ବାଣିଜ୍ୟ

କିଏ ହେବେ ପିସିସି ସଭାପତି, ସୋଫିଆ କଲେ କ୍ଲିଅର

ଭୁବନେଶ୍ୱର,୨୩।୭: ଭଙ୍ଗ ହୋଇଛି କଂଗ୍ରେସ ପ୍ରଦେଶ କମିଟି। ଏନେଇ ରବିବାର ଏଆଇସିସି ଏକ ବିଜ୍ଞପ୍ତି ଜାରି କରିଛି। ତେବେ ୩ଥରର ବିଧାୟକ ରାମଚନ୍ଦ୍ର କାଡାମଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ଭାବେ ନିଯୁକ୍ତି କରିଛି। କିନ୍ତୁ କଂଗ୍ରେସ ପ୍ରଦେଶ କମିଟି...

ରାଜ୍ୟ ସଭାରେ ଗର୍ଜିଲା ବିଜେଡି, ଚିନ୍ତାରେ ଭାଜପା

ନୂଆଦିଲ୍ଲୀ,୨୩।୭: ବଜେଟରେ ଓଡ଼ିଶାକୁ ଅବହେଳା କରାଯିବାକୁ ନେଇ କକ୍ଷତ୍ୟାଗ କରିଛି ବିଜେଡି।ଏଥିସହ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନ ମିଳିବାରୁ ମଧ୍ୟ ଅସନ୍ତୋଷ ପ୍ରକାଶ କରି କକ୍ଷତ୍ୟାଗ କରିଛି ବିଜୁ ଜନତା ଦଳ। ଏନେଇ ରାଜ୍ୟ ସଭା ଏମପି ସସ୍ମିତ ପାତ୍ର...

ମଧ୍ୟବିତ୍ତଙ୍କ ପାଇଁ ଲାଗିଲା ଲଟେରୀ, କର୍ମକ୍ଷେତ୍ରରେ ଇର୍ଣ୍ଟନଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର

ନୂଆଦିଲ୍ଲୀ,୨୩।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକ ସଭାରେ ୨୦୨୪-୨୫ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି। ତେବେ ଏହି ବଜେଟ୍‌ରେ ଅର୍ଥମନ୍ତ୍ରୀ ରୋଜଗାରକୁ ନେଇ ବଡ଼ ଘୋଷଣା କରିଛନ୍ତି। ରୋଜଗାର ଯୋଗାଉଥିବା ସଂସ୍ଥାମାନଙ୍କୁ ସରକାରୀ ସହାୟତା ଦିଆଯିବ ବୋଲି ସରକାର କହିଛନ୍ତି।...

ସ୍ତ୍ରୀଙ୍କ ଠାରେ ରହିଛି କି ଏସବୁ ଗୁଣ: ସ୍ବାମୀ ହେବେ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଯଦି ଜଣେ ବ୍ୟକ୍ତି ତାଙ୍କର ନୀତିକୁ ଅନୁସରଣ କରନ୍ତି ତେବେ ସେ ସୁଖରେ ଜୀବନ ଅତିବାହିତ କରିପାରିବେ। ଚାଣକ୍ୟ ତାଙ୍କ ନୀତିରେ ମହିଳାମାନଙ୍କର ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି।...

ବଜେଟ୍‌ ପୂର୍ବରୁ ଉଛୁଳିଲା ସେୟାର ମାର୍କେଟ୍‌, ବଢ଼ିଗଲା ସେନ୍‌ସେକ୍ସ-ନିଫ୍ଟି

ମୁମ଼୍ବାଇ, ୨୩।୦୭: ନୂଆ ସରକାର ଗଠନ ପରେ ପ୍ରଥମ ଥର ପାଇଁ ଆଜି ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ହେବାକୁ ଯାଉଛି । ସାଧାରଣ ଲୋକଙ୍କ ସମେତ ସେୟାର ମାର୍କେଟ୍‌ ନିବେଶକଙ୍କ ମଧ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ବଡ଼ ଆଶା...

ଏଆଇକୁ ନେଇ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଅର୍ଥମନ୍ତ୍ରୀ: ଭବିଷ୍ୟତରେ ଚାକିରି…

ନୂଆଦିଲ୍ଲୀ,୨୩।୭: କେନ୍ଦ୍ର ସରକାର ଆଜି ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ସରକାର ଏକ ଅଥ ର୍ନୈତିକ ସର୍ଭେ ଉପସ୍ଥାପନ କରିଛନ୍ତି। ଏଥିରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ(ଏଆଇ) ସମ୍ବନ୍ଧୀୟ ସୂଚନା ଦିଆଯାଇଛି। ଏହା ସହିତ ରୋଜଗାର ଉପରେ ଏହାର କି ପ୍ରଭାବ...

ଆଶୀର୍ବାଦ ଅଟାର ନବୋନ୍ମେଷୀ ଅଭିଯାନ

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ମହୋତ୍ସବରେ ‘ଆଶୀର୍ବାଦ ଅଟା’ ସାମିଲ ହୋଇଛି। ଏପରିକି ଏହି ଅନନ୍ୟ ଆଞ୍ଚଳିକ ପାର୍ବଣର ଏକ ଆକାଂକ୍ଷିତ ଅଂଶ ହୋଇ ବ୍ରାଣ୍ଡ୍‌ ରହି...

ୟୁକୋ ବ୍ୟାଙ୍କର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ୟୁକୋ ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ଜୁନ୍‌ ଶେଷ ସୁଦ୍ଧା ହୋଇଥିବା ବ୍ୟାଙ୍କର ପ୍ରଥମ...

ଦିନିକିଆ ବାୟୋମେଡିକାଲ ଆଣ୍ଡ ରିସର୍ଚ୍ଚ ଓ୍ବାର୍କଶପ

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ସରକାରୀ ପ୍ରତିଷ୍ଠାନ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ବା ପିଆର୍‌ଏମ୍‌ଏମ୍‌ସିଏଚ୍‌ ବାରିପଦା ଏବଂ ଆଇସିଏମ୍‌ଆର୍‌୍‌-ଆର୍‌ଏମ୍‌ଆର୍‌ସି ଭୁବନେଶ୍ୱରର ମିଳିତ ସହଭାଗିତାରେ ଏକ ଦିନିକିଆ କର୍ମଶାଳା ‘ଜୈବ ଚିକତ୍ସା ଏବଂ ସ୍ବାସ୍ଥ୍ୟ ଗବେଷଣା’...

ଡ୍ରିମ୍‌ସରେ ଏଆଇଏମ୍‌ଏସ୍‌ର ରାଜ୍ୟ ସମ୍ମିଳନୀ

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ଆସୋସିଏଶନ୍‌ ଅଫ ଇଣ୍ଡିଆନ୍‌ ମ୍ୟାନେଜମେଣ୍ଟ ସ୍କୁଲ(ଏଆଇଏମ୍‌ଏସ୍‌)ର ଓଡ଼ିଶା ରାଜ୍ୟ ଶାଖାର ଏକ ଦିନିକିଆ ସମ୍ମିଳନୀ ଓ ଆଲୋଚନାଚକ୍ର ସୋମବାର କଟକର ଟାଙ୍ଗୀସ୍ଥିତ ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି।...

ବିଓବିର ୧୧୭ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ବରୋଦା(ବିଓବି)ର ୧୧୭ ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏପରିକି ବିଓବି କଟକ କ୍ଷେତ୍ରୀୟ କାର୍ଯ୍ୟାଳୟଠାରେ ମଧ୍ୟ ବ୍ୟାଙ୍କର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ...

ରୁକ୍‌ ନା ନେହି ହୈ’ର ଶୁଭାରମ୍ଭ

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିଳ୍ପସଂସ୍ଥା ତଥା ଜେଏସ୍‌ଡବ୍ଲ୍ୟୁ ଗ୍ରୁପର ନୂତନ ଅଭିଯାନ ‘ରୁକ୍‌ ନା ନେହି ହୈ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ପ୍ୟାରିସ୍‌ ଅଲିମ୍ପିକ୍‌-୨୦୨୪ ଗେମ୍‌ ଆରମ୍ଭ ହେବା ପୂର୍ବରୁ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri