାଇଁ ପ୍ରୟାସ ଆରମ୍ଭ କରାଯାଇଛି। ଏପରିକି ଟିପିସିଓଡିଏଲ୍‌ କାର୍ଯ୍ୟ ପରିସର ଅଞ୍ଚଳ…

ପୂର୍ବତଟ ରେଳପଥ ସହ ଏସ୍‌ବିଆଇର ବୁଝାମଣା

ଭୁବନେଶ୍ୱର,୬।୯ (ଅଭୟ ଦାଶ): ଭାରତୀୟ ଷ୍ଟେଟ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ଏସ୍‌ବିଆଇ) ଏବଂ ପୂର୍ବତଟ ରେଳପଥ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ରେଳ କର୍ମଚାରୀଙ୍କ ଦରମା ସହ ଅନ୍ୟାନ୍ୟ ସୁବିଧା ଏସ୍‌ବିଆଇ ଭୁବନେଶ୍ୱର…

ରିଲାଏନ୍ସ ଜିଓର ୮ମ ପୂର୍ତ୍ତି ଉତ୍ସବ

ମୁମ୍ବାଇ,୬।୯ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ ସଂସ୍ଥା ରିଲାଏନ୍ସ ଜିଓର ୮ମ ପୂର୍ତ୍ତି ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି। ବ୍ୟବସାୟିକ ଭାବେ ରିଲାଏନ୍ସ ଜିଓ ଭାରତରେ ସେବା ଆରମ୍ଭ କରିବାର ୮ବର୍ଷ ପୂରଣ କରିଛି। ଜିଓ…

ବେଦାନ୍ତ ଆଲୁମିନିୟମର ଆଡ୍‌ଭାନ୍ସ ଟ୍ରେନିଂ ସେଣ୍ଟର

ନୂଆଦିଲ୍ଲୀ,୬।୯ (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଆଡଭାନ୍ସ ଟ୍ରେନିଂ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ବିଶେଷ କରି କମ୍ପାନୀର ଝାରସୁଗୁଡ଼ା ୟୁନିଟରେ କାର୍ଯ୍ୟରତ ଡ୍ରାଇଭରଙ୍କ ମଧ୍ୟରେ ସଚେତନତା ଆଣିବା ଓ ସଡ଼କ ସୁରକ୍ଷାକୁ ପ୍ରୋତ୍ସାହିତ…

୬ ମାସରେ ଚା’ ଉତ୍ପାଦନ ୧୩ % ହ୍ରାସ

ନୂଆଦିଲ୍ଲୀ,୬।୯(ଅନୁରାଧା ମହାରଣା): ଭାରତର ଲୋକମାନେ ଚା’ ପିଇବାକୁ ଭଲ ପାଆନ୍ତି। ତେବେ ଆସାମ ଏବଂ ପଶ୍ଚିମବଙ୍ଗ ହେଉଛି ଦେଶର ସର୍ବାଧିକ ଚା’ ଉତ୍ପାଦନକାରୀ ରାଜ୍ୟ। ଉଭୟ ରାଜ୍ୟରେ ଚା ଉତ୍ପାଦନରେ ହ୍ରାସ ଘଟିଛି, ଯାହାର ପ୍ରଭାବ ଚଳିତ ବର୍ଷ ଜାନୁଆରୀରୁ ଜୁଲାଇ…

OYO ହୋଟେଲରୁ ଆପଣ ମଧ୍ୟ କମାଇପାରିବେ କୋଟିକୋଟି ଟଙ୍କା, ଆପଣାନ୍ତୁ ଏହି ଟ୍ରିକ୍‌

ନୂଆଦିଲ୍ଲୀ,୫।୯: OYO ମାଲିକ ରିତେଶ ଅଗ୍ରୱାଲଙ୍କ ଆଇଡିଆ ତାଙ୍କୁ କୋଟିପତି କରିଥିଲା। ଶସ୍ତାରେ ଏକ ଘଣ୍ଟା ଦରରେ ଲୋକଙ୍କୁ ରୁମ୍‌ ଦେଇ ରିତେଶ କୋଟି କୋଟି ଟଙ୍କା ଆୟ କରୁଛନ୍ତି। କିନ୍ତୁ ଜାଣନ୍ତି କି ଆପଣମାନେ ମଧ୍ୟ OYO ହୋଟେଲରୁ ରୋଜଗାର…

ସମ୍ପତ୍ତି ବିକି ନିବେଶକଙ୍କୁ ଟଙ୍କା ଫେରାଅ… ସାହାରାକୁ ସୁପ୍ରିମକୋର୍ଟ ଦେଲେ କଡ଼ା ଆଦେଶ

ନୂଆଦିଲ୍ଲୀ,୫।୯: ନିବେଶକଙ୍କ ଟଙ୍କା ଫେରସ୍ତରେ ବିଳମ୍ବ ହେତୁ ସାହାରା ଗ୍ରୁପକୁ ସୁପ୍ରିମକୋର୍ଟ କଡ଼ା ତାଗିଦ କରିଛନ୍ତି। ଗ୍ରୁପ ଏହାର ସମ୍ପତ୍ତି ବିକ୍ରୟ କରି ନିବେଶକଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରିବା ଉଚିତ ବୋଲି ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। SEBI-ସାହାରା ଫେରସ୍ତ…

ଖସିଲା ଶେୟାର ବଜାର

ନୂଆଦିଲ୍ଲୀ,୫।୯ (ଅଭୟ ଦାଶ): କ୍ରମାଗତ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ୩ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷ କରି…

ସୁଯୋଗ ମିଳିଲେ ମହିଳାମାନେ ବହୁ ଆଗକୁ ଯାଇପାରିବେ: ଅଭ୍ୟୁଦୟ

ଭୁବନେଶ୍ୱର,୫।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଯାଜପୁର ୟୁନିଟ୍‌ (ପ୍ଲାଣ୍ଟ) ସୁରକ୍ଷା ବିଭାଗର କମାଣ୍ଡୋ ଟିମ୍‌ ସଦସ୍ୟା ସାଗରିକା ସୋରେନଙ୍କୁ ‘ଲିଙ୍ଗ ଓ ବିବିଧତା’ ବର୍ଗରେ ସମ୍ମାନଜନକ ‘ୱିଙ୍ଗସ୍‌ ଅଫ୍‌ ଷ୍ଟିଲ୍‌’ ପୁରସ୍କାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଭାରତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri