ରିଟର୍ନ ଦାଖଲ ଲାଗି ଇ-ଫାଇଲିଂ ଲାଇଟ୍
ନୂଆଦିଲ୍ଲୀ,୨-୮: ଆୟକର ବିଭାଗ ପକ୍ଷରୁ ରିଟର୍ନ ଦାଖଲ କରିବା ଉଦ୍ଦେଶ୍ୟରେ ଗୁରୁବାର ଏକ ନୂଆ ସରଳ ସୁବିଧା ଆରମ୍ଭ କରାଯାଇଛି। ବିଭାଗର ଓ୍ବେବ୍ସାଇଟରେ ‘ଇ-ଫାଇଲିଂ ଲାଇଟ୍’ ନାମରେ ଏହି ସୁବିଧା ଆରମ୍ଭ ହୋଇଛି। ଓ୍ବେବସାଇଟର ହୋମ୍ପେଜରେ ‘ଇ-ଫାଇଲିଂ ଲାଇନ’ ବଟନ ଦବାଇ…
ବେତନ ଦେବାରେ ବିଏସ୍ଏନ୍ଏଲ୍-ଏମ୍ଟିଏନ୍ଏଲ୍ ପୁଣି ବିଫଳ
ନୂଆଦିଲ୍ଲୀ,୨-୮: ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍ଏନ୍ଏଲ) ଓ ମହାନଗର ଟେଲିଫୋନ ନିଗମ ଲିମିଟେଡ(ଏମ୍ଟିଏନ୍ଏଲ୍) ଏହାର କର୍ମଚାରୀଙ୍କୁ ଜୁଲାଇ ଦରମା ଦେବାରେ ବିଫଳ ହୋଇଛି। ବିଗତ ୬ ମାସ ମଧ୍ୟରେ ଏହା ଦ୍ୱିତୀୟଥର। ଏଥିପୂର୍ବରୁ କମ୍ପାନୀ ଫେବୃୟାରୀରେ ନିଜର…
ରିଲାଏନ୍ସ ରିଟେଲର ୨୬% ଅଂଶଧନ କିଣିପାରେ ଆମାଜନ
ନୂଆଦିଲ୍ଲୀ,୨-୮: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଜେଫ୍ ବେଜୋସ୍ଙ୍କ ଇ-କମର୍ସ କମ୍ପାନୀ ଆମାଜନ ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ଦେଶର ସର୍ବବୃହତ ରିଟେଲ କମ୍ପାନୀ ରିଲାଏନ୍ସ ରିିଟେଲର ୨୬% ଅଂଶଧନ କିଣିପାରେ। ତେବେ ଦୁଇ କମ୍ପାନୀ ମଧ୍ୟରେ ଆଲୋଚନା ଚାଲିଥିବାରୁ ନିଷ୍ପତ୍ତି…
ଜୁଲାଇରେ ଜିଏସ୍ଟି ଆଦାୟ ଲକ୍ଷେ କୋଟି ଟପିଲା
ନୂଆଦିଲ୍ଲୀ,୨-୮: ଜିଏସ୍ଟି ଆଦାୟ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ଖୁସି ଆଣିଦେଇଛି। ଜୁଲାଇରେ ଜିଏସ୍ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଯାଇଛି। ଏହି ସମୟରେ ୧.୦୨ ଲକ୍ଷ କୋଟି ଟଙ୍କା ଜିଏସ୍ଟି ଆଦାୟ ହୋଇଛି। ସେଣ୍ଟ୍ରାଲ ଜିଏସ୍ଟି(ସିଜିଏସ୍ଟି) ବାବଦରେ ୧୭,୯୧୨ କୋଟି,…
୮ କୋର୍ ସେକ୍ଟର ଧିମା
ନୂଆଦିଲ୍ଲୀ,୧।୮: ଅର୍ଥନୀତି କ୍ଷେତ୍ରରେ ସରକାରଙ୍କୁ ଝଟକା ଲାଗିଛି। ବୁଧବାର ଜାରି ସରକାରୀ ତଥ୍ୟ ଅନୁଯାୟୀ, ୮ କୋର୍ ସେକ୍ଟର ଉଦ୍ୟୋଗ ଅଭିବୃଦ୍ଧି ହାର ଜୁନ୍ରେ ଧିମା ହୋଇଛି। ଆଲୋଚ୍ୟ ମାସରେ ବୃଦ୍ଧି ହାର ମାତ୍ର ୦.୨% ରହିଛି, ଯାହା କି ଗତ…
ବିତ୍ତୀୟ ନିଅଣ୍ଟ ୬୧% ଟପିଲା
ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାରଙ୍କ ବିତ୍ତୀୟ ନିଅଣ୍ଟ ପରିମାଣ ଜୁନ୍ରେ ଶେଷ ହୋଇଥିବା ତ୍ରୈମାସରେ ୪.୩୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ୟାଇଛି, ଯାହା କି ବଜେଟ ଅନୁମାନର ୬୧.୪%। ମହାଲେଖା ନିୟନ୍ତ୍ରକ(ସିଜିଏ) ବୁଧବାର ଜାରି କରିଥିବା ତଥ୍ୟ ଅନୁଯାୟୀ ନିରପେକ୍ଷ ରୂପରେ ବିତ୍ତୀୟ…
ରାଜୀବ ମେହେଟା ମାଇଣ୍ଡଟ୍ରି ସିଇଓ
ନୂଆଦିଲ୍ଲୀ,୧।୮: ପୂର୍ବତନ କଗ୍ନିଜାଣ୍ଟ ପ୍ରେସିଡେଣ୍ଟ ରାଜୀବ ମେହେଟା ମାଇଣ୍ଡଟ୍ରିର ସିଇଓ ଭାବେ ମନୋନୀତ ହୋଇଛନ୍ତି। କମ୍ପାନୀର ସହ ପ୍ରତିଷ୍ଠାତା ତଥା ସିଇଓ ରୋଷ୍ଟୋ ରାବଣନ୍ଙ୍କ ଇସ୍ତଫା ପରେ ଏହି ପଦଟି ଖାଲି ପଡିଥିଲା। ଏଲ୍ ଆଣ୍ଡ ଟି ୬୦% ଅଂଶଧନ କିଣି…
ସିଏଜି ରିପୋର୍ଟ: କୃଷି ଆୟ ଉପରେ ଟିକସ ଛାଡ଼ରୁ ୫୦୦ କୋଟିର ଦୁର୍ନୀତି
ନୂଆଦିଲ୍ଲୀ,୧।୮: କୃଷି ଆୟ ଉପରେ ଆୟକର ଛାଡ଼ ଦିଆଯାଇଥାଏ। ତେବେ ଏହି ଛାଡରେ ଦୁର୍ନୀତି ହୋଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସମ୍ପୂର୍ଣ୍ଣ ରୂପେ ଯାଞ୍ଚ କରା ନ ଯାଇ କୃଷି ଆୟ ଉପରେ ୫୦୦ କୋଟି ଟଙ୍କାର ଆୟକର ଛାଡ଼…
ବିପିସିଏଲ୍ ଆଉଟଲେଟରେ ଡିଜିଟାଲ ବ୍ୟାଙ୍କିଙ୍ଗ୍ ସେବା
ଭୁବନେଶ୍ୱର,୧।୮, (ବ୍ୟୁରୋ) ସାରା ରାଜ୍ୟରେ ଥିବା ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍) ଆଉଟଲେଟଗୁଡିକ ଡିଜିଟାଲ ବ୍ୟାଙ୍କିଙ୍ଗ୍ ପଏଣ୍ଟ ଭାବେ କାର୍ଯ୍ୟ କରିବ। ଓଡିଶାରେ କମ୍ପାନୀର ମୋଟ ୬୬୦ ଆଉଟ୍ଲେଟ ରହିଛି। ଏହା ମଧ୍ୟରୁ ପ୍ରାୟ ୨୦୦ ଆଉଟଲେଟରେ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ…
ଏସ୍.ଭି.ରଙ୍ଗନାଥ ଅନ୍ତରୀଣ ଅଧ୍ୟକ୍ଷ
କ୍ୟାଫେ କଫି ଡେ ପ୍ରତିଷ୍ଠାତା ଭି.ଜି.ସିଦ୍ଧାର୍ଥଙ୍କ ମୃତ୍ୟୁ ହୋଇଯାଇଥିବା ପୋଲିସ ଘୋଷଣା କରିବା ପରେ କମ୍ପାନୀ ବୋର୍ଡ ବୁଧବାର ଜରୁରିକାଳୀନ ବୈଠକ ଡାକି ଏସ.ଭି.ରଙ୍ଗନାଥଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି। ସେହିପରି ନୀତିନ ବାଗମାନେ ଅନ୍ତରୀଣ ସିଓଓ ଭାବେ ଦାୟିତ୍ୱ…
ଭୁବନେଶ୍ୱରରେ ଖୋଲା ରହିଲା ସିସିଡି
ଭୁବନେଶ୍ୱର,୧।୮ (ବ୍ୟୁରୋ) ପ୍ରତିଷ୍ଠାତା ଭି.ଜି.ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣିବା ପରେ ଦେଶର କିଛି ପ୍ରାନ୍ତରେ ଥିବା ସିସିଡି ଆଉଟଲେଟଗୁଡିକ ବନ୍ଦ ରହିଥିଲା। ଅପରପକ୍ଷରେ ରାଜଧାନୀ ଭୁବନେଶ୍ୱର, କଟକ ସମେତ ରାଜ୍ୟର ଅନ୍ୟ ସ୍ଥାନରେ ଥିବା ଷ୍ଟୋରଗୁଡିକରେ କାରବାର ସ୍ବାଭାବିକ ରହିଥିଲା। ଟ୍ବିନ…
ଭି.ଜି. ସିଦ୍ଧାର୍ଥଙ୍କ ମୃତ୍ୟୁର କାରଣ: ଋଣ ଜାଲରେ ଛନ୍ଦି ହୋଇଥିଲେ
ନୂଆଦିଲ୍ଲୀ,୧।୮: ଦେଶର ପ୍ରଖ୍ୟାତ କଫି ଚେନ୍ କ୍ୟାଫେ କଫି ଡେ(ସିସିଡି)ର ମାଲିକ ଭି.ଜି.ସିଦ୍ଧାର୍ଥ ଆମତ୍ହତ୍ୟାକୁ ନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି। ତେବେ ପ୍ରଶ୍ନ ଉଠୁଛି, ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତି କାହିଁକି ସେ ନେଲେ। ନିଜର ବ୍ୟବସାୟ ବୃଦ୍ଧି ପାଇଁ ଗତ…

