ବିଶ୍ୱ ଅର୍ଥନୈତିକ ଫୋରମରେ ଶାଲୁ
ନୂଆଦିଲ୍ଲୀ,୨୫।୧: ଜିନ୍ଦଲ ଫାଉଣ୍ଡେଶନର ଅଧ୍ୟକ୍ଷା ତଥା ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର କୁଳପତି ଶାଲୁ ଜିନ୍ଦଲ ସୁଇଜରଲାଣ୍ଡର ଡାଭୋସ୍ ଠାରେ ଅନୁଷ୍ଠିତ ବିଶ୍ୱ ଅର୍ଥନୈତିକ ଫୋରମରେ ଅଂଶଗ୍ରହଣ କରି ସକାରାତ୍ମକ ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ଜିନ୍ଦଲ ଫାଉଣ୍ଡେଶନର ପ୍ରତିବଦ୍ଧତା ଉପରେ…
୨୬ରେ ଜିଓ ସାଉଣ୍ଡ ପେ’ର ଶୁଭାରମ୍ଭ
ମୁମ୍ବାଇ,୨୫।୧: ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ଫିଚର ‘ଜିଓ ସାଉଣ୍ଡ ପେ’ର ଶୁଭାରମ୍ଭ ଚଳିତ ବର୍ଷ ଗଣତନ୍ତ୍ର ଦିବସ (ଜାନୁୟାରୀ ୨୬)ରେ କରାଯିବ। ଏପରି କି ଏହି ସୁବିଧା ଜିଓ ଭାରତ ଫୋନରେ ଆଜୀବନ ମାଗଣା ଉପଲବ୍ଧ ହେବ। ଜିଓ ସାଉଣ୍ଡ…
୮୩,୦୦୦ ଡେଇଁଲା ସୁନା ଦର
ନୂଆଦିଲ୍ଲୀ,୨୫।୧ (ଅଭୟ ଦାଶ): କ୍ରମାଗତ ଭାବେ ଘରୋଇ ବଜାରରେ ସୁନା ଦର ବୃଦ୍ଧି ପାଇ ଚାଲିଛି। ଏପରି କି ୮ମ ଦିନ ଲାଗି ସୁନା ଦର ବଢ଼ିଥିବାବେଳେ ରୁପା ଦରରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଜାତୀୟ ବଜାରରେ…
ଅକ୍ଷୟ ଶକ୍ତି ବ୍ୟବହାରକୁ ସର୍ବାଧିକ ଗୁରୁତ୍ୱ
ଭୁବନେଶ୍ୱର,୨୪।୧: ବର୍ତ୍ତମାନ ସମୟରେ ଓଡ଼ଶା ସରକାର ଅକ୍ଷୟ ଶକ୍ତିକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏପରିକି ୨୦୨୭ ସୁଦ୍ଧା ରାଜ୍ୟରେ ୩ ଲକ୍ଷ ରୁଫ୍ ଟପ୍ ସୋଲାର ପ୍ୟାନେଲ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି, ଯାହା ସବୁଜ ଶକ୍ତି ଆଡ଼କୁ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ…
ରୁଷିଆର ତୈଳକ୍ଷେତ୍ର ଉପରେ ଆମେରିକାର କଟକଣା
ଭୁବନେଶ୍ୱର,୨୪ା୧(ଅନୁରାଧା ମହାରଣା): ରୁଷିଆର ତୈଳ କ୍ଷେତ୍ର ଉପରେ ଆମେରିକାର ବ୍ୟାପକ କଟକଣା ଭାରତକୁ ଅଶୋଧିତ ତୈଳ ପ୍ରବାହକୁ ପ୍ରଭାବିତ କରିବାରେ ଲାଗିଛି। ପବ୍ଲିକ୍ ସେକ୍ଟର ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍ (ବିପିସିଏଲ୍) କହିଛି, ମାର୍ଚ୍ଚ ଯୋଗାଣ ପାଇଁ ପର୍ଯ୍ୟାପ୍ତ ପରିମାଣର ମାଲ…
ରିଲାଏନ୍ସ ଡିଜିଟାଲ୍ର ଡିଜିଟାଲ୍ ଇଣ୍ଡିଆ ସେଲ୍
ମୁମ୍ବାଇ,୨୪।୧: ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ ତଥା ଭାରତର ସବୁଠୁ ବଡ଼ ଇଲେକ୍ଟ୍ରୋନିକ୍ସ ସେଲ୍ ‘ଡିଜିଟାଲ୍ ଇଣ୍ଡିଆ ସେଲ୍’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ସେଲ୍ ୨୦୨୫ ଜାନୁୟାରୀ ୨୬ ପର୍ଯ୍ୟନ୍ତ ସମସ୍ତ ରିଲାଏନ୍ସ ଡିଜିଟାଲ୍, ମାଇଁ ଜିଓ ଷ୍ଟୋର ଏବଂ…
ସିଲ୍ ଫୁଡ୍ସକୁ ଅଧିଗ୍ରହଣ କଲା ଆର୍ସିପିଏଲ୍
ମୁମ୍ବାଇ,୨୪।୧: ଦେଶର ପ୍ରମୁଖ ଫୁଡ୍ସ ବ୍ରାଣ୍ଡ୍ ସିଲ୍ (ଏସ୍ଆଇଏଲ୍)କୁ ଆନୁଷ୍ଠାନିକ ଭାବେ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍ (ଆର୍ସିପିଏଲ) ନିକଟରେ ଅଧିଗ୍ରହଣ କରିଥିବା ରିଲାଏନ୍ସ ଗ୍ରୁପ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଏପରିକି ଗୁଣାତ୍ମକ ଖାଦ୍ୟ ସାମଗ୍ରୀ ପାଇଁ ସିଲ୍…
ଓୟୁଟିଆର୍ରେ ଇ-ସମ୍ମିଟ୍ ୨୦୨୫
ଭୁବନେଶ୍ୱର,୨୪।୧ (ଅଭୟ ଦାଶ): ଓଡ଼ିଶା ୟୁନିଭର୍ସିଟି ଅଫ୍ ଟୋକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ (ଓୟୁଟିଆର୍) ର ଇଡି ସେଲ୍ ପକ୍ଷରୁ ଏକ ୨ଦିନିଆ କର୍ମଶାଳା ‘ଇ-ସମ୍ମିଟ୍ ୨୦୨୫’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଉଦ୍ୟୋଗୀମାନଙ୍କୁ ପ୍ରେରଣା ଦେବା ପାଇଁ ପ୍ରଥମ ଥର ପାଇଁ…
Post Office ର ଏହି ଯୋଜନାରେ ୧୦୦୦ଟଙ୍କା କରନ୍ତୁ ନିବେଶ, ଡବଲ ହେବ ଟଙ୍କା, ୧୦ବର୍ଷ ବୟସର ପିଲା ବି ଖୋଲିପାରିବେ ଆକାଉଣ୍ଟ
ନୂଆଦିଲ୍ଲୀ,୨୩।୧: ଆଜିକାଲି ନିବେଶ ପାଇଁ ଅନେକ ବିକଳ୍ପ ଉପଲବ୍ଧ, କିନ୍ତୁ ଅଧିକାଂଶ ବିକଳ୍ପରେ ବିପଦ ରହିଛି। ଏପରି ପରିସ୍ଥିତିରେ, ଯେଉଁମାନେ ନିଜ ନିବେଶ ଉପରେ ୧୦୦ପ୍ରତିଶତ ସୁରକ୍ଷା ଏବଂ ଗ୍ୟାରେଣ୍ଟି ରିଟର୍ଣ୍ଣ ଚାହାଁନ୍ତି, ସେମାନଙ୍କ ପାଇଁ ପୋଷ୍ଟ ଅଫିସ କିଷାନ ବିକାଶ…
ଟ୍ୟାକ୍ସ ସ୍ଲାବ୍ରେ ହୋଇପାରେ ପରିବର୍ତ୍ତନ
ଭୁବନେଶ୍ୱର,୨୩ା୧(ଅନୁରାଧା ମହାରଣା): ଫେବୃଆରୀ ପହିଲାରେ ଦେଶର ସାଧାରଣ ବଜେଟ ଉପସ୍ଥାପିତ ହେବାକୁ ଯାଉଛି ଏବଂ ଏଥର ଟ୍ୟାକ୍ସ ସ୍ଲାବ୍ରେ ପରିବର୍ତ୍ତନ ଏବଂ ନୂତନ ଟିକସ ବ୍ୟବସ୍ଥା ନେଇ ଆଲୋଚନା ହେଉଛି। ଏହି ବଜେଟ ସାଧାରଣ ନାଗରିକ, ବିଶେଷକରି ମଧ୍ୟବିତ୍ତ ଏବଂ ଉଚ୍ଚ…
ଇପିଏଫ୍ଓରେ ଯୋଡ଼ିହେଲେ ୧୪.୬୩ ଲକ୍ଷ ସଦସ୍ୟ
ଭୁବନେଶ୍ୱର,୨୩ା୧(ଅନୁରାଧା ମହାରଣା): କର୍ମଚାରୀଙ୍କ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍ଓ) ନଭେମ୍ବର ୨୦୨୪ ପାଇଁ ଅସ୍ଥାୟୀ ବେତନ ତଥ୍ୟ ପ୍ରକାଶ କରିଛି। ଏହି ତଥ୍ୟ ଅନୁଯାୟୀ, ୨୦୨୪ ନଭେମ୍ବରରେ ୧୪.୬୩ ଲକ୍ଷ ସଦସ୍ୟ ଇପିଏଫ୍ଓରେ ଯୋଡ଼ି ହୋଇଛନ୍ତି। ୨୦୨୪ ଅକ୍ଟୋବର ତୁଳନାରେ ନଭେମ୍ବରରେ ସଦସ୍ୟଙ୍କ…
ମୁଥୁଟ୍ ଫାଇନାନ୍ସ ଫ୍ରି ଲକର ସେବାର ଶୁଭାରମ୍ଭ
ନୂଆଦିଲ୍ଲୀ,୨୨।୧: ଦୀର୍ଘ ୧୨ ବର୍ଷ ପରେ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ‘ମହାକୁମ୍ଭ’ (ମହା କୁମ୍ଭ ପ୍ରୟାଗରାଜ-୨୦୨୫) ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମୁଥୁଟ୍ ଫାଇନାନ୍ସ ପକ୍ଷରୁ ଏକ ସ୍ବତନ୍ତ୍ର ସୁବିଧା ‘ଫ୍ରି ଲକର ସେବା’ର ଶୁଭାରମ୍ଭ କରାଯାଇଛି। ଏହି ସେବା କେବଳ…

