ବାଣିଜ୍ୟ

ଏଫ୍‌ଡିଆଇ ଆଗମନ ୬ ବର୍ଷରେ ସର୍ବନିମ୍ନ

ନୂଆଦିଲ୍ଲୀ,୨୯-୫: ଦେଶରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି(ଏଫ୍‌ଡିଆଇ) ଆଗମନ ପ୍ରଥମଥର ୬ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ଆର୍ଥିକ ବର୍ଷ ୨୦୧୮-୧୯ରେ ଏହା ୧ % ହ୍ରାସ ପାଇ ମାତ୍ର ୪୪.୩୭ ବିଲିୟନ ଡଲାରରେ ପହଞ୍ଚତ୍ଛି। ସରକାରୀ ତଥ୍ୟ ଅନୁଯାୟୀ ଟେଲିକମ୍‌, ଫାର୍ମା ଏବଂ…

୨୦ ଜଣଙ୍କ ନାମରେ ଲୁକ୍‌ଆଉଟ ନୋଟିସ ଜାରି କଲା ଏମ୍‌ସିଏ

ନୂଆଦିଲ୍ଲୀ,୨୯-୫: କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ(ଏମ୍‌ସିଏ) ୨୦ ଜଣ ପ୍ରମୋଟର ଓ ଡାଇରେକ୍ଟରଙ୍କ ବିରୋଧରେ ଲୁକ୍‌ଆଉଟ ନୋଟିସ୍‌ ଜାରି କରିଛି। ସେମାନଙ୍କ ମଧ୍ୟରେ ଜେଟ୍‌ ଏୟାରଓ୍ବେଜ୍‌ ପ୍ରମୋଟର ନରେଶ ଗୋୟଲଙ୍କ ନାମ ମଧ୍ୟ ସାମିଲ ରହିଛି। ଶନିବାର ଗୋୟଲ ତାଙ୍କ ସ୍ତ୍ରୀ ଅନୀତାଙ୍କ…

ଜିଡିପି ୬.୧%କୁ ଖସିପାରେ: ଏସ୍‌ବିଆଇ ରିପୋର୍ଟ

ନୂଆଦିଲ୍ଲୀ,୨୯-୫: ଦେଶର ଆର୍ଥିକ ଅଭିବୃଦ୍ଧି ହାର ମାର୍ଚ୍ଚ ୨୦୧୯ରେ ଶେଷ ହେଉଥିବା ଚତୁର୍ଥ ତ୍ରୈମାସରେ ହ୍ରାସ ପାଇ ୫.୯ରୁ ୬.୧% ମଧ୍ୟରେ ରହିବ। ଏହାଦ୍ୱାରା ସମ୍ପୂର୍ଣ୍ଣ ଆର୍ଥିକ ବର୍ଷରେ ଜିଡିପି ହାର କମିବ ଏବଂ ଏହା ୭%ତଳକୁ ଖସିଯିବ ବୋଲି ଭାରତୀୟ…

ବିଏସ୍‌ଏନ୍‌ଏଲ କର୍ମଚାରୀଙ୍କୁ ଠିକ୍‌ ସମୟରେ ମିଳିବ ଦରମା: ସିଏମ୍‌ଡି

ନୂଆଦିଲ୍ଲୀ,୨୯-୫: ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ନିଜର କର୍ମଚାରୀଙ୍କୁ ଠିକ୍‌ ସମୟରେ ମେ’ ମାସର ଦରମା ଦେବ ବୋଲି ଆଶ୍ୱସ୍ତ କରିଛି। କମ୍ପାନୀ ନିଜର କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ଲାଗି ଏସ୍‌ବିଆଇଠାରୁ ୧୫୦୦ କୋଟି ଟଙ୍କାର ଋଣ…

ଲଜିଷ୍ଟିକ୍ସ ଲାଗି ସ୍ବତନ୍ତ୍ର ବିଭାଗ ଗଠନ ପ୍ରସ୍ତାବ

ନୂଆଦିଲ୍ଲୀ,୨୯-୫: ଏନ୍‌ଡିଏ ସରକାରଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ ହେବାକୁ ଯାଉଥିବା ବେଳେ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ୧୦୦ ଦିନର ଏଜେଣ୍ଡା ପ୍ରସ୍ତୁତ କରାଯାଇଛି। ବ୍ୟବସାୟ ସୁବିଧା ଏବଂ ମାଲ୍‌ ପରିବହନ(ଲଜିଷ୍ଟିକ୍ସ) ଲାଗି ଏକ ସ୍ବତନ୍ତ୍ର ବିଭାଗ ଗଠନ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ…

କଳାଧନ ନେଇ ଏଚ୍‌ଏସ୍‌ବିସି ତାଲିକା;ଏନ୍‌ଆର୍‌ଆଇ ମାନ୍ୟତାକୁ ଢ଼ାଲ କରୁଛନ୍ତି ଭାରତୀୟ

ନୂଆଦିଲ୍ଲୀ,୨୯-୫: ଏଚ୍‌ଏସ୍‌ବିସିସ ତାଲିକାରେ ସାମିଲ ହୋଇଥିବା ଧନୀ ଭାରତୀୟ ଜରିମାନା ଏବଂ ସମ୍ଭବତଃ ମକଦ୍ଦମାରୁ ନିଜକୁ ରକ୍ଷା କରିବା ଲାଗି ଏବେ ନିଜର ଏନ୍‌ଆର୍‌ଆଇ ମାନ୍ୟତା(ପ୍ରବାସୀ ଭାରତୀୟ)କୁ ଢ଼ାଲ କରିବା ଆରମ୍ଭ କରିଛନ୍ତି। ଏଚ୍‌ଏସ୍‌ବିସିରେ ଆକାଉଣ୍ଟ ଖୋଲିବା ବେଳେ ସେମାନେ ଏନ୍‌ଆର୍‌ଆଇ…

ମୋଦି ୨.୦ର ପ୍ରସ୍ତୁତି; ଉଜ୍ଜ୍ୱଳାରେ ୫ କେଜିର ସିଲିଣ୍ଡର ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୯-୫: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଯୋଗୁ ଗ୍ରାମାଞ୍ଚଳର ମହିଳାମାନଙ୍କ ଭୋଟ୍‌ ହାତେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଦ୍ୱିତୀୟ କାର୍ଯ୍ୟକାଳରେ ଆଉ ଏକ ଧମାକା କରିବାକୁ ଯାଉଛି। ଆଗାମୀ ଦିନରେ ଗରିବ ମହିଳାଙ୍କୁ ୫ କେଜିର ସିଲିଣ୍ଡର ନେବାକୁ…

ତନିଷ୍କର ସାବିତ୍ରୀ ଅଫର ଘୋଷଣା,ମିଳୁଛି ଆକର୍ଷଣୀୟ ରିହାତି

ଭୁବନେଶ୍ୱର,୨୮-୫: ପ୍ରମୁଖ ଜୁଏଲେରୀ ବ୍ରାଣ୍ଡ ତନିଷ୍କ ପକ୍ଷରୁ ସାବିତ୍ରୀ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ଚଳିତ ମାସ ୨୯ରୁ ଜୁନ ୨ ଯାଏ ଉପଲବ୍ଧ ରହିବ। ସ୍ଥାନୀୟ ଚନ୍ଦ୍ରଶେଖର ପୁର ସ୍ଥିତି ଶୋ’ରୁମରେ ଏହି ଅଫରକୁ ଫ୍ରାଞ୍ଚାଇଜି ଓନର…

ବଜାରରେ ନୂଆ ଟିଭିଏସ୍‌ ଆପାଚେ ଆର୍‌ଆର୍‌ ୩୧୦, ଆର୍‌ଟି ଫିଚର ସହ

ହୋସୁର,୨୮-୫: ଟିଭିଏସ୍‌ ମୋଟର କମ୍ପାନୀ ପକ୍ଷରୁ ନୂଆ ଟିଭିଏସ୍‌ ଆପାଚେ ଆର୍‌ଆର୍‌-୩୧୦ ବଜାରକୁ ଆସିଛି। ଏଥିରେ କମ୍ପାନୀ ରେସ୍‌ ଟ୍ୟୁନ୍‌ଡ(ଆର୍‌ଟି) ସ୍ଲିପର କ୍ଲଚ ସୁବିଧା ରଖିଛି। ସେହିଭଳି ସ୍ବିଫ୍ଟ ଗିୟର ସିଫ୍ଟିଙ୍ଗ, ଷ୍ଟାଇଲିଂ ଅପଗ୍ରେଡ, ଫାନ୍ତମ ବ୍ଲାକ କଲର ରଙ୍ଗରେ ଏହା…

ଭୁବନେଶ୍ୱରରୁ ବାଙ୍ଗାଲୋରକୁ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର,୨୮-୫: ବାତ୍ୟା ଫନୀ ଯୋଗୁ ଟ୍ରେନ ଯାତ୍ରାରେ ଅସୁବିଧା ସାମ୍ନା କରିଥିବା ଯାତ୍ରୀଙ୍କ ଲାଗି କ୍ରୀଷ୍ଣାରାଜପୁରମ (ବାଙ୍ଗାଲୋର)କୁ ଏକ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହା ଚଳିତ ମାସ ୨୯ରେ ସକାଳ ୭.୩୦ଟା ସମୟରେ ଭୁବନେଶ୍ୱରରୁ…

ବଜାରକୁ ଆସିଲା ହୋଣ୍ଡାର ଲିମିଟେଡ ଏଡିଶନ ଆକ୍ଟିଭା ୫ଜି, ସିବି ସାଇନ୍‌

ନୂଆଦିଲ୍ଲୀ,୨୮-୫: ହୋଣ୍ଡା ମୋଟର ସାଇକେଲ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ଲିମିଟେଡ ଏଡିଶନ ଆକ୍ଟିଭା ୫ଜି ଏବଂ ନୂଆ ସିବି ସାଇନ ବଜାରକୁ ଆସିଛି। ଲିମିଟେଡ ଏଡିଶନ ଆକ୍ଟିଭା ୫ଜିରେ ୧୦ ନୂଆ ପ୍ରିମିୟମ ଷ୍ଟାଇଲ ସଂଯୋଗ ହୋଇଛି। ଏହା ପର୍ଲ…

ଜାହାଜ ପରିଚାଳନାରେ ପାରାଦୀପ ବନ୍ଦର ରେକର୍ଡ: ୨୪ ଘଣ୍ଟାରେ ପରିଚାଳିତ ହେଲା ୩୦ ଜାହାଜ

ଭୁବନେଶ୍ୱର,୨୮-୫: ଦୈନିକ ହାରାହାରି ଜାହାଜ ପରିଚାଳନାରେ ପାରାଦୀପ ବନ୍ଦର ରେକର୍ଡ ହାସଲ କରିଛି। ଚଳିତ ମାସ ୨୭ ତାରିଖ ସକାଳ ୭.୩୦ରୁ ୨୮ ତାରିଖ ୭.୩୦ ଅର୍ଥାତ ୨୪ ଘଣ୍ଟା ମଧ୍ୟରେ ବନ୍ଦରରେ ୩୦ ଜାହାଜ ସଫଳ ଭାବେ ପରିଚାଳିତ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?