ବାତ୍ୟା ଅଞ୍ଚଳରେ ଶିଶୁଙ୍କୁ ୫ ଲକ୍ଷ କ୍ଷୀର ପ୍ୟାକେଟ ଦେବ ଏନ୍ଡିଡିବି
ଭୁବନେଶ୍ୱର,୨୨-୫: ଫନୀ ପ୍ରଭାବିତ ଅଞ୍ଚଳଗୁଡିକରେ ଶିଶୁଙ୍କୁ ୫ ଲକ୍ଷ କ୍ଷୀର ପ୍ୟାକେଟ ଯୋଗାଇ ଦେବା ଲାଗି ନ୍ୟାଶନାଲ ଡେରୀ ଡେଭଲପମେଣ୍ଟ ବୋର୍ଡ(ଏନ୍ଡିଡିବି) ପକ୍ଷରୁ ଘୋଷଣା କରାଯାଇଛି। ଆଗାମୀ ୨ ସପ୍ତାହ ମଧ୍ୟରେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକରେ ଏହା ଯୋଗାଇ ଦିଆଯିବ। ଏହାବାଦ...
ସେନ୍ସେକ୍ସରେ ୧୪୦ ପଏଣ୍ଟ ବୃଦ୍ଧି
ମୁମ୍ବାଇ,୨୩-୫: ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ୧୪୦ ପଏଣ୍ଟ ବୃଦ୍ଧି ଘଟିଛି। ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ଥିବା ବେଳେ ବ୍ୟାଙ୍କିଙ୍ଗ ଏବଂ ଅଟୋ ଷ୍ଟକ କାରବାର ଉନ୍ନତ ରହିବା ଯୋଗୁ ସୂଚକାଙ୍କରେ ଏଭଳି ଉନ୍ନତି ପରିଲକ୍ଷିତ...
ନୂଆ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ ମୁଦ୍ରାସ୍ପୀତି, ଜିଡିପି
ନୂଆଦିଲ୍ଲୀ,୨୩-୫: ଗୁରୁବାର ଦେଶର ସାଧାରଣ ନିର୍ବାଚନ ଫଳାଫଳ ଆସୁଛି। କେନ୍ଦ୍ରରେ ଏନ୍ଡିଏ ସରକାର ପୁଣି ଥରେ କ୍ଷମତାକୁ ଫେରିବା ନେଇ ଏକଜିଟ୍ ପୋଲ୍ କହି ସାରିଛି। ଏପରି ସ୍ଥିତିରେ ଦେଶବାସୀଙ୍କ ମନରେ ଉତ୍କଣ୍ଠା ଭରି ରହିଥିବା ବେଳେ ନିର୍ବାଚନ ଫଳାଫଳର...
ସରଳୀକୃତ ରିଟର୍ନ ଫାଇଲିଂ ସିଷ୍ଟମ ଆଣିଲା ଜିଏସ୍ଟିଏନ୍
ନୂଆଦିଲ୍ଲୀ,୨୩-୫: ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍ଟି) ଲାଗି ଆଇଟି ଭିତ୍ତିଭୂମି ସୁବିଧା ଯୋଗାଉଥିବା ଜିଏସ୍ଟିଏନ୍ ସରଳୀକୃତ ରିଟର୍ନ ଫାଇଲିଂ ସିଷ୍ଟମ ଶୁଭାରମ୍ଭ କରିଛି। ଏହା ଏକ ଡେମୋ ଟୁଲ୍ ହୋଇଥିବା ବେଳେ ଆଗାମୀ ଦିନରେ ଏହାର ପୂର୍ଣ୍ଣ ଭର୍ଜନ କାର୍ଯ୍ୟକାରୀ...
ବ୍ରାଣ୍ଡ ଫ୍ୟାକ୍ଟ୍ରି ପକ୍ଷରୁ ଆକର୍ଷଣୀୟ ରିହାତି
ଭୁବନେଶ୍ୱର,୨୩-୫: ଫ୍ୟୁଚର ଗ୍ରୁପ୍ର ପ୍ରମୁଖ ଷ୍ଟୋର ବ୍ରାଣ୍ଡ ଫ୍ୟାକ୍ଟ୍ରି ପକ୍ଷରୁ ଆକର୍ଷଣୀୟ ରିହାତି ଘୋଷଣା କରାଯାଇଛି। ‘ଓ୍ବାନ୍ସ ଏ ଇୟର ବାଏ ଟୁ ଗେଟ ୩’ନାମରେ ଏହି ଅଫରର ଲାଭ ଗ୍ରାହକ ୨୨ରୁ ୨୬ ମେ ଯାଏ ଉଠାଇ ପାରିବେ।...
ଭାରତର ଅଭିବୃଦ୍ଧି ୭.୧% ରହିବ:ୟୁଏନ୍ ରିପୋର୍ଟ
ନୂଆଦିଲ୍ଲୀ,୨୩-୫: ୨୦୧୯-୨୦ ଆର୍ଥତ୍କ ବର୍ଷରେ ଘରୋଇ ବଜାରର ଜିଡ଼ିପି ଅଭିବୃଦ୍ଧି ହାର ୭.୧% ରହିବ ବୋଲି ୟୁନାଇଟେଡ ନେସନ୍ସ ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ନିବେଶ ଏବଂ ଘରୋଇ ଚାହିଦାରେ ଉନ୍ନତି ଆସିବା ଯୋଗୁ ଭାରତ ଏହି ଅଭିବୃଦ୍ଧି ଅଙ୍କ...
ବାତ୍ୟା ଅଞ୍ଚଳରେ ଏଚ୍ଡିଏଫ୍ସିର ମୋବାଇଲ ଏଟିଏମ୍ ଭ୍ୟାନ
ଭୁବନେଶ୍ୱର,୨୨।୫: ଏଚ୍ଡିଏଫ୍ସି ବ୍ୟାଙ୍କ ପକ୍ଷରୁ ଫନୀ ପ୍ରଭାବିତ ଅଞ୍ଚଳରେ କ୍ୟାଶ ଉପଲବ୍ଧ କରାଇବା ଲାଗି ରାଜ୍ୟ ସଚ୍ଚିବାଳୟ ପରିସରରୁ ମୋବାଇଲ ଏଟିଏମ୍ ଭ୍ୟାନର ଶୁଭାରମ୍ଭ କରାଯାଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରଶାଦ ପାଢୀ, ଅର୍ଥ ବିଭାଗ ପ୍ରମୁଖ ସଚିବ...
ଏଲ୍ଜି ଇଲେକଟ୍ରୋନିକ୍ସର ରିଲିଫ କାର୍ଯ୍ୟକ୍ରମ
ଭୁବନେଶ୍ୱର,୨୨।୫: ଏଲ୍ଜି ଇଲେକଟ୍ରୋନିକ୍ସ ପକ୍ଷରୁ ଫନୀ ପ୍ରଭାବିତଙ୍କ ଲାଗି ରିଲିଫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କମ୍ପାନୀ ପକ୍ଷରୁ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ପାନୀୟ ଜଳ, କ୍ୟାଣ୍ଡେଲ, ପଲିଥିନ ସିଟ୍ ସହ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ୧୦୦୦ ପରିବାରକୁ ଏହି...
ବାତ୍ୟା କ୍ଷତିଗ୍ରସ୍ତଙ୍କ ଲାଗି ସାଓମି ଦିଲ୍ଲୀ ଟିମ୍ ପକ୍ଷରୁ ୩ ଲକ୍ଷ
ଭୁବନେଶ୍ୱର,୨୨।୫: ପ୍ରମୁଖ କମ୍ପାନୀ ସାଓମି କର୍ପୋରେଶନର ଦିଲ୍ଲୀ ଟିମ୍ ପକ୍ଷରୁ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଫନୀ ପ୍ରଭାବିତଙ୍କ ସହାୟତା ଦିଗରେ ଏହି ଅର୍ଥ ପ୍ରଦାନ କରାଯାଇଛି। ସାଓମିର ରାଜ୍ୟ...
ରିଲିଫ୍ ପାଣ୍ଠିକୁ ବିପିସିଏଲ୍ ପକ୍ଷରୁ ୫ କୋଟି
ଭୁବନେଶ୍ୱର,୨୨।୫: ଫନୀ ପ୍ରଭାବିତ ଅଞ୍ଚଳଗୁଡିକ ଲାଗି ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍) ପକ୍ଷରୁ ୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କମ୍ପାନୀର ରିଟେଲ ମୁଖ୍ୟ (ଓଡ଼ିଶା-ଝାଡଖଣ୍ଡ) ଦେବାଶିଷ ପାଲିତ ,ଏଲ୍ପିଜି ରାଜ୍ୟ ମୁଖ୍ୟ ସଞ୍ଜୟ ଶର୍ମା, ମୁଖ୍ୟ...
ଫନୀ ପ୍ରଭାବିତଙ୍କୁ ଏଚ୍ପିସିଏଲ୍ ଦେଲା ୫ କୋଟି
ଭୁବନେଶ୍ୱର,୨୨।୫: ଫନୀ ପ୍ରଭାବିତ ଅଞ୍ଚଳଗୁଡିକ ଲାଗି ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ଏଚ୍ପିସିଏଲ୍) ପକ୍ଷରୁ ୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କମ୍ପାନୀର ଏଲ୍ପିଜି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାକେଶ ମିଶ୍ରୀ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ମୁଖ୍ୟ...
ଫ୍ଲିପ୍କାର୍ଟ ମାମଲା : ଶୁଣାଣି କରିବେ ଏନ୍ସିଏଲ୍ଏଟି
ନୂଆଦିଲ୍ଲୀ,୨୨-୫: ଅନ୍ଲାଇନ ବିକ୍ରେତା ଫ୍ଳିପ୍କାର୍ଟର ଏକଚାଟିଆ କାରବାରକୁ ବିରୋଧ କରି ଆଗତ ମାମଲାକୁ ଶୁଣାଣି ଲାଗି ରାଷ୍ଟ୍ରୀୟ କମ୍ପାନୀ ବିଧି ଅପୀଲିୟ ନ୍ୟାୟାଧିକରଣ(ଏନ୍ସିଏଲ୍ଏଟି) ଗ୍ରହଣ କରିଛନ୍ତି। ବିକ୍ରେତା ସଂଘ ଭାରତୀୟ ପ୍ରତିଯୋଗିତା ଆୟୋଗ(ସିସିଆଇ)ଙ୍କ ଆଦେଶକୁ ଏନ୍ସିଏଲ୍ଏଟିରେ ଚ୍ୟାଲେଞ୍ଜ କରିଛନ୍ତି। ସିସିଆଇ...
Archives


