ବଜେଟ୍ ପୂର୍ବରୁ ଚମକିଲା ଶେୟାର ମାର୍କେଟ୍
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଉ କିଛି ସମୟ ପରେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ବଜେଟ ପୂର୍ବରୁ ଶେୟାର ବଜାରରେ ବୃଦ୍ଧି ଦେଖିବାକୁ ମିଳିଛି। ଷ୍ଟକ ମାର୍କେଟ ଧୀରେ ଧୀରେ ଆରମ୍ଭ ହୋଇଛି। ସକାଳ ୯.୫୨ ସମୟରେ ବମ୍ବେ ଷ୍ଟକ…
ଅର୍ଥମନ୍ତ୍ରୀଙ୍କୁ ଦହି-ଚିନି ଖୁଆଇଦେଲେ ରାଷ୍ଟ୍ରପତି: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧।୨: ଆଜି ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ର ସାଧାରଣ ବଜେଟ। ଏହାପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ତାଙ୍କ ଟିମ ସହିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ବଜେଟର ଏକ କପି ତାଙ୍କୁ ପ୍ରଦାନ କରିଥିଲେ। ବଜେଟ ଉପସ୍ଥାପନ କରିବାକୁ…
ଆଜି ସ୍ବତନ୍ତ୍ର ଧଳା ଶାଢି ପିନ୍ଧି ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରାମନ୍: ଜାଣନ୍ତୁ କିଏ ଦେଇଥିଲେ ଉପହାର
ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଆଜି ପୂର୍ବାହ୍ନ ୧୧ଟାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପାର୍ଲାମେଣ୍ଟରେ ସାଧାରଣ ବଜେଟ ଉପସ୍ଥାପନ କରିବେ। କ୍ରମାଗତ ଅଷ୍ଟମ ଥର ପାଇଁ ସେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ବଜେଟ୍ ଉପସ୍ଥାପନ ପୂର୍ବରୁ ଅର୍ଥ…
ଶେୟାର ବଜାର କାରବାରରେ ଉତ୍ସାହ
ମୁମ୍ବାଇ,୧।୨: କ୍ରମାଗତ ଚତୁର୍ଥ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସ ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢ଼ାଇଛନ୍ତି। ବିଶେଷ କରି ଶୁକ୍ରବାର ବମ୍ବେ ଷ୍ଟକ୍…
Union Budget 2025:କିଛି ସମୟ ପରେ ଖୋଲିବ ବଜେଟ୍ ପେଡି: ଅର୍ଥ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ପହଞ୍ଚିଲେ ନିର୍ମଳା ସୀତାରାମନ୍
ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ବଜେଟ୍ ଉପସ୍ଥାପନ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ପୂର୍ବରୁ ସେଠାରେ ପହଞ୍ଚିଛନ୍ତି। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ ଉପସ୍ଥିତ ଅଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ଆଜି…
ଆଜିଠାରୁ ଦେଶରେ ୪ ବଡ଼ ପରିବର୍ତ୍ତନ: ସାଧାରଣ ଲୋକଙ୍କ ପକେଟକୁ କରିପାରେ ପ୍ରଭାବିତ
ନୂଆଦିଲ୍ଲୀ,୧।୨: ଆଜିଠାରୁ ୨୦୨୫ ବର୍ଷର ଦ୍ୱିତୀୟ ମାସ ଅର୍ଥାତ୍ ଫେବୃଆରୀ ଆରମ୍ଭ ହୋଇଛି। ଆଜି ଟଙ୍କା ସମ୍ବନ୍ଧୀୟ କାର୍ଯ୍ୟକଳାପ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜିଠାରୁ ଏପରି ଅନେକ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ସାଧାରଣ ଲୋକଙ୍କ ପକେଟକୁ ପ୍ରଭାବିତ…
ଖୁସି ଖବର: ବଜେଟ୍ ପୂର୍ବରୁ କମିଲା ଗ୍ୟାସ୍ ଦର
ନୂଆଦିଲ୍ଲୀ,୧।୨: ଗ୍ରାହକଙ୍କ ପାଇଁ ଖୁସି ଖବର। ବଜେଟ୍ ପୂର୍ବରୁ କମର୍ସିଆଲ ଗ୍ୟାସ୍ ଦର କମିଯାଇଛି। ୧୯ କେଜି ଏଲ୍ପିଜି ସିଲିଣ୍ଡର ଦର ୭ ଟଙ୍କା କମିଛି। ଫଳରେ ଦିଲ୍ଲୀରେ ୧୯ କେଜି ଗ୍ୟାସ ସିଲିଣ୍ଡର ଦର ୧୭୯୭ ଟଙ୍କାରେ ପହଞ୍ଚିଛି। ପୂର୍ବରୁ…
UPI ୟୁଜର୍ସଙ୍କ ପାଇଁ ବଡ଼ଖବର: ଆଜିଠାରୁ ହୋଇପାରିବନି ଏଭଳି ଟ୍ରାଞ୍ଜାକ୍ସନ, ବଦଳିଲା ନିୟମ
ନୂଆଦିଲ୍ଲୀ,୧।୨: UPI ପେମେଣ୍ଟ ଆପ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର ଅଛି। ଆଜିଠାରୁ କୌଣସି UPI ଆପ ଟ୍ରାଞ୍ଜାକ୍ସନ ଆଇଡିରେ ସ୍ବତନ୍ତ୍ର ଅକ୍ଷର ବ୍ୟବହାର କରିପାରିବେ ନାହିଁ। ଏହା କରିବା ଦ୍ୱାରା ଆଜିଠାରୁ ପେମେଣ୍ଟ ବନ୍ଦ ହୋଇଯିବ।…
ବଜାରରେ ସିମ୍ଫୋନିର ନୂତନ ଉତ୍ପାଦ
ଭୁବନେଶ୍ୱର,୧।୨(ଅଭୟ ଦାଶ): ସିମ୍ଫୋନି ଲିମିଟେଡ୍ର ନୂତନ ଉତ୍ପାଦ ତଥା ୱାଟର ହିଟର ରେଞ୍ଜ ‘ସିମ୍ଫୋନି ସ୍ପା,ସଉନା ଏବଂ ସୋଲ୍’ର ଶୁଭାରମ୍ଭ କରାଯାଇଛି। ଏପରି କି ପାଣି ଗରମ କରିବା ବ୍ୟବସ୍ଥାକୁ କମ୍ପାନୀ ପ୍ରବେଶ କରିଛି। କମ୍ପାନୀ ୯-ଲେୟର ବିଶିଷ୍ଟ ପ୍ୟୁରୋପଡ୍ ପ୍ରଯୁକ୍ତି…
କୃଷି ଆୟ ବାର୍ଷିକ ୫.୨୩% ହାରରେ ବୃଦ୍ଧି
ନୂଆଦିଲ୍ଲୀ,୧।୨: କ୍ରମାଗତ ଭାବେ ଦେଶର ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧିପାଇ ଚାଲିଛି। ଏପରି କି ବିଗତ କିଛି ବର୍ଷ ମଧ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଖାଦ୍ୟଶସ୍ୟ ଉତ୍ପାଦନ ୩୧୦.୭ ମିଲିୟନ ଟନ ହୋଇଥିଲାବେଳେ ୨୦୨୩-୨୪ ଆର୍ଥିକ…
ଏଣିକି ଆଜି ରିଚାର୍ଜ କଲେ ୨୦୨୬ ଜାନୁଆରୀ ଯାଏ ସବୁ ଫ୍ରି, ଆସିଲା ଧମକାଦାର୍ ଅଫର୍, ସବୁ ମାଗଣା…
ଆପଣଙ୍କୁ ବି ମାସକୁ ବାରମ୍ବାର ରିଚାର୍ଜକୁ କରିବା ନେଇ ଟେନଶନ ରହୁଛି କି? ଜିଓ ଆଣିଲା ଭଲ ବିକଳ୍ପ, ବର୍ଷେ ଯାଏଁ ରିଚାର୍ଜ କରିବାକୁ ପଡିବନି । କମ୍ପାନୀର ବର୍ତ୍ତମାନ ପ୍ରାୟ ୪୯ କୋଟି ଗ୍ରାହକଙ୍କ ଏକ ବୃହତ ୟୁଜର୍ ବେସ…
Budget 2025: ମଧ୍ୟବିତ୍ତଙ୍କୁ ହାତ ଖୋଲିଦେବେ ସରକାର! ଏଥର ଆୟକର ହେବ ଛାଡ?
ନୂଆଦିଲ୍ଲୀ,୩୧।୧: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା ଯାହା ପାଇଁ ସାରା ଦେଶ ଅପେକ୍ଷା କରିଛି। ଆସନ୍ତାକାଲି ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଲଗାତାର ଅଷ୍ଟମ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ। ଦେଶବାସୀଙ୍କ ମନରେ ଅନେକ ପ୍ରଶ୍ନ ଅଛି ଯେପରିକି ବଜେଟରେ କେଉଁ…

