ଇସ୍ପାତ ପ୍ରକଳ୍ପ ଲାଗି ଜମି ଯୋଗାଣ;ସେଲ୍କୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ
ନୂଆଦିଲ୍ଲୀ,୧୦-୬: ରାଷ୍ଟ୍ରାୟତ୍ତ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍) ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ନୂଆ ୟୁନିଟ୍ ସ୍ଥାପନା ନେଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିବାବେଳେ ଏହାକୁ ସବୁଜ ସଙ୍କେତ ମିଳିଛି। କମ୍ପାନୀ ବର୍ତ୍ତମାନ ବାର୍ଷିକ ୫୦ ନିୟୁତ ଟନ୍ ସମ୍ପ୍ରସାରଣ…
ନିଟ୍ରେ ଆଇନିଟ୍ ଛାତ୍ରୀଛାତ୍ରଙ୍କ ସଫଳତା
ଭୁବନେଶ୍ୱର,୯-୬: ଚଳିତ ବର୍ଷ ନିଟ୍ ପ୍ରବେଶିକାରେ ପ୍ରମୁଖ କୋଚିଂ ପ୍ରତିଷ୍ଠାନ ‘ଆଇନିଟ’ଛାତ୍ରୀଛାତ୍ରଙ୍କ ସଫଳତା ହାର ଉଲ୍ଲେଖନୀୟ ରହିଛି। ପ୍ରତିଷ୍ଠାନର ଛାତ୍ରୀଛାତ୍ର ସଫଳତା ଧାରାରୁ ବଜାୟ ରଖିବା ସହ ଚଳିତ ବର୍ଷ ଭଲ ଫଳାଫଳ କରିଥିବା ଆଇନିଟ୍ ପକ୍ଷରୁ ସୂଚନା ରହିଛି। ଏହାର…
ବାତ୍ୟା ପ୍ରଭାବିତ ଏମ୍ଏସ୍ଏମ୍ଇ ଲାଗି ଆସୁ ପୁନରୁଦ୍ଧାର ପ୍ୟାକେଜ: କ୍ଷୁଦ୍ର ଶିଳ୍ପ ସଂଘ
ଭୁବନେଶ୍ୱର,୯-୬: କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ଶିଳ୍ପ ସଂଘ ଓଡ଼ିଶା ଆସେମ୍ବଲି ଅଫ୍ ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍(ଓସ୍ମେ)ର ପ୍ରତିନିଧି ଦଳ ଭୁବନେଶ୍ୱର ଭେଟି ଦାବିପତ୍ର ପ୍ରଦାନ କରିବା ସହ ଆଲୋଚନା କରିଛନ୍ତି। ଏମ୍ଏସ୍ଏମ୍ଇଗୁଡିକର ବିଭିନ୍ନ ଦାବି ଶୁଶିବା ପରେ…
ନିଟ୍ରେ ଜ୍ଞାନ ବିକାଶ ଛାତ୍ରୀଛାତ୍ରଙ୍କ ସଫଳତା
ଭୁବନେଶ୍ୱର,୯-୬(ବ୍ୟୁରୋ): ପ୍ରମୁଖ କୋଚିଂ ପ୍ରତିଷ୍ଠାନ ଜ୍ଞାନ ବିକାଶର ଛାତ୍ରୀଛାତ୍ର ସର୍ବଭାରତୀୟ ମେଡିକାଲ ପ୍ରବେଶିକା ନିଟ୍ରେ ଉଲେଖନୀୟ ପ୍ରଦର୍ଶନ କରିଛନ୍ତି। ଗୁଣାତ୍ମକ ଶିକ୍ଷା ପ୍ରଣାଳୀ, ଅଭିଜ୍ଞ ଫାକଲଟିଙ୍କ ଦ୍ୱାରା ଶିକ୍ଷାଦାନ ଫଳରେ ଚଳିତ ବର୍ଷ ଛାତ୍ରୀଛାତ୍ର ଉନ୍ନତ ପ୍ରଦର୍ଶନଧାରା ଜାରି ରଖିଥିବା ଅନୁଷ୍ଠାନ…
ରାଜ୍ୟରେ ୩୦ ଶାଖା ଖୋଲିବ ସିଣ୍ଡିକେଟ ବ୍ୟାଙ୍କ:ସିଇଓ
ଭୁବନେଶ୍ୱର,୯-୬(ବ୍ୟୁରୋ): ସିଣ୍ଡିକେଟ ବ୍ୟାଙ୍କ ବର୍ତ୍ତମାନ ଭୁବନେଶ୍ୱରରେ ୨ ଏବଂ ବ୍ରହ୍ମପୁରରେ ନୂଆ ଆଞ୍ଚଳିକ କାର୍ଯ୍ୟାଳୟ ସହ ସେବା ଯୋଗାଉଛି। ରାଜ୍ୟରେ ସହରୀକରଣ ଧାରା ଦ୍ରୁତ ହେଉଥିବାରୁ ଏହି ଧାରାକୁ ତ୍ୱରାନ୍ବିତ କରିବା ଲାଗି ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ନେଉଛି। ରାଜ୍ୟରେ ମୋଟ…
ବଜେଟ ପୂର୍ବରୁ ଉଦ୍ୟୋଗ ଜଗତକୁ ଭେଟିବେ ସୀତାରାମନ
ନୂଆଦିଲ୍ଲୀ,୯-୬: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ନିଜର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ପୂର୍ବରୁ ଦେଶର ପ୍ରମୁଖ ଉଦ୍ୟୋଗ ସଂଗଠନଗୁଡ଼ିକର ପ୍ରତିନିଧିଙ୍କୁ ଭେଟିବେ। ଆସନ୍ତା ୧୧ରେ ହେବାକୁ ଥିବା ଏହି ବୈଠକରେ କନ୍ଫେଡେରେଶନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ) ଏବଂ ଫେଡେରେଶନ ଅଫ୍ ଇଣ୍ଡିଆନ…
୫ ମାସର ସର୍ବନିମ୍ନ ସ୍ତରରେ ଡିଜେଲ ଦର
ନୂଆଦିଲ୍ଲୀ,୯-୬: ଦେଶରେ ତୈଳ ଦର କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ଫଳରେ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତି ମିଳୁଛି। ଶନିବାର ପେଟ୍ରୋଲ ଦର ଲିଟର ପିଛା ୨୨ରୁ ୨୪ ପଇସା ଏବଂ ଡିଜେଲ ଦର ୨୫ରୁ ୨୭ ପଇସା ଶସ୍ତା ହୋଇଛି। ଗତ…
ଡିଜିଟାଲ ଟ୍ୟାକ୍ସ ବ୍ୟବସ୍ଥା ଲାଗି ଜି-୨୦ ଦେଶ ରାଜି
ଟୋକିଓ,୯-୬: ମଲ୍ଟିନ୍ୟାଶନାଲ ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ପାଇଁ ଜି-୨୦ ଦେଶ ସମୂହର ଅର୍ଥମନ୍ତ୍ରୀମାନେ ଡିଜିଟାଲ ଟ୍ୟାକ୍ସ ବ୍ୟବସ୍ଥା ଆରମ୍ଭ କରିବା ଲାଗି ଶନିବାର ସହମତ ହୋଇଛନ୍ତି। ଆସନ୍ତା ବର୍ଷ ଏହାର ପୂର୍ଣ୍ଣାଙ୍ଗ ସ୍ବରୂପ ସ୍ଥିର କରାଯିବ। ଜାପାନର ଫୁକୁଓକାଠାରେ ଜି-୨୦ର ମିନିଷ୍ଟ୍ରିଆଲ ସିମ୍ପୋସିୟମରେ…
ଅଣପାରମ୍ପରିକ ମାଧ୍ୟମରେ ତେଲ ବିକୁଛି ଇରାନ
ତେହରାନ,୯-୬: ଆମେରିକା ପକ୍ଷରୁ ଆର୍ଥିକ କଟକଣା ଲାଗୁ କରାଯାଇଥିବା ବେଳେ ଇରାନ ଏହାର ଗଳାବାଟ ବାହାର କରି ଅଶୋଧିତ ତେଲ ବିକୁଛି ବୋଲି କହିଛି। ଦେଶର ତୈଳ ମନ୍ତ୍ରୀ ବିଜାନ ନାମଦାର ଜାନଗାନେହ ଏକ ସାକ୍ଷାତକାର ବେଳେ କହିଛନ୍ତି ଯେ, ତାଙ୍କ…
୧୦ରୁ ଏଚ୍-୧ବି ଭିଜାର ପ୍ରିମିୟମ ପ୍ରୋସେସିଂ
ନୂଆଦିଲ୍ଲୀ,୯-୬: ଆମେରିକା ନାଗରିକତା ଏବଂ ଆପ୍ରବାସନ ସେବା(ୟୁଏସ୍ସିଆଇଏସ୍) ଆସନ୍ତା ୧୦ରୁ ଅବଶିଷ୍ଟ ଏଚ୍-୧ବି ଭିଜା ଆବେଦନରୁ ପ୍ରିମିୟମ ପ୍ରୋସେସିଂ ଆରମ୍ଭ କରିବ। ଏ ସମ୍ପର୍କରେ ଶୁକ୍ରବାର ବିଳମ୍ବିତ ରାତିରେ ଘୋଷଣା କରାଯାଇଛି। ଗତ ଏପ୍ରିଲ ପହିଲାରୁ ପ୍ରଥମ ପର୍ଯ୍ୟାୟରେ ଆର୍ଥିକ ବର୍ଷ…
୨୦୧୭ ତୁଳନାରେ କମ୍ ହୋଇଛି ୫୯୭ ଏଟିଏମ୍
ମୁମ୍ବାଇ,୯-୬: ଦେଶରେ ଏଟିଏମ୍ ସଂଖ୍ୟା ୨୦୧୭ ତୁଳନାରେ ୨୦୧୯ରେ କମିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ରିପୋର୍ଟରେ ପ୍ରକାଶ କରାଯାଇଛି। ୨୦୧୯ରେ ଏହି ସଂଖ୍ୟା ୫୯୭ କମିଛି ବୋଲି କୁହାଯାଇଛି। ୨୦୧୭ ଶେଷରେ ଦେଶରେ ଏଟିଏମ୍ ସଂଖ୍ୟା ୨,୨୨,୩୦୦ ଥିଲା ବେଳେ…
ବିମାନ ଯାତ୍ରା ହେବ ମହଙ୍ଗା; ଆଦାୟ ହେବ ଏଭିଏଶନ ସିକ୍ୟୁରିଟି ଫି
ନୂଆଦିଲ୍ଲୀ,୯-୬: ବିମାନ ଯାତ୍ରା ପୁନର୍ବାର ମହଙ୍ଗା ହେବାକୁ ଯାଉଛି। କେନ୍ଦ୍ର ସରକାର ଏଭିଏଶନ ସିକ୍ୟୁରିଟି ଫି(ଏଏସ୍ଏଫ୍) ଆଦାୟ କରିବାକୁ ଅନୁମତି ଦେଇଛନ୍ତି। ଏବେ ବିମାନ ଯାତ୍ରୀଙ୍କୁ ପାସେଞ୍ଜର ସର୍ଭିସ ଫି ସ୍ଥାନରେ ଏଏସ୍ଏଫ୍ ଦେବାକୁ ହେବ। ଜୁଲାଇ ପହିଲାରୁ ଏହି ନୂଆ…

