ବାଣିଜ୍ୟ

ନୂଆ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ ମୁଦ୍ରାସ୍ପୀତି, ଜିଡିପି

ନୂଆଦିଲ୍ଲୀ,୨୩-୫: ଗୁରୁବାର ଦେଶର ସାଧାରଣ ନିର୍ବାଚନ ଫଳାଫଳ ଆସୁଛି। କେନ୍ଦ୍ରରେ ଏନ୍‌ଡିଏ ସରକାର ପୁଣି ଥରେ କ୍ଷମତାକୁ ଫେରିବା ନେଇ ଏକଜିଟ୍‌ ପୋଲ୍‌ କହି ସାରିଛି। ଏପରି ସ୍ଥିତିରେ ଦେଶବାସୀଙ୍କ ମନରେ ଉତ୍କଣ୍ଠା ଭରି ରହିଥିବା ବେଳେ ନିର୍ବାଚନ ଫଳାଫଳର ପ୍ରକୃତ…

ସରଳୀକୃତ ରିଟର୍ନ ଫାଇଲିଂ ସିଷ୍ଟମ ଆଣିଲା ଜିଏସ୍‌ଟିଏନ୍‌

ନୂଆଦିଲ୍ଲୀ,୨୩-୫: ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଲାଗି ଆଇଟି ଭିତ୍ତିଭୂମି ସୁବିଧା ଯୋଗାଉଥିବା ଜିଏସ୍‌ଟିଏନ୍‌ ସରଳୀକୃତ ରିଟର୍ନ ଫାଇଲିଂ ସିଷ୍ଟମ ଶୁଭାରମ୍ଭ କରିଛି। ଏହା ଏକ ଡେମୋ ଟୁଲ୍‌ ହୋଇଥିବା ବେଳେ ଆଗାମୀ ଦିନରେ ଏହାର ପୂର୍ଣ୍ଣ ଭର୍ଜନ କାର୍ଯ୍ୟକାରୀ କରାଯିବ।…

ବ୍ରାଣ୍ଡ ଫ୍ୟାକ୍ଟ୍ରି ପକ୍ଷରୁ ଆକର୍ଷଣୀୟ ରିହାତି

ଭୁବନେଶ୍ୱର,୨୩-୫: ଫ୍ୟୁଚର ଗ୍ରୁପ୍‌ର ପ୍ରମୁଖ ଷ୍ଟୋର ବ୍ରାଣ୍ଡ ଫ୍ୟାକ୍ଟ୍ରି ପକ୍ଷରୁ ଆକର୍ଷଣୀୟ ରିହାତି ଘୋଷଣା କରାଯାଇଛି। ‘ଓ୍ବାନ୍ସ ଏ ଇୟର ବାଏ ଟୁ ଗେଟ ୩’ନାମରେ ଏହି ଅଫରର ଲାଭ ଗ୍ରାହକ ୨୨ରୁ ୨୬ ମେ ଯାଏ ଉଠାଇ ପାରିବେ। ୨୦୦…

ଭାରତର ଅଭିବୃଦ୍ଧି ୭.୧% ରହିବ:ୟୁଏନ୍‌ ରିପୋର୍ଟ

ନୂଆଦିଲ୍ଲୀ,୨୩-୫: ୨୦୧୯-୨୦ ଆର୍ଥତ୍କ ବର୍ଷରେ ଘରୋଇ ବଜାରର ଜିଡ଼ିପି ଅଭିବୃଦ୍ଧି ହାର ୭.୧% ରହିବ ବୋଲି ୟୁନାଇଟେଡ ନେସନ୍ସ ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ନିବେଶ ଏବଂ ଘରୋଇ ଚାହିଦାରେ ଉନ୍ନତି ଆସିବା ଯୋଗୁ ଭାରତ ଏହି ଅଭିବୃଦ୍ଧି ଅଙ୍କ ହାସଲ…

ବାତ୍ୟା ଅଞ୍ଚଳରେ ଏଚ୍‌ଡିଏଫ୍‌ସିର ମୋବାଇଲ ଏଟିଏମ୍‌ ଭ୍ୟାନ

ଭୁବନେଶ୍ୱର,୨୨।୫: ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ଫନୀ ପ୍ରଭାବିତ ଅଞ୍ଚଳରେ କ୍ୟାଶ ଉପଲବ୍ଧ କରାଇବା ଲାଗି ରାଜ୍ୟ ସଚ୍ଚିବାଳୟ ପରିସରରୁ ମୋବାଇଲ ଏଟିଏମ୍‌ ଭ୍ୟାନର ଶୁଭାରମ୍ଭ କରାଯାଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରଶାଦ ପାଢୀ, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ…

ଏଲ୍‌ଜି ଇଲେକଟ୍ରୋନିକ୍ସର ରିଲିଫ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୨।୫: ଏଲ୍‌ଜି ଇଲେକଟ୍ରୋନିକ୍ସ ପକ୍ଷରୁ ଫନୀ ପ୍ରଭାବିତଙ୍କ ଲାଗି ରିଲିଫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କମ୍ପାନୀ ପକ୍ଷରୁ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ପାନୀୟ ଜଳ, କ୍ୟାଣ୍ଡେଲ, ପଲିଥିନ ସିଟ୍‌ ସହ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ୧୦୦୦ ପରିବାରକୁ ଏହି ସହାୟତା…

ବାତ୍ୟା କ୍ଷତିଗ୍ରସ୍ତଙ୍କ ଲାଗି ସାଓମି ଦିଲ୍ଲୀ ଟିମ୍‌ ପକ୍ଷରୁ ୩ ଲକ୍ଷ

ଭୁବନେଶ୍ୱର,୨୨।୫: ପ୍ରମୁଖ କମ୍ପାନୀ ସାଓମି କର୍ପୋରେଶନର ଦିଲ୍ଲୀ ଟିମ୍‌ ପକ୍ଷରୁ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଫନୀ ପ୍ରଭାବିତଙ୍କ ସହାୟତା ଦିଗରେ ଏହି ଅର୍ଥ ପ୍ରଦାନ କରାଯାଇଛି। ସାଓମିର ରାଜ୍ୟ ମୁଖ୍ୟ…

ରିଲିଫ୍‌ ପାଣ୍ଠିକୁ ବିପିସିଏଲ୍‌ ପକ୍ଷରୁ ୫ କୋଟି

ଭୁବନେଶ୍ୱର,୨୨।୫: ଫନୀ ପ୍ରଭାବିତ ଅଞ୍ଚଳଗୁଡିକ ଲାଗି ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌) ପକ୍ଷରୁ ୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କମ୍ପାନୀର ରିଟେଲ ମୁଖ୍ୟ (ଓଡ଼ିଶା-ଝାଡଖଣ୍ଡ) ଦେବାଶିଷ ପାଲିତ ,ଏଲ୍‌ପିଜି ରାଜ୍ୟ ମୁଖ୍ୟ ସଞ୍ଜୟ ଶର୍ମା, ମୁଖ୍ୟ ରିଟେଲ…

ଫନୀ ପ୍ରଭାବିତଙ୍କୁ ଏଚ୍‌ପିସିଏଲ୍‌ ଦେଲା ୫ କୋଟି

ଭୁବନେଶ୍ୱର,୨୨।୫: ଫନୀ ପ୍ରଭାବିତ ଅଞ୍ଚଳଗୁଡିକ ଲାଗି ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ଏଚ୍‌ପିସିଏଲ୍‌) ପକ୍ଷରୁ ୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କମ୍ପାନୀର ଏଲ୍‌ପିଜି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାକେଶ ମିଶ୍ରୀ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ମୁଖ୍ୟ ତଥା…

ଫ୍ଲିପ୍‌କାର୍ଟ ମାମଲା : ଶୁଣାଣି କରିବେ ଏନ୍‌ସିଏଲ୍‌ଏଟି

ନୂଆଦିଲ୍ଲୀ,୨୨-୫: ଅନ୍‌ଲାଇନ ବିକ୍ରେତା ଫ୍ଳିପ୍‌କାର୍ଟର ଏକଚାଟିଆ କାରବାରକୁ ବିରୋଧ କରି ଆଗତ ମାମଲାକୁ ଶୁଣାଣି ଲାଗି ରାଷ୍ଟ୍ରୀୟ କମ୍ପାନୀ ବିଧି ଅପୀଲିୟ ନ୍ୟାୟାଧିକରଣ(ଏନ୍‌ସିଏଲ୍‌ଏଟି) ଗ୍ରହଣ କରିଛନ୍ତି। ବିକ୍ରେତା ସଂଘ ଭାରତୀୟ ପ୍ରତିଯୋଗିତା ଆୟୋଗ(ସିସିଆଇ)ଙ୍କ ଆଦେଶକୁ ଏନ୍‌ସିଏଲ୍‌ଏଟିରେ ଚ୍ୟାଲେଞ୍ଜ କରିଛନ୍ତି। ସିସିଆଇ ଆଦେଶ…

ରିଲାଏନ୍ସ ଦେଶର ସର୍ବବୃହତ କମ୍ପାନୀ

ନୂଆଦିଲ୍ଲୀ,୨୨-୫: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌) ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଅଏଲ କର୍ପୋରେଶନ(ଆଇଓସି)କୁ ପଛରେ ପକାଇ ଦେଶର ସବୁଠାରୁ ଅଧିକ କାରବାର କରୁଥିବା କମ୍ପାନୀ ହୋଇପାରିଛି। କାରବାର କ୍ଷେତ୍ରରେ ଏହା ଦେଶର ସର୍ବବୃହତ କମ୍ପାନୀ…

ଜେଟ୍‌ ଏୟାରଓ୍ବେଜ୍‌ର ବିଡିଂରେ ସାମିଲ ହେବେ ହିନ୍ଦୁଜା ଭ୍ରାତା

ନୂଆଦିଲ୍ଲୀ,୨୨-୫: ଆର୍ଥିକ ସଙ୍କଟ କାରଣରୁ ସାମୟିକ ବନ୍ଦ ହୋଇଯାଇଥିବା ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜର ବିଡିଂରେ ହିନ୍ଦୁଜା ଭ୍ରାତା ଭାଗ ନେବେ। ଚଳିତ ସପ୍ତାହରେ ବିଡିଂ ପ୍ରକ୍ରିୟା ଆରମ୍ଭ ହେବ। ଏଥିଲାଗି ଏୟାରଲାଇନ୍ସର ମୁଖ୍ୟ ପାର୍ଟନର ତଥା ପ୍ରତିଷ୍ଠାତା ନରେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri